ବାରମ୍ବାର ଚେଷ୍ଟା ପରେ ମଧ୍ୟ ଯଦି ସ୍ତ୍ରୀ ହେଉନାହାନ୍ତି ଗର୍ଭବତୀ ତେବେ କରନ୍ତୁ ଏହି ଉପାୟ- Pregnancy Tips

ପ୍ରତେକ ମହିଳାଙ୍କର ସ୍ଵପ୍ନ ଥାଏ କି ସେମାନେ ନିଜ ଜୀବନରେ ମା ହେବେ । କିଛି କ୍ଷେତ୍ର ରେ ମହିଳା ମାନେ ଏଥିରେ ସଫଳ ହୋଇଥାନ୍ତି ତ ଆଉ କିଛି କ୍ଷେତ୍ର ରେ ଅସଫଳ ହୋଇଥାନ୍ତି । ଏହାର କାରଣ ମହିଳା ମାନଙ୍କ କ୍ଷେତ୍ରରେ କିଛି କମି ରହିଥାଏ ତ ଆଉ କିଛି କ୍ଷେତ୍ର ରେ ପୁରୁଷଙ୍କ ଠାରେ କମି ରହିଥାଏ । ଯାହା ମହିଳା ମାନେ ପ୍ରେଗନେଣ୍ଟ ହୋଇ ପାରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଯଦି ଆପଣ ମାନେ ଅନେକ ଚେଷ୍ଟା ପରେ ପ୍ରେଗନେଣ୍ଟ ହେଇପାରୁ ନାହାନ୍ତି ତେବେ ତାହା ସମ୍ଭବ ହୋଇ ପାରିବ ।

ପ୍ରଥମେ ମହିଳା ମାନେ ଯଦି କନସେପ୍ଟ କରିବା ପରେ କୌଣସି ଫଳ ମିଳୁ ନାହି ତେବେ ନିଜର ଡାଇବେଟିସ ଟେଷ୍ଟ କରାନ୍ତୁ । ଏଥିରୁ ଜଣା ପଡିବ ଯେ ଆପଣଙ୍କର କଣ ସମସ୍ଯା ରହିଛି ଯାହାର ଚିକିତ୍ସା ଆପଣ ସଠିକ ସମୟରେ କରି ପାରିବେ । ଏହା ଛଡା ମହିଳା ମାନେ ନିଜର ଥାଇରଡ ପରୀକ୍ଷା କରନ୍ତୁ । ଯଦି ଆପଣଙ୍କର ଥାଇରଡ ସମସ୍ଯା ରହିଥାଏ ତେବେ ସେମାନେ ଗର୍ଭବତୀ ହୋଇ ପାରନ୍ତି ନାହି । ଗର୍ଭ ନ ରହିବା ମୁଖ୍ୟ କାରଣ ହେଉଛି ଓଭାରି ଜନିତ ରୋଗ । ଏହି ରୋଗ ହେଲେ ମହିଳାଙ୍କର ଓଭାରି ବଡ ହୋଇଯାଏ ।

ଏହି ରୋଗ ହେଲେ ମହିଳା ମାନେ ଭଲ ଭାବେ କନସେପ୍ଟ କରି ପାରନ୍ତି ନାହି ଯାହା ଦ୍ଵାରା ସେମାନେ ପ୍ରେଗନେଣ୍ଟ ହୋଇ ପାରନ୍ତି ନାହି । ଏଥିପାଇଁ ମହିଳା ମାନେ ଡାକ୍ତର ଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା କରନ୍ତୁ । ଅନ୍ୟ ଏକ କାରଣ ହେଉଛି ପୁରୁଷଙ୍କର ସ୍ପମ ଯାହାର କମି ଯୋଗୁ ମହିଳା ମାନେ କନସେପ୍ଟ ଠିକ ଭାବେ କରି ପାରନ୍ତି ନାହି । ରାତି ଅନିଦ୍ରା ଯୋଗୁ ପୁରୁଷ ମାନଙ୍କର ସ୍ପମ କମି ହୋଇଥାଏ । ତେଣୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ । ଉଭୟ ପୁରୁଷ ଓ ମହିଳାଙ୍କର ଓଜନ ପ୍ରଯୋଜନ ଉପରେ ପ୍ରଭାବ ପକାଇଥାଏ । ଯଦି ଓଜନ ଅଧିକ ରହିଥାଏ ତେବେ ମହିଳା ମାନେ ପ୍ରେଗନେନ୍ଟ ହେବାରେ ସମସ୍ଯା ସୃଷ୍ଟି ହୋଇଥାଏ ।

ତେଣୁ ଅଧିକ ତେଲ ଜାତୀୟ ଖାଦ୍ଯ ବା ବାହାରର ଖାଦ୍ୟ ସେବନ କରନ୍ତୁ ନାହି । କ୍ୟାଲସିୟମ ଓ ଭିଟାମିନ ଯୁକ୍ତ ଖାଦ୍ୟର ସେବନ କରନ୍ତୁ । ମହିଳା ଓ ପୁରୁଷ ମାନେ ପ୍ରତେକ ମାସରେ ସହବାସ କରନ୍ତୁ । ମହିଳା ମାନେ ଋତୁସ୍ରାବ ସରିବାର ୧୧ ଦିନ ପରେ ଲଗାତାର ୫ ଦିନ ଯାଏଁ ସହବାସ କରିଲେ ଗର୍ଭଧାରଣ କରିବାର ଆଶଙ୍କା ରହିଥାଏ । ଯଦି ପୁରୁଷ ମାନେ ନି-ଶା ଦ୍ରବ୍ଯର ସେବନ କରୁଥାନ୍ତି ତେବେ ଏହା ଠାରୁ ଦୂରେଇ ରହିବା ଉଚିତ । ନି-ଶା ଦ୍ରବ୍ଯର ସେବନ ଦ୍ଵାରା ପୁରୁଷଙ୍କର ଅନେକ କ୍ଷତି ହୋଇଥାଏ । ଏହା ଛଡା ମହିଳା ମାନେ ଗର୍ଭ ନିରୋଧକ ବଟିକା ଖାଇବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *