ମୃତ୍ଯୁ ପରେ ଈଶ୍ୱର ପାଲଟିଗଲେ ଦୁଇବନ୍ଧୁ, 12 ଜଣଙ୍କୁ ଦେଇଗଲେ ନୂଆ ଜୀବନ, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ । ଏ ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଦାନ ଢଏମ କରି ପୂଣ୍ୟ ଅର୍ଜନ କରିଥାନ୍ତି । କିନ୍ତୁ ଏମିତି କିଛି ମଣିଷ ଅଛନ୍ତି ଯେଉଁ ମାନେ ନିଜ ଅ-ଙ୍ଗ ଦା-ନ କରି ମହାନ ହୋଇଛନ୍ତି । ଆଜିର ଆମର ଏହି ଲେଖା ରେ ଏମିତି କିଛି କାହାଣୀ ରହିଛି ଯେଉଁ ଠାରେ ଦୁଇ ବନ୍ଧୁ ନିଜର ମୃ-ତ୍ୟୁ ପରେ ଅ-ଙ୍ଗ ଦା-ନ କରି ଅନେକ ଲୋକଙ୍କର ଜୀବନ ରକ୍ଷା କରିଛନ୍ତି । ଏହି କ୍ଯାହାନି ହେଉଛି ଗୁଜୁରାଟର ବାଲ୍ୟକାଳର ଦୁଇ ବନ୍ଧୁ କ୍ରିସ କ୍ୟାନ୍ଧି ଓ ମିତ ପାଣ୍ଡିୟା । ଏହି ଦୁଇ ବନ୍ଧୁ ଦ୍ଵାଦଶ ଶ୍ରେଣୀରେ ପାଠ ପଢୁଥିଲେ । କ୍ରିସଙ୍କର ଜନ୍ମ ଦିବସ ପାଳନ କରି ଫେରୁଥିବା ସମୟରେ ଏକ ଦୁ-ର୍ଘ-ଟ-ଣା ଘଟିଥିଲା ।

ଏହା ପରେ ଏହି ଦୁଇ ବନ୍ଧୁଙ୍କୁ ହସପିଟାଲ ଅଣା ଯାଇଥିଲା । କିନ୍ତୁ ହସପିଟାଲରେ ଜୀବନ ସହ ଲଢି ହାରିଯାଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି । କିନ୍ତୁ ଏହି ଦୁଇ ବନ୍ଧୁ ଙ୍କର ପରିବାର ଲୋକେ ଶୋ-କରେ ଭାଙ୍ଗି ପଡିଥିଲେ ମଧ୍ୟ ଏମିତି ଏକ ନିଷ୍ପତି ନେଇଛନ୍ତି ଯାହା ଦ୍ଵାରା ସେମାନେ ପ୍ରମାଣ କରି ଦେଖାଇଛନ୍ତି ଆଜି ବି ଦୁନିଆରେ ମଣିଷପଣିଆ ବଞ୍ଚି ରହିଛି । ଏହି ଦୁଇ ବନ୍ଧୁଙ୍କର ପରିବାର ଲୋକେ ତାଙ୍କର ଅଙ୍ଗ ଲିଭର, ଆଖି, କିଡନି, ଫୁସଫୁସ, ହାର୍ଟ ଦାନ କରି ୧୨ ଜଣ ଲୋକଙ୍କୁ ଜୀବନ ଦାନ ଦେଇଛନ୍ତି । ଏହି ଦୁଇ ବନ୍ଧୁ ଙ୍କ ମଧ୍ୟ ରୁ ଜଣଙ୍କର ଅ-ଙ୍ଗ ଦା-ନ କରା ଯାଇଛି ସୁରାଟରୁ ହାଇଦ୍ରାବାର କୁ ।

ଅନ୍ୟ ଜଣଙ୍କର ଅ-ଙ୍ଗ ଦା-ନ କର ଯାଇଛି ସୁରଟରୁ ଅହମଦାବାଦ କୁ । ଏହି ଭିଡିଓ ରେ ଏହି ଦୁଇ ବନ୍ଧୁ ଙ୍କର ଅଙ୍ଗ କୁ ଆମ୍ବୁଲାନ୍ସ ଜରିଆରେ ନିଆଯାଉ ଥିବାର ଦୃଶ୍ୟ ହେଉଛି । ତେବେ ଦୁଇ ମା ନିଜ ଦୁଇ ପୁଅ କୁ ହରାଇ ପୁରା ଭାଙ୍ଗି ପଡିଛନ୍ତି । ଜଣଙ୍କ ମା କହିଛନ୍ତି ଯେ ତାଙ୍କ ପୁଅ ତାଙ୍କର ଜୀବନ ଥିଲା । ସେ ଗତ ୧୯ ବର୍ଷ ହେବ ତାଙ୍କ ପୁଅ କୁ ଲାଳନପାଳନ କରି ବଡ କରିଥିଲେ । ଏବେ ସେ ଦୁନିଆରୁ ଚାଲି ଯାଇଛି ତେଣୁ ସେ କେମିତି ନିଜ ପୁଅ ବିନା ବଞ୍ଚି ପାରିବେ । ତେବେ ଏହି ପରିବାର ଲୋକେ ଯେଉଁ ଅ-ଙ୍ଗ ଦା-ନ କରି ମହାନ କାମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ଏଥିପାଇଁ ହସ୍ପିଟାଲରେ କ୍ରିସ ଓ ମିତ ଙ୍କ ନାଁ ର ଆହ୍ଵାନ ଦିଆ ଯାଉଛି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ଦୁହେଁ ଆଜି ଏ ଦୁନିଆରୁ ବିଦାୟ ନେଇ ମଧ୍ୟ ସବୁ ଦିନ ପାଇଁ ଅମର ହୋଇ ରହିଗଲେ । କାରଣ ଏହି ଦୁହିଙ୍କର ଅ-ଙ୍ଗ ଦା-ନ ଯୋଗୁ ୧୨ ଜଣ ଲୋକଙ୍କର ଜୀବନ ପୁଣି ଥରେ ଫେରି ଆସି ପାରିଛି ।

ବନ୍ଧୁଗଣ ଅହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *