ବାପା ଯାଇଥିଲେ ଏବେ ଚାଲିଗଲେ ପୁଅ, ପରଲୋକରେ Mihir Dasଙ୍କ ପୁଅ… ଶୋକରେ ସାରା Ollywood

ନମସ୍କାର ବନ୍ଧୁଗଣ, ଓଲିଉଡ ର ବରିଷ୍ଠ ତଥା ସ୍ବ-ର୍ଗ- ତଃ ଅଭିନେତା ମିହିର ଦାସ ଙ୍କ ଅକ୍ଲାନ୍ତ ଦାସ ଙ୍କର ଗତ କାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ-ର-ଲୋ-କ ହୋଇଛି । ତେବେ ଆଜି କଟକ ସତୀଚଉରା ଶ୍ମ-ଶା-ନ ରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର ସମ୍ପନ୍ନ ହୋଇଛି । ଦୀର୍ଘ 1 ମାସ ହେଲା ଅକ୍ଲାନ୍ତ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଲିଭର ଜନିତ ସମସ୍ଯା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ସ୍ବ-ର୍ଗ-ତଃ ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କ ପ-ର-ଲୋ-କ କୁ ନେଇ ଏବେ ଦୁଖଦ ଖବର ଆସି ପହଞ୍ଚିଛି । ତେବେ ମିହିର ଦାସ ଙ୍କ ପରଲୋକ ଘଟିବାର ବର୍ଷ ପାଖା ପାଖି ହେବ । ଏବେ ତାଙ୍କର ସାନ ପୁଅ ଅକ୍ଲାନ୍ତ ଙ୍କର ମୃ- ତ୍ୟୁ ହୋଇଛି ଲିଭର ଜନିତ ସମସ୍ଯା ପାଇଁ । ମୃ -ତ୍ୟୁ ବେଳକୁ ତାଙ୍କୁ ମାତ୍ର 26 ବର୍ଷ ହୋଇଥିଲା ଯାହା ସୂଚନା ରହିଛି । ଗତ କାଲି ରାତି 12ଟା 3 ମିନିଟ ରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।

ଡିସେମ୍ବର 31 ରେ ସ୍ବ-ର୍ଗ-ତଃ ମିହିର ଦାସ ଙ୍କ ବର୍ଷିକୀୟା ହୋଇଥିଲା । ସେ ଡିସେମ୍ବର 30 ରେ ଅକ୍ଲାନ୍ତ ଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଥିଲା । ଟା ପରେ ଏମ୍ସ ରେ ଆଇସିୟୁ ରେ କିଛି ଦିନ ରହିବା ପରେ ସେ ବେଟର ହେବା ପରେ ବେଡ କୁ ଅଣା ଯାଇଥିଲା । ବେଡ ରେ ଆସିବା ପରେ 6 ଦିନ ରହିବା ପରେ ଡାକ୍ତର ତାଙ୍କୁ ପୁଣି ଥରେ ଆସିୟୁ ରେ ରଖିଥିଲେ ।

ଗତ କାଲି ସନ୍ଧ୍ଯା ରେ ଅକ୍ଲାନ୍ତ ଙ୍କ ଭେଣ୍ଟିଲେଟର 4ରୁ 5 ଘଣ୍ଟା ଯାଏଁ ଖୋଲା ଯାଇଥିଲା । ସେ କଥା ମଧ୍ୟ ହୋଇଥିଲେ । ରାତି 9ଟା ବେଳକୁ ଡାକ୍ତର କହିଲେ ଅକ୍ଲାନ୍ତ ଙ୍କ ଅବସ୍ଥା ଭଲ ନାହି । ତା ପରେ ରାତି 12ଟା ବେଳକୁ ତାଙ୍କର ପ-ର-ଲୋ-କ ଘଟିଛି । ବଡ ଅମ୍ଳାନ ଶୁଟିଙ୍ଗ ରେ ଥିଲେ ଆଉ ସେଠାରେ ରାତି 3ଟା ବେଳକୁ ଆସି ପହଞ୍ଚି ଥିଲେ ।

ଯେଉଁ ଥରେ ମିହିର ଦାସ ଙ୍କ ଶେ-ଷ-କୃ-ତ୍ୟ ହୋଇଥିଲା ସେଠାରେ ହିଁ ତାଙ୍କ ସାନ ପୁଅର ଅ-ନ୍ତି- ମ ସଂ-ସ୍କା-ର ହୋଇଛି । ମିହିର ଦାସ ଙ୍କ କିଛି ସମ୍ପର୍କୀୟ ମାନେ କହିଛନ୍ତି ଯେ ମିହିର ତାଙ୍କ ସାନ ପୁଅ କୁ ବହୁତ ଭଲ ପାଉଥିଲେ । ବର୍ତ୍ତମାନ ଅମ୍ଳାନ ପୁରା ଏକ ଆହୋଇ ଯାଇଛନ୍ତି । କାରଣ ଗତ 1 ବର୍ଷ ତଳେ ବାପା ଚାଲି ଯାଇଥିଲେ ଆଉ ପୂର୍ବରୁ ମା ମଧ୍ୟ ଆରପାରିକୁ ଚାଲି ଯାଇଛନ୍ତି ।

ଆଉ ଏବେ ବାପାଙ୍କର ଆରପାରିକୁ ଯିବାର ଠିକ 1 ବର୍ଷ ପରେ ସାନ ଭାଇ ଚାଲିଗଲା । ସତରେ ଅମ୍ଳାନ ଘରର ସମସ୍ତଙ୍କୁ ହରାଇ ଏବେ ଦୁଖରେ ଭାଙ୍ଗି ପଡିଛନ୍ତି । ଅକ୍ଲାନ୍ତ ଙ୍କ ଆତ୍ମା ର ସଦଗତି ନିମନ୍ତେ ଆମେ ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *