ନମସ୍କାର ବନ୍ଧୁଗଣ, ଆଜିର ସମୟରେ ବାପା ପୁଅର ସମ୍ପର୍କ ର ବହୁତ ଅଧିକ ମହତ୍ଵ ରହିଛି । ବାପା ପୁଅ ଏକା ସହ ବଞ୍ଚୁଛନ୍ତି ଆଉ ଏକା ସହ ଡକାଡକି ହୋଇ ଆ-ର-ପା-ରି-କୁ ବି ଚାଲି ଯାଉଛନ୍ତି । ଏମିତି ଅନେକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖା ଯାଉଛି । ବାପା ଚାଲିଯିବା ପରେ ପୁଅ ସିନା ଘର ସମ୍ଭାଳିବା କଥା କିନ୍ତୁ ପୁଅ ବି କୌଣସି ଦୁର୍ଘଟଣା ର ଶିକାର ହୋଇ ଦୁନିଆରୁ ବିଦାୟ ନେଉଛି ।
ଏଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହାକୁ ଜାଣିଲେ ଆପଣଙ୍କ ଆଖି ରେ ବି ଲୁହ ରହିବ ନାହି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ବିସ୍ତାର ଭାବେ । ସୂଚନା ଅନୁଯାୟୀ ବାପା ଚାଲି ଯାଇଥିଲେ ଆ-ର-ପା-ରି-କୁ । ତାଙ୍କର ଚାଲିଥିଲା ଏ-କା-ଦ-ଶ କ-ର୍ମ । ଘରେ ଥିଲେ ବନ୍ଧୁ ବାନ୍ଧବ ।
କର୍ମ ସରିବା ପରେ ଆରମ୍ଭ ହୋଇଥିଲା ବ୍ରାମହଣ ଭୋଜନ । ବ୍ରାମହଣ ଭୋଜନ ସରିବା ପରେ ଭୋଜି ଖାଇବାକୁ ବସିଥିଲେ ଗାଁ ଲୋକେ । ଆଉ ଠିକ ସେଇ ସମୟରେ ବଡ ପୁଅ କାମକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ସାପ କାମୁଡି ଦେଇଥିଲା । ଏହି ଖବର ପାଇବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିଲେ । ହେଲେ ମେଡିକାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇ ଯାଇଠିଲା ।
ତଥାପି ପରିବାର ଲୋକେ ଆଶା ବାନ୍ଧି ମେଡିକାଲ ରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ଏଭଳି ଦୁଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶୋଷ ଥାନା ଅନ୍ତର୍ଗତ ଶଢା ଗାଁ ରେ । ଗତ 11 ଦିନ ତଳେ ନାରାୟଣ ନାମକ ବ୍ୟକ୍ତିଙ୍କ ମୃ-ତ୍ୟୁ ଘଟିଥିଲା । ଆଜି ତାଙ୍କର ଶୁ-ଦ୍ଧି-କ୍ରି-ୟା ଚାଲିଥିବା ବେଳେ ବଡ ପୁଅ ଅଭିମନ୍ୟୁ ଙ୍କ ଅ-କା-ଳ ବି-ୟୋ-ଗ ଘଟିଛି ।
ତାଙ୍କର ଗୋଟେ ପୁଅ ଓ ଝିଅ ଥିବା ବେଳେ ପୁଅ ଟି ମଧ୍ୟ ଦୀର୍ଘ ଦିନ ହେବ ଥାଲେସିଆ ରୋଗରେ ପୀଡିତ ଥିବା ଜଣା ପଡିଛି । ସେପଟେ ପୁଅର ମୃ-ତ୍ୟୁ ପରେ ପରିବାର ଓ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କିଏ ଜାଣିଥିଲା ଏପରି ଘଟିବ ବୋଲି । ବାପା ପୁଅ ଡକାଡକି ହୋଇ ଆ-ର-ପା-ରିକୁ ଚାଲିଗଲେ । ଆଉ ପରିବାର ଉପରେ ଲଦି ଦେଲେ ଦୁଖର ପାହାଡ । ଆଉ ଏବେ ପିଲାର ଦେହ ଖରାପ ଥିବା ବେଳେ କେମିତି ଚିକିତ୍ସା କରିବେ ସେ ନେଇ ଏବେ ଚିନ୍ତାରେ ପୁରା ପରିବାର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।