ବେଦିରେ ଘଟିଲା କିଛି ଏମିତି କି ବରକୁ ଚାପୁଡ଼ା ମାରିଲା କନିଆଁ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହଟାତ ବେଦିରେ କନ୍ୟା ରାଗି ଯାଇ ପଣ୍ଡିତଙ୍କୁ ମନ୍ତ୍ର ପଢାରୁ ଅଟକାଇ ବରକୁ ଚା-ପୁ-ଡା ମା-ରି-ଲେ । ବର୍ତ୍ତମାନ ବରକୁ କନ୍ୟା ଚା-ପୁ-ଡା ମା-ରି-ବାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ସୂଚନା ଅନୁସାରେ ବାହାଘର କର୍ମ ଚାଲିଥିବା ସମୟରେ କନ୍ୟା ଅଚାନକ ରା-ଗି-ଜାଇ ପୁରୋହିତଙ୍କୁ ମନ୍ତ ପଢିବାକୁ ମନା କରିଥିଲେ । ଏହା ପରେ ବର ଉପରେ ରାଗିଜାଇ କନ୍ୟା ତାଙ୍କୁ ଚା-ପୁ-ଡା ମା-ରି-ଛ-ନ୍ତି । ଏହି ଭି-ଡି-ଓ ଟି ଇଂଷ୍ଟାଗ୍ରାମରେ ସେୟାର କରା ଯାଇଛି । ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ଯେ ବାହାଘର କର୍ମ ଚାଲିଥିଲା । କଥା ହାତ ଗଣ୍ଠି ପଡିବା ଯାଏଁ ଆସିଥିଲା ।

ଠିକ ସେହି ସମୟରେ କନ୍ୟା ବହୁତ ଜୋରରେ ରାଗିଜାଇ ପଣ୍ଡିତଙ୍କୁ ମନ୍ତ୍ର ପଢିବାକୁ ମନା କରିଥିଲେ । ଏହା ପରେ କନ୍ୟାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ କିଛି କଥା କହିବାରୁ କନ୍ୟା ରାଗିଜାଇ ତାଙ୍କୁ ଶକ୍ତ ଚା-ପୁ-ଡା ମା-ରି-ଛ-ନ୍ତି । ଏହା ପରେ ପାଖରେ ବେଦିରେ ବସିଥିବା ବର କନ୍ୟାଙ୍କୁ ଏହାର ପ୍ରତିବାଦ କରିବାରୁ କନ୍ୟା ତାଙ୍କୁ ମଧ୍ୟ ଛାଡି ନାହାନ୍ତି । କନ୍ୟା ରାଗିଜାଇ ବର ଗାଲକୁ ଶାକ୍ତ ଚାପୁଡା ଟି ମାରିଛନ୍ତି । ଏହା ସହ କନ୍ୟା କହୁଛନ୍ତି ଯେ ପାଟିରୁ ଜଲ୍ଦି ଗୁଟଖା କାଢିକି ଆସ । ବର କନ୍ୟାର ଏହି ଭଳି ପ୍ରତିକ୍ରିୟା ଦେଖି ଧଡପଡ ହୋଇ ଠିଆ ହୋଇ ପାଟିରୁ ଗୁଟଖା କାଢି ଦେଉଛନ୍ତି ।

ଏହି ମଜାଦାର ଭି-ଡି-ଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ନିଆଁ ଭଳି ଖେଳିବାରେ ଲାଗିଛି । ଯାହାକୁ ଦେଖି ଲୋକ ମାନେ ହସି ହସି ଗଡିବା ସହ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । ଦୁଇ ଲାଖରୁ ଅଧିକ ଲାଇକ ଏହି ଭି-ଡି-ଓ ରେ ମିଳି ସାରିଛି । ଅନେକ ଲୋକ ମାନେ ମତ ଦେଇଛନ୍ତି ଯେ କନ୍ୟା ବରକୁ ଉଚିତ ଶିକ୍ଷା ଦେଇଛି । କନ୍ୟା ଯେଉଁ କାମ କରିଛି ତାହା ପାଇଁ ଅନେକ ୟୁଜର୍ସ ମାନେ ତାଙ୍କର ପ୍ରଶଂସା କରିଛନ୍ତି । ତେବେ ଏହି ଘଟଣା ଟି କେଉଁଠାରେ ଘଟିଛି ତାହା ସ୍ପଷ୍ଟ ହୋଇ ନାହି । କୁହା ଯାଉଛି ଯେ ଗୁଟଖା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

ଏଥିପାଇଁ ଲୋକ ମାନଙ୍କର କ୍ୟାନ୍ସର ଭଳି ମା-ରା-ତ୍ମ-କ ରୋଗ ଉତ୍ପାନ ହେଉଛି । ଯାହା ପାଇଁ ଅନେକ ଲୋକ ମାନଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ବାସ୍ତବରେ କନ୍ୟା ଏଠାରେ ଯେଉଁ କାମ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ । ଏହି ଭଳି ବର ମାନଙ୍କୁ ଏହି ଭଳି ଶିକ୍ଷା ଦେବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇଆବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *