ବାରବାଟି Hockey ପ୍ରୋଗ୍ରାମ ପାଇଁ ଜାଣନ୍ତୁ କେଉଁ ବଲିଉଡ୍ ଅଭିନେତା ନେଇଛନ୍ତି କେତେ କୋଟି ଟଙ୍କା ?

ବନ୍ଧୁଗଣ ହକି ରେନୋଗ୍ରେସନ ରେ ଗତ କାଲି ହୋଇଥିଲା ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ । ଆସିଥିଲେ ବଲିଉଡ ରେ ବଡ ବଡ ଷ୍ଟାର ମାନେ । ତା ସହ ଝୁମିଥିଲେ ହକି ୱାର୍ଲ୍ଡ କପ ଗିଭର ରେ । ଏବେ ସମସ୍ତେ ଫେରିଛନ୍ତି ମୁମ୍ବାଇ । ତେବେ ଏହି ସମସ୍ତ କଳାକାର ମାନଙ୍କର ପର ସୋ ନେଇ ଚାରଜେସ ଶୁଣିଲେ ଆପଣଙ୍କର ବି ହୋସ ଉଡିଯିବ । ଏମାନେ ବହୁତ କଷ୍ଟଲି ଓ ପ୍ରାଇଶି ଅଛନ୍ତି ।

ତେବେ ମନିଷ ପଲ ଯିଏ କି କଲି ହୋଷ୍ଟ କରୁଥିଲେ ସେ ପର ଏପିଶୋଡ ନିଅନ୍ତୁ 1ରୁ 3 କୋଟି ଟଙ୍କା । ଅନ୍ୟ ପକ୍ଷରେ ଅଭିନେତ୍ରୀ ଦିଶା ପଟାନି ଙ୍କ କଥା କହିବାକୁ ଗଲେ ଗୋଟିଏ ସୋ ବା କନସର୍ଟ ପାଇଁ ପାଖା ପାକହି 3ରୁ 4 କୋଟି ତାଙ୍କ ଡିମଣ୍ଡ କରନ୍ତି । ଗତ କାଲି ନୀତି ମୋହନ ଆସିଥିଲେ ବାରବାଟୀ ଗ୍ରାଉଣ୍ଡ ରେ ଗୀତ ଗାଇବା ପାଇଁ । ସେ ପର ସୋ କୁ 5ରୁ 7 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ।

ବଲିଉଡ ଅଭିନେତା ରଣବିର କପୁର ପର ସୋ ବା ଅଟେ ପ୍ରୋଗ୍ରାମ ପାଇଁ ନିଅନ୍ତି ସାଢେ 3 କୋଟି ରୁ 4 କୋଟି ଟଙ୍କା । ଅନ୍ୟ ପକ୍ଷରେ ଗୋହର ଖାନ ଯିଏ କି ହକି ୱାର୍ଲ୍ଡ କପ ର ଏନାଗ୍ରୋସନ କୁ ହୋଷ୍ଟ କରୁଥିଲେ ସେ ନିଜର ପ୍ରତି ଟି ସୋ ପାଇଁ ନିଅନ୍ତୁ 8 ରୁ 15 ଲକ୍ଷ ଟଙ୍କା । ସେହିପରି ବ୍ଳାକ ୱାନ୍ସ ଅର୍ଥାତ ଯେଉଁଠି ରେ ଓଡିଶାର ଶ୍ରେୟ ଲେଙ୍କା ଗୀତ ବୋଲିଥିଲେ । ସେ ପର ସୋ ପାଇଁ ଚାର୍ଜ କରନ୍ତି 2ରୁ 3 କୋଟି ଟଙ୍କା ।

ଯାହା କି ଏକ ଇଣ୍ଟର ନ୍ୟାସନାଲ ବ୍ରାଣ୍ଡ ଅଟେ । ଏଭଳି ଅନେକ ସାରା ଆର୍ଟିଷ୍ଟ ମାନଙ୍କର ରହିଛି ଅନେକ ସାରା ଚାର୍ଜ । ତେବେ ଗତ କାଲି ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ରେ ସମସ୍ତେ ନିଜର ସୋ ସାରି ଏବେ ଫେରି ଆସିଛନ୍ତି ମୁମ୍ବାଇ । ଆଉ ଯାହାର ଭିଜୁଆଲ ଏବେ ଗଣମାଧ୍ୟମ କୁ ସାମ୍ନା କୁ ଆସିଛି । କଲି ୱାର୍ଲ୍ଡ କପ କୁ ସମସ୍ତେ ଉପୋଭୋଗ କରିଛନ୍ତି ।

ଗତ କାଲି ର ସୋ ଏଭଳି ଏକ ସୋ ଥିଲା ଯାହା କି ଓଡିଶା ବିଶ୍ଵ ଦରବାର ରେ ଉପସ୍ଥିତ କରିଥିଲା । ତେବେ ହକି ୱାର୍ଲ୍ଡ କପ ର ଏନୋଗ୍ରୋସନ ସୋ କୁ ନେଇ ସମଗ୍ର ବିଶ୍ବରେ ଆରମ୍ଭ ହୋଇ ଗଲାଣି ଚର୍ଚ୍ଚା । ଆଉ ସମସ୍ତେ କହୁଛନ୍ତି ସୋ ହେବ ତ ଏମିତି ଯାହା ଗତ କାଲି ହୋଇ ସାରିଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ବଲିଉଡ କଳାକାର ମାନଙ୍କର ପର୍ଫୋମ ହକି ଏନୋଗ୍ରେସନ ରେ କେମିତି ଲାଗିଲା ଓ ତାଙ୍କ ଚାର୍ଜ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *