ଜଣେ ସନ୍ଥ ମହାତ୍ମା, ଗୋଟେ ଛୁଆ ଓ ଗୋଟେ ଧନୀ ଘରର ପିଲା ସେମାନେ ସବୁବେଳେ ଖୁସି କାହିଁକି ରହିଥାନ୍ତି ଜାଣନ୍ତି କି । କାରଣ ତାଙ୍କୁ କୌଣସି ଜିନିଷର ଟେନସନ ନଥାଏ । କାହା ସହିତ କୌଣସି ଆକର୍ଷଣ ଓ କୌଣସି କଥାର ଚିନ୍ତା ନଥାଏ । ଅର୍ଥାତ ଆପଣ ଯେତେ କମ କେୟାର କରିବେ ଜୀବନ ବଞ୍ଚିବା ସେତେ ସହଜ ହେବେ । ବହୁତ ବାର ଏମିତି ହୋଇଥାଏ ନା କାହା କଥାର ନା ଭବିଷ୍ୟତର ନା ଅତୀତର । କାରଣ ଏହି ସବୁ ଜିନିଷ ଆମ ହାତରେ ନଥାଏ । ତାପରେ ମଧ୍ୟ ଜାଣି ସୂନୀ ଆମେ ଉଦାସ ହୋଇଥାଉ ।
ଆପଣ ଯେତେ କେୟାରଲେସ ବଣିବେ ଆପଣଙ୍କୁ ନିଜ ଖୁଶିର ସମ୍ପର୍କ ସେତେ ମଜଭୁତ ହେବ । ତା ମାନେ ଏହା ନୁହେଁକି ନିଜ ପାଇଁ କେୟାର ଲେସ ହୋଇଯାଅ । ଫାଲଟୁ ବକ ବକରୁ ଆଉ ବେକାର ଚିନ୍ତାରୁ ନିଜକୁ ଆଜାଦ କରିବା ଜରୁରୀ ଅଟେ । ଆଜି ଆମେ ଆପଣଙ୍କ ସହିତ ଏମିତି କିଛି କଥା ସେଯାର କରିବୁ ଯାହା ଜୀବନର କେତେ ଗୁଡିଏ ଶିକ୍ଷା ରହିଛି । ଯାହା ଆମେ ଆଲୋଚନା କରିବା ।
କଥାରେତ ସମସ୍ତେ ନିଜ ଭଳି ବ୍ଯବହାର କରିଥାନ୍ତି, କଥାରେତ ପୁରା ଦୁନିଆ ଧନୀ ହେବାର ଦାବା କରିଥାଏ । ଜୀବନରେ କିଛି କରି ଦେଖେଇବାର ଦାବା କରିଥାଏ । କିନ୍ତୁ ଉଦ୍ୟମ କରିବା ସମସ୍ତ କରିନଥାନ୍ତି । ଶେଠୀ ପାଇଁ ଶବ୍ଦ ଅପେକ୍ଷା କାର୍ଯ୍ୟ ବହୁତ ଗୁରୁତ୍ଵ ପୂର୍ଣ ହୋଇଥାଏ । ଶୁଆ ମଧ୍ୟ ବହୁତ ବକ ବକ କରିଥାଏ କିନ୍ତୁ ଦୁଃଖର କଥା ଏହାକି ସେ ପିଞ୍ଜରାରେ ବନ୍ଦ ହୋଇକି ଥାଏ । ଆଉ ଶାଗୁଣା ବହୁତ ଚୁପ ରହିଥାଏ କିନ୍ତୁ ବାଦଲର ଉପରକୁ ଉଡି ଥାଏ । ତେବେ କମ କଥା କୁହ ଆଉ କାର୍ଯ୍ୟ ଅଧିକ କର ।
କିଛି କରିକି ଦେଖାଅ ତେବେ ଯାଇ ଏହି ଦୁନିଆ ଜାଣି ପାରିବକି ଆମେ ଖାଲି କଥା କହୁ କିନ୍ତୁ ଏହି ଲୋକ କାମରେ କରାଇ ଦେଖାଇ ଦେଲା । ଶେଥି ପାଇଁ କରିକି ଦେଖାଅ କାରଣ କାର୍ଯ୍ୟର କରିକି ଦେଖାଇବା କହିବା ଠାରୁ ବହୁତ ଅଧିକ ହୋଇଥାଏ । କଠିନ ପରିଶ୍ରମ କରକି ବୁଦ୍ଧି ଦ୍ଵାରା କାମ କର କିନ୍ତୁ ସବୁବେଳେ ନିଜ ଶକ୍ତି ବିଷୟରେ ଜାଣିଥାଅ ।କାରଣ ଲୋକ ଭଲ କାମ କରିବା ବେଳେ ବହୁତ କିଛି କହିଥାନ୍ତି କିନ୍ତୁ ତମେ କଣ ଆଉ ତୁମ ଭିତର ଶକ୍ତି ବିଷୟରେ ତମେ ଜାଣି ଥିବା ଶେଠୀ ଲାଗି ଲୋକଙ୍କ କଥାକୁ ନଶୁଣି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।
କେବେବି ଲୋକଙ୍କ କଥାକୁ ଶୁଣି ରହି ଯିବନି କାରଣ ଲୋକଙ୍କର ପ୍ରକୃତି ସେମାନେ କଇବେ କିନ୍ତୁ ତମେ ତାକୁ ନଶୁଣି ଆଗକୁ ଯିବାର ଅଛି । ଔ ଯଦି ତାଙ୍କ କଥା ଶୁଣିବା ତେବେ କେବେବି ଆଗକୁ ବଢି ପାରିବେ ନହିଁ । ସବୁବେଳେ ନିଜ ପାଇଁ ବଞ୍ଚନ୍ତୁ ଯଦି ଆପଣ ଥିବାର କାହାର ଫରକ ପଡିନଥାଏ ତେବେ ନିଜ ପାଇଁ ବଞ୍ଚାନ୍ତୁ । କୌଣସି କାମରେ ମନ ଲାଗୁଣିତ କୌଣସି ଅଲଗା କାମ କରନ୍ତୁ । କିନ୍ତୁ ନିଜ ଖୁସି ଖାୟାଲ ସବୁବେଳେ ରଖନ୍ତୁ ।