ବାପା ନାହିଁ ଜାଣି ମୋ ମାଆ ପାଖକୁ ଆସିଲୁ ଆଉ ମୋ ମାଆ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲୁ । ସ୍ଵାମୀର ପରିଚୟ ସହ ମୋତେ ବାପାର ସ୍ନେହ ଦେଲୁ । ହେଲେ ଯେତେବେଳେ ମୋ ମାଆର ଦେହ ପିତା ଲାଗିଲା ସେତେବେଳେ ତୁ ମୋ ଦେହ କୁ ଦେଖି ଲୋଭ କଲୁ । ମୋତେ ବିଭିନ୍ନ ପ୍ରଲୋଭନା ଦେଖାଇ ମୋର ନିରୀହ ମନ ସହ ଖେଳିଲୁ । ଚକଲେଟ ଦେଇ ମୋର ଇଆଡେ ସିଆଡେ ଟଚ କଲୁ ।
ତା ପରେ ପ୍ରତି ରାତିରେ ମୋ ଠାରୁ ଦେହ ର ସୁଖ ନେଲୁ । ପାଟି କଲେ ଜୀବନରୁ ମା-ରି ଦେବାକୁ ଧ-ମ-କ ଦେଉ ଥିଲୁ । ଆଉ ଏବେ ମୁଁ ଦୁଇ ମାସର ଗର୍ଭବତୀ । ହଁ ମୋ ପେଟରେ ଅଛି ମୋ ବାପାର ଛୁଆ । ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆଡବା ଥାନା ଅଞ୍ଚଳରେ । ସୂଚନା ମୁତାବକ ସନ୍ତୋଷ ପାଇକ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ପ୍ରାୟ 3 ବର୍ଷ ଯାଏଁ ନିଜ ପାଖରେ ରଖିବା ସହ ତାଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖି ଆସୁ ଥିଲେ ।
ସନ୍ତୋଷ ବିବାହିତ ଥିବା ବେଳେ ତାର ସ୍ତ୍ରୀ ଆଉ ଛୁଆ ତାକୁ ଛାଡି ବହୁ ବର୍ଷ ହେବ ଚାଲି ଯାଇଛନ୍ତି । ବିଧବା ମହିଳା ଜଣଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛି । ବିଧବା ମହିଳା ଜଣଙ୍କ ପାଖରେ ସନ୍ତୋଷ ରହୁଥିବା ବେଳେ ତାଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ମଧ୍ୟ ରଖି ଆସୁ ଥିଲା । ପରେ ବିବାହିତ ମହିଳାଙ୍କ ଝିଅ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଆସୁଥିଲା ।
ଦୁଇ ମାସ ଧରି ଝିଅର ପିରିୟଡ୍ସ ନ ହେବା ଯୋଗୁଁ ମାଆ ଝିଅରର ଡାକ୍ତରୀ ମାଇନା କରି ଥିଲେ । ଫଳରେ ଝିଅ ଜଣକ ଦୁଇ ମାସର ଗର୍ଭବତୀ ଥିବା ଜଣା ପଡି ଥିଲା । ଏବେ ମାଆର ଲିଖିତ ଅଭିଯୋଗ କରିବା ପରେ ଆଡବା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୋହନା ଚାଇଲ୍ଡ ଲାଇନ ଟିମ ଥାନା ରେ ପହଞ୍ଚି ଝିଅ କୁ ଉଧାର କରିଛନ୍ତି ।
ଝିଅ କୁ ଜିଲ୍ଲା ଶିଶୁ ମଙ୍ଗଳ ସଭାରେ ହାଜର କରାଯିବ ବୋଲି ସୂଚନା ଦିଆ ଯାଇଛି । ତେବେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସମୟରେ ଏପରି ସ୍ଥିତି ଦେଖା ଗଲାଣି ଯେ ବାପା ନିଜ ଜନ୍ମ କଲା ଝିଅ ସହ ଏପରି କରିଛି । ବାସ୍ତବରେ ଏଭଳି ମଣିଷ ଆଜିର ସମାଜ ପାଇଁ ନିନ୍ଦନୀୟ ଅଟେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।