ଅକ୍ଟୋବର ମାସରେ ବ୍ୟାଙ୍କରେ ବହୁତ ଗୁଡିଏ ପରିବର୍ତନ ହେଉଛି ଯାହା ବିଷୟରେ ଆପଣ ଜାଣି ରଖନ୍ତୁ, ତେବେ ଏବେ ତିନିଦିନ ତଳେ ବ୍ଯାଙ୍କ ବନ୍ଦ ଥିଲା ଓ ଆଗକୁ ଆହୁରି ୧୦ ଦିନ ମଧ୍ୟ ବନ୍ଦ ରହିବ । ଏହା ପୂର୍ବରୁ ଯାହା କାମ ଅଛି ସାରି ଦିଅନ୍ତୁ । ନହେଲେ ଆପଣଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିପାରେ ।
ଏହି କରୋନା ଭାଇରସ ଲାଗି ଲୋକ ବହୁତ ହଇରାଣ ହେଉଛନ୍ତି କାରଣ ଏହି ମହାମାରୀ ବହୁତ ଅଧିକା ବ୍ୟାପୀ ଗଲାଣି । ଏବେ ବ୍ୟାଙ୍କରେ ବହୁତ ବଡ ପରିବର୍ତନ ହେବାକୁ ଯାଉଛି । କାରୋନା ମହାମାରୀକୁ ରୋକିବା ପାଇଁ ସରକାର ଲକଡାଉନ କରିଥିଲେ ।
ପରେ ଅଧିକ ହେବାରୁ ସରକାର ସଟଡାଉନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲେ । ଲକ ଡାଉନ ପ୍ରକ୍ରିୟା ଲାଗି ଲୋକ ମାନେ କୁଆଡେ ଯାଇପାରିଲେନି, କାମଧନ୍ଦା ମଧ୍ୟ ସେଥି ଲାଗି ବନ୍ଦ ହୋଇଗଲା । ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ ଓ ଏବେ ବି ବହୁତ ଅସୁବିଧା ଭୋଗୁଛନ୍ତି । ସେହି କାରଣରୁ ସରକାର ପୁଣି ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ତେବେ ବ୍ଯାଙ୍କରେ ମଧ୍ୟ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ବହୁତ ବ୍ଯାଙ୍କ କର୍ମୀ ମାନେ କରୋନା ପଜିଟିଭ ବାହାରିଲେଣି । ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହା ପରେ ସରକାର ବ୍ୟାଙ୍କ ଅନେକ ପରିବର୍ତନ ଆଣିଛନ୍ତି । ଏହି ଅକ୍ଟୋବର ମାସରେ ବହୁତ ପୂଜା ପର୍ବାଣି ଲାଗି ବହୁତ ଛୁଟି ରହିଛି । ସେମିତିରେ ପ୍ରତିମାସରେ ଦ୍ଵିତୀୟ, ଚତୁର୍ଥ ଶନିବାର ଛୁଟି ରହିଥାଏ । ପୁଣି ସରକାରଙ୍କ ତରଫରୁ ପ୍ରତି ରବିବାର ଛୁଟି ରହିଥାଏ ।
କରୋନା ମହାମାରୀ ଲାଗି ପୁଣି ଶୁକ୍ରବାର ଛୁଟି ରହିବ । ଏହି ମାସରେ ଦଶହରା ବହୁତ ବଡ ପର୍ବ ରହିଛି । ଏହି ମାସରେ ସବୁଠୁ ଅଧିକ ଛୁଟି ମାନେ ୧୩ ଦିନ ଛୁଟି ରହିଛି । ଏହି ଛୁଟି ଆରମ୍ଭ ହୋଇଛି ଅକ୍ଟୋବର ୨ ରୁ ଗାନ୍ଧୀ ଜୟନ୍ତୀ ଥିଲା । ଆଉ ବହୁତ ପର୍ବ ମଧ୍ୟ ରହିଛି ଯେମିତିକି ଲକ୍ଷ୍ମୀ ପୂଜା, ମହମ୍ମଦ ଜୟନ୍ତୀ, ମାହାଦେବୀ ଅମ୍ବିକା ମହାଳୟା ଓ ସପ୍ତମୀ ପୂଜା, ଅଷ୍ଟମୀ ପୂଜା, ନବମୀ ପୂଜା, ଦଶହରା, କୁମାର ପୁର୍ଣିମା, ଇଦ ଉଲ ଜୁହା ଆଦି ବହୁତ ଛୁଟି ରହିଛି । ତେବେ ଏହି ସମୟରେ ସରକାର କହିଛନ୍ତି ବ୍ୟାଙ୍କ ଏଟିଏମରେ ସବୁବେଳେ ଟଙ୍କା ରହିବ ।