Exclusive: ବ୍ୟାଙ୍କ ମ୍ୟାନେଜର ପାଖରେ ଶୋଇଲିନି ବୋଲି…. 200 ଟଙ୍କା ମୋ ହାତରୁ … ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ଦୁନିଆରେ ନିଜର ପେଟ ପୋଷିବା ପାଇଁ ମହିଳା ମାନେ ନାନ ନାନା ପ୍ରକାରର କାମ କରିବାକୁ ପଛାଉ ନାହାନ୍ତି । କେହି ନିଜର ପେଟ ପୋଷିବା ପାଇଁ ଖରାପ ରାସ୍ତା କୁ ଯାଉଛି ତ ଆଉ କେହି ନିଜର ପିଲାଙ୍କ ମୁହଁ ରେ ଦାନା ଦେବା ପାଇଁ ନିଜର ଦେହ ବିକ୍ରି କରି ଦେଉଛନ୍ତି । ତେବେ ଏଭଳି ଏକ ମାମଲାରେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି ।

ଜଣେ ମହିଳା ଗଣମାଧ୍ୟମରେ ନିଜର ଜୀବନର ସଂଘର୍ଷ ବିଷୟରେ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ । ମହିଳା ଜଣକ କହୁଛନ୍ତି କି ” ମୁଁ ଦିନେ ବହୁତ ଆଶା ନେଇ ଯାଇଥିଲି ଜଣଙ୍କ ଘରକୁ ଖାଇବା ମାଗିବାକୁ କାରଣ ମୋ ଛୁଆକୁ ଭୋକରେ ଆଉଟୁ ପାଉଟୁ ହେଉଥିଲା ।

ମୁଁ ଯାହାଙ୍କ ଘରକୁ ଯାଇଥିଲି ସେ ମୋତେ ସାହାଜ୍ଯ କରିଲେ କିନ୍ତୁ ସେହି କାମ କରିବାକୁ ମୋତେ କହିଲେ କାରଣ ତାଙ୍କର ପ୍ରକୃତି ସେମିତି ଥିଲା । ସେ ମୋତେ ୩୦ ଟଙ୍କା ଖୁସିରେ ଦେଇଥିଲେ । ମୋତେ କଷ୍ଟ ଲାଗିଥିଲା ସେ ମୋ ବାପାଙ୍କ ଠାରୁ ବୟସରେ ବହୁତ ବଡ ଥିଲା । ମୁଁ ପଳେଈ ଆସିଥିଲି ଭଲ ଲାଗି ନ ଥିଲା । କାରଣ ଏ ଲାଇନ ବିଷୟରେ ମୁଁ କିଛି ଜାଣି ନ ଥିଲି ।

ତା ପରେ ଆଉ ଗୋଟେ ଜାଗାକୁ ମୋତେ ସେ ପଠେଇଥିଲେ ଆଉ ମ୍ୟାଡମଙ୍କ ପାଖକୁ ପଠାଇଲେ । ମ୍ୟାଦାମ ମୋତେ ତାଙ୍କର ପୁରୁଣା ଡ୍ରେସ ପିନ୍ଧିବାକୁଇ ଦେଇଥିଲେ ଆଓ ମୋ ପିଲାଙ୍କୁ କିଛି ଖାଇବାକୁ ବି ଦେଇଥିଲେ । ଡ୍ରେସ ପିନ୍ଧି ମୁଁ ବହୁତ ଖୁସି ହୋଇଯାଇଥିଲି । ସେଦିନ ମୁଁ ଏତେ ସୁନ୍ଦର ଦେଖାଗଲି ସେ ମୋତେ କହିଲେ ତୋତେ ଏ କାମ କରିବାକୁ ପଡିବ ।

ପରେ ମୁଁ ଯେଉଁଠି ରହୁଥିଲି ସେଠାକୁ ଜଣେ ବ୍ଯାଙ୍କ ମ୍ୟାନେଜର ଆସନ୍ତି । ସେ ସେତେବେଳେ ଥିଲେ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ପ୍ରଧାନ ବାବୁ । ମୋତେ ସେତେବେଳେ ୩୦ ବର୍ଷ ଥିଲା । ସେ ମୋ ପାଇଁ ଫଳ ଆଣନ୍ତି ମୋ ପିଲାଙ୍କ ପାଇଁ ଚକଲେଟ ଆଣନ୍ତୁ ମୁଁ ଭାବିଲି ମୋତେ ସାହାଜ୍ଯ କରୁଛନ୍ତି । ଆସ୍ତେ ଆସ୍ତେ ସେ ମୋ ହାତ ଧରିଲେ । ମୁଁ ଥରେ ତାଙ୍କୁ ୨୦୦ ଟଙ୍କା ମାଗିଥିଲି ଚାଉଳ କିଣିବା ପାଇଁ ଆଉ ସେ ଖୁସିରେ ଦେଇଥିଲେ ।

ଏହି ସମୟ ଥିଲା ୨୦୦୧ର । ବ୍ଯାଙ୍କ ମ୍ୟାନେଜର କହିଲେ ପିଲାଙ୍କୁ ବାହାରକୁ ଛାଡିବା ପାଇଁ କିନ୍ତୁ ପିଲା ମୋତେ ଛାଡି ଯାଉ ନ ଥିଲେ । ମୁଁ ଏ କାମ କରିବାକୁ ମନା କରିବାରୁ ସେ ମୋ ହାତରୁ ୨୦୦ ଟଙ୍କା ହାତ ଛାଡି ନେଇଥିଲେ । ମାତ୍ର ୫ ମିନିଟ ପାଇଁ ବ୍ଯାଙ୍କ ମ୍ୟାନେଜର ମୋତେ ୨୦୦ ଟଙ୍କା ଦେଇଥିଲେ ଆଉ ମୋ ଠାରୁ ସୁଖ ପାଇଥିଲେ । ୨୦୦ ଟଙ୍କା ପାଇ ମୁଁ ସେଦିନ ଏହି ରାସ୍ତା ଆପଣେଇଥିଲି”। ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *