ନିଜର ଦୁଇ ଝିଅଙ୍କ ସହ ଦୁଷ୍କର୍ମ କଲା ବାପା, ଜାଣନ୍ତୁ ପୁରା ଘଟଣା କଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ପୁଣି ଏକ ନୂଆ ଖବର ଆଣି ଆସିଛୁ ଆମେ ଆପଣମାନଙ୍କ ପାଇଁ । ଏକ ଏଭଳି ଖବର ଯାହା ଶୁଣି ଆପଣଙ୍କ ହୃଦୟ ଥଋ ଉଠିବ । ଏକ ଏଭଳି ଘଟଣା ଯାହା ଆପଣ କେବେ କଳ୍ପନାରେ ବି ଭାବି ନଥିବେ କି ଏମତି ହେବ ବୋଲି । ଏହି ଘଟଣା ହେଉଛି ଉତ୍ତରପ୍ରଦେଶର କେବାନ୍ଦା ସହରର । କିଛି ଦିନ ତଳେ ଏହି ଅଞ୍ଚଳର ଥାନା ରେ ଜଣେ ଝିଅ ନିଜ ବାପା ନାଁ ରେ ଅଭିଯୋଗ କରିଥିଲେ, ସେହି ଅଭିଯୋଗ ବିଷୟରେ ଜାଣିଲେ ଆପଣ ବି କହିବେ ଝିଅଟି ଯାହା କରିଛି ଠିକ କରିଛି । ତେବେ ଘଟଣା ବିଷୟରେ ଆସନ୍ତୁ ଜାଣିବା ।

ଜଣେ ନାବାଳିକା ଝିଅ ନିଜ ବାପା ଉପରେ ତାର ରେପ କରିଥିବାର ଅଭିଯୋଗ କରିଛି । ଏହା ଘଟିଛି ଉତ୍ତରପ୍ରଦେଶ ର କେବାନ୍ଦା ସହରର ଏକ କଲୋନୀରେ । ଯେଉଁ ଝିଅ ଏହି ଅଭିଯୋଗ ଆଣିଛନ୍ତି ତାଙ୍କ ଅନୁସାରେ କେବଳ ତାଙ୍କ ସହ ନୁହେଁ ବରଂ ତାଙ୍କ ବଡ ଭଉଣୀ ମାନେ ନିଜର ବଡ ଝିଅ ସହ ବି ସେହି ବ୍ୟକ୍ତି ଦୁଷ୍କର୍ମ କରିସାରିଛନ୍ତି । ଝିଅଟିର କହିବା ଅନୁସାରେ ସେ ତାର ବାପା ସହ ରାଜସ୍ଥାନ କିଛି କାମ ଖୋଜିବାକୁ ଯାଇଥିଲେ, ଯେଉଁଠି ତାଙ୍କ ବାପା ତାଙ୍କ ବାପା ତାଙ୍କ ସହ ମାରପିଟ କରିବା ସହ ଦୁଷ୍କର୍ମ ମଧ୍ୟ କରିଥିଲେ । ଆଜି କାଲି ର ଦୁନିଆ କେଉଁ ଆଡକୁ ଗତି କରୁଛି ଏହା ତ ଆପଣ ମାନେ ଜାଣିଥିବେ ।

ବାପା ଝିଅ ର ସମ୍ପର୍କ ବି ଏବେ ସୁରକ୍ଷିତ ନୁହେଁ, ବାହାର ଲୋକଙ୍କ ଉପରେ କଣ ବା ଭରସା କରିବ । ଏହିଭଳି କିଛି ରାକ୍ଷସ ପ୍ରକୃତିର ଲୋକ ଯେ ପର୍ଯ୍ୟନ୍ତ ଏ ସମାଜ ରେ ଥିବେ ସେ ପର୍ଯ୍ୟନ୍ତ କୌଣସି ବି ନାରୀ ସୁରକ୍ଷିତ ନୁହନ୍ତି । ଯେଉଁଠି ଝିଅ ମାନେ ନିଜ ବାପା ର ଦୁଷ୍କର୍ମର ଶିକାର ହେଉଛନ୍ତି ସେହିଭଳି ସମାଜରେ ନାରୀ କେତେ ବା ସୁରକ୍ଷିତ ଏହା ଆପଣ ଜାଣିପାରୁଥିବେ । ତେବେ ନାବାଳିକାର ଏହିଭଳି ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ କୋର୍ଟ ଫରୱାର୍ଡ କରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *