ବରଫ ଖାଇବାର ଅଭ୍ଯାସ ଥିଲେ ଏହି ଖବର ଥରେ ନିଶ୍ଚୟ ପଢନ୍ତୁ

ଯଦି ଆପଣଙ୍କୁ ବରଫ ଚୋବେଇକି ଖାଇବାର ଅଭ୍ୟାସ ଅଛି ,ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖେତିକାରକ ହୋଇପାରେ । ଏହି ଅଭ୍ୟାସ ଦେହପାଇଁଁ ଖେତିକାରକ ହୋଇପାରେ । କିନ୍ତୁ ଅଧ୍ୟାୟାନଙ୍କ ଦ୍ଵାରା ଏହା ଜଣା ପଡ଼ିଛିକି ବରଫ ଚୋବେଇବା ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ମହତ୍ବପୁର୍ଣ୍ଣ କାରଣ ହୋଇପାରେ । ବରଫ ଖାଇବା ଦ୍ବାରା ହେବାକୁ ଥିବା କିଛି ସ୍ୱାସ୍ଥ୍ୟ ସମସ୍ୟା ଏହି ପ୍ରକାରର ।

Image Courtesy: Google

ଦାନ୍ତର ମାଢି ଖରାପ ହୋଇପାରେ :

ଆପଣଙ୍କ ଦାନ୍ତ ସହିତ ଆପଣଯେଉଁ ହାନିକାରକ ପ୍ରୟୋଗ କରିପାରେ ସେଥିମଧ୍ୟରୁ ଗୋଟେ ବରଫ ଖାଇବା , ଦାନ୍ତକୁ ଅସୁବିଧା ପହଞ୍ଚାଇ ପାରେ, ବରଫ ଚୋବେଇବା ଦ୍ଵାରା ଆପଣଙ୍କ ଦାନ୍ତର ମାଢ଼ି ଭଙ୍ଗିବି ପାରେ ଯାହା ଦ୍ଵାରା ଦାନ୍ତର ମୂଳକୁ ଅସୁବିଧା ପହଞ୍ଚି ପାରେ ।

Image Courtesy: Google

ମାଢିକୁ ଅସୁବିଧା :

ବରଫର ଗୋଟେ ଖଣ୍ଡ ଖାଇବା ଦ୍ବାରା ଆପଣଙ୍କ ମାଢିକୁ ଅସୁବିଧା ପହଞ୍ଚି ପାରେ ଏବଂ ଏହାର ପରିଣାମ ବହୁତ ଗଭୀର ହୋଇପାରେ ।

ଏନେମୀୟାର କାରଣ :

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଚୋବେଇବା ବାଲା ଜିନିଷ ଯାହା ପାଖରେ ପୋଷକ ତତ୍ତ୍ଵ ନଥାଏ ,ସେସବୁ ଏନେମୀୟାର ସଂକେତ ଦେଇଥାଏ । ଏନେମୀୟା ଓ ବରଫ ଖାଇବା ମଧ୍ୟରେ ସଠିକ ସମନ୍ଧ ହୋଇନଥାଏ , କିନ୍ତୁ ଜଣେ ଅଧ୍ୟାୟାନ ନକଠୁ ଜଣା ପଡିଛିକି ବରଫ ଓ ଅନ୍ୟ ପୋଷକ ଜାତୀୟ ତତ୍ତ୍ଵ ପଦାର୍ଥ ଖାଇବା ଦ୍ଵାରା ଲୋକେ କ୍ଲାନ୍ତ ପଣ ଅନୁଭବ କରିଥାନ୍ତି ।

Image Courtesy: Google

ଏହା ଏନେମୀୟାର ଗୋଟେ ଲକ୍ଷଣ । ଦେଖିବେ ବେଶିତର ଛୋଟ ଛୁଆମାନେ ବରଫ ଚୋବେଇ ଥାଆନ୍ତି ଓ ସେମାନେ ଜାଣି ପାରନ୍ତିନି ଏବଂ ଖାଇ ଦିଅନ୍ତି ଯାହାକି ଶରୀରକୁ ଅସୁସ୍ଥ କରିବାକୁ ବାଧ୍ୟ କରିଥାଏ । ଓ ତାପରେ ବିଭିନ୍ନ ପ୍ରକାରର ରୋଗ ହୁଏ । ସେଥିପାଇଁ ବରଫ ଖାଇଲେ ଏହି ସବୁ ରୋଗ ହୋଇଥାଏ । ସେଥିପାଇଁ ନିଜେ ସୁସ୍ଥ ରୁହନ୍ତୁ ଏବଂ ନିଜ ଛୁଆଙ୍କୁ ମଧ୍ୟ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *