Aryan କଲେ ବଡ ଖୁଲାସା, କହିଲେ ବାପଙ୍କୁ ଭେଟିବା ପାଇଁ ନେବାକୁ ପଡେ Appointment

ବଲ୍ଲୀଉଡର କିଙ୍ଗ ଖାନ ଶାହରୁଖ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି । ଶାହରୁଖ ନିଜ ଦର୍ଶକଙ୍କୁ ଖୁସି କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ସେ ବହୁତ କୋମଲ ହୃଦୟର ଲୋକ ଅଟନ୍ତି , ଆଉ ସେ ତାଙ୍କ ଦର୍ଶକଙ୍କ ମାନଙ୍କ ପାଇଁ ବହୁତ ଭଲ ମୁଭି ମଧ୍ୟ ଦେଇଛନ୍ତି । ସେଥିପାଇଁ ଶାହରୁଖ ତାଙ୍କ କାର୍ଯ୍ୟରେ ସବୁବେଳେ ବ୍ୟସ୍ତ ରୁହନ୍ତି । ଅଭିନୟ ପ୍ରଡ଼କସନ ବ୍ଯତୀତ ଆହୁରି ଅନ୍ୟ କାର୍ଯ୍ୟ ରହିଛି ଯେଉଁଥିରେ କିଙ୍ଗ ଖାନ ବ୍ୟସ୍ତ ରୁହନ୍ତି । ଆଜିକାଲି ସେ ଏକା ସାଙ୍ଗରେ ତିନୋଟି ଫିଲ୍ମର ଶୁ-ଟି-ଙ୍ଗ କରୁଛନ୍ତି ।

ଯେଉଁଠି ପାଇଁ ତାଙ୍କ କାମ ବହୁତ ଟାଇଟ ଥାଏ । ପରିବାରକୁ ମଧ୍ୟ ବହୁତ କମ ସମୟ ଦେଉଛନ୍ତି କିଙ୍ଗ ଖାନ । ଏମିତିରେ ପିଲାମାନେ ବାପା ଶାହରୁଖଙ୍କୁ ଭେଟିବା ପାଇଁ ମଧ୍ୟ ଅନୁମତି ନେବାକୁ ପଡିଥାଏ । ଏହାର ଖୁଲାସା କରିଛନ୍ତି ତାଙ୍କ ପୁଅ ଅର୍ୟନ । ପଚରା ଉଚରାରେ ତାଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟ ଭିତରେ ସେ ଏହା ଏନସିବୀକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଅର୍ୟନ ଏନସିବୀକୁ କହିଥିଲେ କି ତାଙ୍କ ବାପା ଏବେ ତିନୋଟି ପଜେକ୍ଟରେ କାମ କରୁଛନ୍ତି । ସେ ତାଙ୍କ ଆଗାମୀ ଛତାଚିତ୍ର ପଠାନ ପାଇଁ ବହୁତ କଠିନ ପରିଶ୍ରମ କରୁଛନ୍ତି ।

ପଠାନରେ ତାଙ୍କ ଭୂମିକା ପାଇଁ ଶାହରୁଖ ଙ୍କୁ ଅନେକ ଘଣ୍ଟା ମେକ ଅପରେ ରହିବାକୁ ପଡୁଛି । ସେ ଏହି ମୁଭି ପାଇଁ ବହୁତ ମାତ୍ରାରେ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ଅର୍ୟନ ଖାନ କହିଛନ୍ତିକି ମୋ ବାପା ଏତେ ବ୍ୟସ୍ତ ରୁହନ୍ତିକି ତାଙ୍କୁ ଭେଟିବା ପାଇଁ ତାଙ୍କ ମ୍ୟାନେଜର ପୂଜାଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ । ତାପରେ ଯାଇ ବାପାଙ୍କ ସହିତ ସାକ୍ଷାତ ହୋଇପାରେ । ସୂଚନା ଅନୁଯାୟୀ ଡ୍ର-ଗ୍ସ ମା-ମ-ଲାରେ ଅର୍ୟନ ଖାନଙ୍କୁ ଏନସିବୀ ଗି-ର-ଫ କରିଛି ।

ସେଇ କୃଜରେ ଡ୍ର-ଗ୍ସ ପାର୍ଟି ଚାଲିଥିଲା । ସେଥିରେ ବହୁତ ମାତ୍ରରେ ଡ୍ର-ଗ୍ସ ଏନସିବୀ ଜବତ ମଧ୍ୟ କରିଥିଲା । ମୁମ୍ବାଇରୁ ଗୋଆକୁ ଯାଉଥିବା ଏହି କୃଜରେ ଏନସିବୀ ପିପୁଳ ପରିମାଣର ଡ୍ର-ଗ୍ସ ଜବତ କରିଛି । ଏନସିବୀ ଡ୍ର-ଗ୍ସ ମା-ମ-ଲାରେ ୧୧ ଜଣଙ୍କୁ ଗି-ର-ଫ କରିସାରିଲାଣି । ତା ମଧ୍ୟରେ ଦୁଇଜଣ ଓଡିଆ ମଧ୍ୟ ଅଛନ୍ତି । ଏହିଭଳି ଆଉ ଏମିତି ନୂଆ ନୂଆ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ ଓ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *