ମୃତ୍ୟୁ ପୂର୍ବରୁ ବାପାଙ୍କ ବିଷୟରେ ଏମିତି କହି କାନ୍ଦୁଥିଲେ Tapu Mishra, ଶୁଣିଲେ ଆପଣ ବି କାନ୍ଦି ପକାଇବେ- ଦେଖନ୍ତୁ Video

ବର୍ତ୍ତମାନ ସମସ୍ତେ ତପୁ ମିଶ୍ରଙ୍କୁ ବହୁତ ଅଧିକ ମନେ ପକାଉଛନ୍ତି । ତପୁ ମିଶ୍ର ଏତେ ଜଲ୍ଦି ଏହି ଦୁନିଆକୁ ଛାଡି ଚାଲି ଯିବେ ବୋଲି କେହି ବିଶ୍ଵାସ ବି କରି ନ ଥିଲେ । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ମା, ଭଉଣୀ ଓ ସ୍ଵାମୀ ପୂରାପୂରି ଭାଙ୍ଗି ପଡିଛନ୍ତି । ସେମାନଙ୍କ ଆଖିରୁ ଲୁହ ବନ୍ଦ ହେଉ ନାହିଁ । ସବୁଠୁ ଦୁଃଖର କଥା ଏହା ଅଟେ କି କିଛି ଦିନ ପୂର୍ବରୁ ହିଁ

ତପୁ ମିଶ୍ରଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ବାପା ପରେ ଝିଅର ମୃତ୍ୟୁ ବହୁତ ହିଁ ଦୁଃଖ ଦାୟକ କଥା ଅଟେ । ତପୁ ମିଶ୍ର ଯଦି ଏହି ଦୁନିଆରେ କାହାକୁ ସବୁଠୁ ଅଧିକ ଭଲ ପାଆନ୍ତି ତେବେ ସେ ହେଉଛନ୍ତି ତାଙ୍କର ବାପା । ସେ ଆଜି ଯେଉଁ ସ୍ଥାନରେ ଅଛନ୍ତି ଏଥିପାଇଁ ତପୁ ମିଶ୍ର ନିଜ ବାପାଙ୍କୁ ଦାୟୀ କରିଛନ୍ତି । ତପୁ ମିଶ୍ରଙ୍କ ବାପା ବି ନିଜ ଝିଅକୁ ସବୁ କ୍ଷେତ୍ରରେ ସହଯୋଗ କରୁଥିଲେ ।

କହିବାକୁ ଗଲେ ତପୁ ମିଶ୍ର ନିଜର କିଛି ଶେଷ ଭିଡିଓରେ ନିଜର ଫ୍ୟାନମାନଙ୍କୁ ନିଜ ବାପାଙ୍କ ବିଷୟରେ କହୁଥିବାର ନଜର ଆସିଛନ୍ତି । ତେବେ ଚାଳନ୍ତୁ ଜାଣିବା ସେ କଣ କହୁଛନ୍ତି । ସେ ତାଙ୍କର ଶେଷ ଭିଡିଓରେ ପ୍ରଥମେ ‘ବାପା’ ନାମକ ଗୀତ ବିଷୟରେ କହିଲେ ଓ କହିଲେ କି ଏହା ତାଙ୍କର ଜୀବନର ସବୁଠୁ ଶ୍ରେଷ୍ଠ ଗୀତ ଅଟେ । ଏହି ଗୀତର ଭିଡିଓ ବି ରିଲିଜ ହୋଇଥିଲା ।

ତପୁ ମିଶ୍ର ନିଜର ଏହି ଭିଡିଓରେ ଆଗକୁ କହୁଛନ୍ତି କି ବାପା ଗୀତ ଭିଡିଓରେ ଆପଣମାନେ ଯାହା ବି ଦେଖୁଛନ୍ତି ତାହା ମୋ ଜୀବନର କାହାଣୀ । ଯାହାକି ଭିଡିଓ ମାଧ୍ୟମରେ ଆପଣ ଦେଖି ପାରୁଛନ୍ତି । କୌଣସି ଗୀତ ପାଇଁ କିମ୍ବା ଅନ୍ୟ କୌଣସି ପାଇଁ ମୋତେ ଯେତେବେଳେ ପୁରଷ୍କାର ମିଳିଥାଏ ତେବେ ଘରେ ମୋ ବାପା ମୋ ପାଇଁ ଅପେକ୍ଷା କରିଥାନ୍ତି ।

ସେ ମୋ ପ୍ରାଇଜକୁ ନେଇ ସଠିକ ସ୍ଥାନରେ ରଖନ୍ତି ଓ ସେ ମୋର ସବୁ ପ୍ରାଇଜକୁ ଧ୍ୟାନ ପୂର୍ବକ ଦାୟିତ୍ଵର ସହ ରଖିଥାନ୍ତି । ସେ ସେହି ପ୍ରାଇଜ ଗୁଡିକୁ ସଫା କରିବେ ଓ ତାକୁ ସଠିକ ସ୍ଥାନରେ ରଖିବେ । ମୋ ପ୍ରାଇଜ ପାଇଁ ସେ କାଚ ଆଲମୀରା ବି କରି ରଖିଛନ୍ତି । ଘରେ ଯେତେଇକି ବି କି ବି ମୋର ପ୍ରାଇଜ ଅଛି ସେ ସବୁର ଦାୟିତ୍ଵର ସହ ରଖିଥାନ୍ତି ।

ସେ ବହୁତ ଖୁସି ମିସାଜର ବ୍ୟକ୍ତି ଅଟନ୍ତି । ତପୁ ମିଶ୍ର ଆଗକୁ କହିଲେ କି ମୁଁ ଆଜି ଯେଉଁ ସ୍ଥାନକୁ ପହଞ୍ଚି ପାରିଛି ତାହା କେବଳ ତାଙ୍କ ପାଇଁ । ମୋର ସବୁ ସଫଳତା ପଛରେ ତାଙ୍କର ହିଁ ହାତ ଅଛି । ମୋ ଠାରୁ ସେ ଅଧିକ ସଂଘର୍ଷ କରିଛନ୍ତି । ସେଥିପାଇଁ ମୋର ସବୁ ପୁରଷ୍କାର ଓ ସମ୍ମାନ ମୁଁ ତାଙ୍କୁ ହିଁ ସମର୍ପିତ କରେ ।

Leave a Reply

Your email address will not be published. Required fields are marked *