12 ବର୍ଷର ଝିଅ କେମିତି ହେଲା ପ୍ରେଗନେଣ୍ଟ, ଏହି କାହାଣୀ ଶୁଣି ଆପଣଙ୍କ ହୋସ ଉଡିଯିବ

ଆଜି ଆମେ ଆପଣ ମାନଙ୍କୁ ୧୨ ବର୍ଷର ଝିଅ କେମିତି ମା ହୋଇ ପାରିଛି ସେହି ବିଷୟରେ କହିବାକୁ ଯାଉଛୁ । ପାକିସ୍ତାନର କୌଣସି ଏକ ଗାଁରେ ଯୁବେଦା ନାମକ ଜଣେ ମହିଳା ରହୁଥିଲେ । ତାଙ୍କର ଦୁଇ ଝିଅ ଥିଲେ ଝଙ୍କାର ନାଁ ହେଉଛି ନି-ଶା ଓ ଆଲିୟା ଥିଲା । ଯୁବେଦାଙ୍କ ସ୍ଵାମୀଙ୍କର ଟାଇଫଏଡ ଜ୍ଵର ହୋଇଥିବାରୁ ତାଙ୍କର ପ-ର-ଲୋ-କ ଘଟିଲା । ଏହା ପରେ ଯୁବେଦା ନିଜ ବାପା ଘରକୁ ଆସି ସେଠାରେ ରହିବା ପରେ ତାଙ୍କ ବାପା ଯୁବେଦାଙ୍କୁ ଦିତୀୟ ବିବାହ କରିବା ପାଇଁ କହିଥିଲେ କିନ୍ତୁ ଯୁବେଦା ମନା କରିଥିଲେ । ଏହା ପରେ ସେ ନିଜ ସ୍ଵାମୀଙ୍କ ଘରକୁ ଆସି ରହିବା ପରେ ଅର୍ଥର ଅଭାବ ହେବାରୁ ସ ଦିତୀୟ ବିବାହ ଅକ୍ରମଙ୍କ ସହ କରିଥିଲେ ।

ବିବାହର ଗୋଟେ ବର୍ଷ ପରେ ଦୁହିଙ୍କର ଗୋଟେ ପୁଅ ହେଲା । ଅକ୍ରମ ନି-ଶା ଓ ଆଲିୟା ପ୍ରତି ଯେଉଁ ଭଲ ପାଇବା ଦେଖାଉଥିଲେ ତାହା ଧୀରେ ଧୀରେ କମ ହେବାରେ ଲାଗିଲା । ଏହା ପରେ ନିସାର ପାଠ ପଢା ପାଇଁ ଆକ୍ରମ ତାକୁ ନିଜ ବନ୍ଧୁ ଘରକୁ ପଠାଇ ଦେଲା । କିଛି ଦିନ ନି-ଶା ତାଙ୍କ ଘରେ ରହିବା ପରେ ଅକ୍ରମର ବନ୍ଧୁର ପୁଅ ସମୀର ନି-ଶା ସହ ବହୁତ ଖ-ରା-ପ ବ୍ୟବହାର କରିବାକୁ ଲାଗିଲା । ଏହା ପରେ ଗୋଟେ ଦିନ ସମୀର ଘରେ କେହି ନ ଥିବାର ଫାଇଦା ଉଠାଇ ନି-ଶା ସହ ଅ-ଶ୍ଳୀ-ଳ ବ୍ୟବହାର କରିଲା । ତା ପର ଦିନ ଅକ୍ରମ ସେଠାରୁ ଆସି ନି-ଶାକୁ ନେଇ ଯାଇଥିଲା ।

କାରଣ ଅକ୍ରମକୁ ଲାଗୁଥିଲା କି ନି-ଶା ପାଠ ନ ପଢିବାର ବାହାନା କରୁଛି । ନି-ଶା ଯେତେବେଳେ ନିଜ ମା ଯୁବେଦାକୁ ଦେଖିଲା ବହୁତ କାନ୍ଦିବା ସହ ତା ସହ ହୋଇଥିବା ଅତ୍ୟାଚାର ବିଷୟରେ ନିଜ ମା କୁ କହିଲା । ଏହା ପରେ ଯୁବେଦା ଅକ୍ରମକୁ ଏ ଘଟଣା ବାବଦରେ କହିବା ପରେ ଅକ୍ରମ ନିଜ ପୁତୁରା ସମୀରକୁ ଫୋନ କରିଥିଲା । କିନ୍ତୁ ସମୀର ଏମିତି କିଛି କରିନାହି ବୋଲି ଉତ୍ତର ଦେଇଥିଲା । ଅକ୍ରମ ଯୁବେଦାକୁ କହିଲା ଯେ ନି-ଶା ଏ ସବୁ ମିଛ କହୁଛି କାରଣ ସେ ତାର ପ୍ରକୃତ ପିତା ନୁହେଁ । କିଛି ଦିନ ପରେ ନିସାର ଶରୀରରେ ପରିବର୍ତ୍ତନ ହେବା ସହ ତା ଦେହ ଅସୁସ୍ଥ ହେବାରେ ଲାଗିଲା ।

ଯୁବେଦା ନି-ଶାର ଦେହ ଖ-ରା-ପ ଥିବା ଦେଖି ତାକୁ ହସ୍ପିଟାଲ ନେଇଗଲା । ପରେ ଜଣା ପଡିଲା କି ନି-ଶା ୫ମାସର ଗର୍ଭବତୀ ହୋଇ ସାରିଛି । ଏହି କଥା ଯୁବେଦା ଅକ୍ରମକୁ କହିଲା କିନ୍ତୁ ଆକ୍ରମ ବିଶ୍ଵାସ ନ କରି ଓଲଟା ଯୁବେଦାକୁ ନି-ଶାକୁ ଘରୁ ବାହାର କରି ଦେବାକୁ କହିଲା । କିନ୍ତୁ ଯୁବେଦା ନିଜ ଝିଅ ନି-ଶାକୁ ନ୍ୟାୟ ଦେବା ପାଇଁ ମନସ୍ଥ କରିଲା । ସେଥିପାଇଁ ଯୁବେଦା ସମୀରା ଘରକୁ ନି-ଶାକୁ ନେଇ ଗଲା । ସେଠାରେ ଯାଇ ସେ ସମୀର ମୁହଁ ଦେଖି ଜାଣି ପାରିଲା ଯେ ସମୀର ହିଁ ନି-ଶା ସହ ଏମିତି କାଣ୍ଡ କରିଛି ।

ତା ପର ଦିନ ଯୁବେଦା ସମୀରକୁ ନିଜ ଘରକୁ ଡାକି ନି-ଶାକୁ ଆପଣେଇ ନେବାପାଇଁ କହିବା ପରେ ସମୀରା ରାଗିଯାଇ ଅନେକ କଥା କହିଥିଲା । ଯୁବେଦା ମଧ୍ୟ ଏତେ ରାଗି ଯାଇଥିଲା ଯେ ସେ ସମୀରର ହତ୍ୟା କରିଦେଲା । ପରେ ଯୁବେଦା ନି-ଶାକୁ ନିଜ ଭଉଣୀ ଘରେ ଛାଡିଦେଇ ପୋଲିସ ହାତରେ ନିଜକୁ ସଲେଣ୍ଡର କରିବା ପରେ ଅକ୍ରମ ଯେବେ ଯୁବେଦାକୁ ଦେଖା କରିବାକୁ ଯାଇଥିଲା ଯୁବେଦା ରେକର୍ଡ କରିଥିବା ସମୀରର କଥା ଶୁଣିବା ପରେ ଅକ୍ରମ ବହୁତ ଅନୁତାପ କରିଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *