ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ଦିଗଜ ତଥା ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେ ଅନେକ ଫିଲ୍ମ ରେ କାମ କରି ଖୁବ ନାଁ କମାଇଛନ୍ତି । ଏବେ ତାଙ୍କର ନୂଆ ଫିଲ୍ମ ରିଲିଜ ହୋଇଛି ଯେଉଁଥି ରେ ସେ ଅଭିନେତ୍ରୀ ସୂର୍ଯ୍ୟମୟୀ ଙ୍କ ସହ ନଜର ଆସୁଛନ୍ତି । ଏହି ଫିଲ୍ମକୁ ନେଇ ଗଣମାଧ୍ୟମରେ ବୁଦ୍ଧାଦିତ୍ୟ ଏକ ବଡ ବୟାନ ଦେଇଛନ୍ତି ।
ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ବୁଦ୍ଧାଦିତ୍ୟ କହିଛନ୍ତି ଯେ ” ଡାଇଲଗ କଥା ହେଉଛି ସବୁଠାରୁ ବଡ ପୁରସ୍କାର ମୋତେ ମିଳିଲା ମୋ ବାପା ବାଦଲ ମହାନ୍ତି ମୋତେ କୁଣ୍ଢେଇ କି କାନ୍ଦି ପକାଇଲେ । ତା ଠାରୁ ବଡ ପୁରସ୍କାର ମୋ ପାଇଁ ନାହି । ସେ ମୋତେ ଡାକିଲେ ଆଉ ହକ କରିଲେ । ତା ପରେ କାନ୍ଦିବାକୁ ଲାଗିଲେ । ସେ ଏବେ ବି କାନ୍ଦୁ ଛନ୍ତି ।
ସେଥିପାଇଁ ମୁଁ ଟିସୂ ପେପର ଆଉ କାହାର ନେଇକି ଆସିଲି । ମୁଁ ସୂର୍ଯ୍ୟମୟୀ ଙ୍କୁ ମାଗିଳି ତା ପାଖରେ ଟିସୂ ପେପର ନ ଥିଲା । ସେ ମୋତେ 500 ଟଙ୍କା ସଗୁନ ଦେଲା । ଏହି 500 ଟଙ୍କା ଆଗାମୀ ଫିଲ୍ମ ର ସାଇନ ଆମାଉଣ୍ଟ ଦେଇଛନ୍ତି ସୂର୍ଯ୍ୟମୟୀ ମୋତେ । ଏହି ଫିଲ୍ମ ରେ ପ୍ରଥମ ଭାଗରେ ପୁରା ଧମାଲ ହୋଇଛି । କମେଡି, ରୋମାନ୍ସ ସବୁ କିଛି ରହିଛି ପୁରା ଅଲଗା ରହିଛି ଏହି ଫିଲ୍ମ ର ପ୍ରଥମ ଭାଗ ଟି ।
ମୁଁ କାହିଁକି ଏ ଫିଲ୍ମ ପାଇଁ ପ୍ରମୋଟ କରୁଥିଲି ସେଟା ମୁଁ ଏବେ ବୁଝି ପାରୁଛି । ମୋତେ ମୋ ପୁରକ୍ସ୍ର ମିଳିଗଲା ଯେ ମୋ ବାପା ମୋତେ କୁଣ୍ଢେଇ କି କାନ୍ଦି ପକାଇଲେ । ମୁଁ କିନ୍ତୁ କହିବି ଆଇ ଲଭ ସବୁ କଳାକାର ମାନଙ୍କୁ ଆଉ ସୂର୍ଯ୍ୟମୟୀ ଙ୍କୁ । ସୂର୍ଯ୍ୟମୟୀ କହିଛନ୍ତି ଯେ ” ମୋତେ ସମସ୍ତଙ୍କର ଅଭିନୟ ଏ ଫିଲ୍ମ ରେ ବହୁତ ଭଲ ଲାଗିଲା । ମୁଁ ସୁଯୋଗ ପାଇ ନ ଥିଲି ଏ ଫିଲ୍ମ ପୁରା ଦେଖିବା ପାଇଁ ।
ଆଜି ଯେବେ ସମସ୍ତଙ୍କର ପର୍ଫୋମାଂସ ଦେଖୁଛି ଅଟେ ଲାଗୁଛି ଲୋକ ମନାଙ୍କୁ ବହୁତ ଭଲ ଲାଗିବ । ବହୁତ ଖୁସି ଲାଗୁଛି । ମୋର ଏଣ୍ଟ୍ରି ହୋଇଥିଲା 2015 ରେ । ଆମେ ଜଣେ କଳାକାର ହିସାବ ରେ ବହୁତ କିଛି ମିସ କରୁଥିଲୁ । ଆଉ ଏ ସବୁ ଦେଖିକି ମୁଁ ବହୁତ ଖୁସି ଅନୁଭବ କରୁଛି । ମୁଁ ଚାହୁଁଛି ଆଗରୁ ଯେମିତି ହଲ ଚାଲୁଥିଲା ସେମିତି ଆଗକୁ ହେଉ ।
ଆଗକୁ ଯେମିତି କନେକ୍ଟ ସମସ୍ତଙ୍କର ରହୁଥିଲା ସେମିତି ଏବେ ବି ହୋଇଯାଉ । ମୁଁ କଳାକାର ହିସାବ ରେ ମୋର ବେଷ୍ଟ ଦେବାକୁ ଚାହେଁ । ବହୁତ ଖୁସି ଲାଗୁଛି ସମସ୍ତଙ୍କର ଭଲ ପାଇବା ପାଇଁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।