ବର୍ଷକୁ ଆୟ 2500 କୋଟି ଟଙ୍କା, କିନ୍ତୁ ବିଦେଶ ଛାଡି ଗାଁରେ ରହୁଛନ୍ତି ଏହି ଅରବପତି- କାରଣ ଜାଣି ଉଡିଯିବ ହୋସ

କୋଟି କୋଟି ଟଙ୍କାର ସମ୍ପତି ଓ ତାଙ୍କର ବାର୍ଷିକ କାରୋବାର ୨୫୦୦ କୋଟି ଟଙ୍କା । ସେ ହେଉଛନ୍ତି ଭାରତର ୫୯ ତମ ଧନୀ ଭାରତୀୟ । ସେ ଚାହିଁ ଥିଲେ ବିଳାସ ବ୍ୟାସନରେ ଆମେରିକାରେ ରହି ପାରିଥାନ୍ତେ କିନ୍ତୁ ଜନ୍ମ ମାଟିର ଭଲପାଇବା ତାଙ୍କୁ ଗାଁକୁ ଡାକି ଆଣିଛି ସେ ସବୁକିଛି ଛାଡି ଆମେରିକାରୁ ନିଜ ଜନ୍ମ ମାଟିକୁ ଫେରି ଆସିଛନ୍ତି । ସେ ହେଉଛନ୍ତି ତାମିଲ ନାଡୁର ଉଦ୍ୟଗପତି ଶ୍ରୀଧର ଭେମ୍ବୁ । ସମାଜ ପ୍ରତି ନିଷ୍ଠାପର ସେବା ଓ ତାଙ୍କ ଭଲପାଇବା ମନୋଭାବ ଲାଗି ତାକୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ ।


ଆମେରିକାର ସିଲିକନ ଭ୍ୟାଲିରୁ ଚାଲି ଆସି ନିଜର ପିତାଙ୍କ ଗ୍ରାମ ତାମିଲନାଡୁର ମାଥାଲାମ ପାରାଇରେଯୁବକ ମାନଙ୍କୁ ସଶକ୍ତିକରଣ କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଥିଲେ । ଜୋହ କର୍ପୋରେସନ ପ୍ରତିଷ୍ଠାତା ଶ୍ରୀଧର ଚେନ୍ନାଇ ଓ କାଲିଫର୍ନିଆରେ ବହୁତ ବଡ ଆଇଟି କମ୍ପାନୀ ରହିଛି ଯାହାର ବର୍ଷକୁ ଆୟ ପ୍ରାୟ 2500 କୋଟି ଟଙ୍କା ।


ଶ୍ରୀଧର ଭେମ୍ବୁ ଗୋଟିଏ କୃଶକ ଘରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀଧର ଭେମ୍ବୁ ଆମେରିକାର ପ୍ରିନ୍ସଟନ ୟୁନିଭର୍ସିଟି ଏମଏସ  ଏବଂ ପିଏଚ ଡି କରିଛନ୍ତି । ସେ ପ୍ରଥମେ ସାନ ଡିଏଗୋରେ ନିଜର ଆଇଟି କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ନିଜେ ବ୍ୟବସାୟ କରିବା ପାଇଁ ଯୋଜନା କରିବାକୁ ସହ ଭାରତକୁ ଫେରି ଗାଁ ଲୋକଙ୍କ ପାଇଁ କିଛି କରିବାକୁ ଚାହିଁଥିଲେ ତାଙ୍କର ବିଭିନ୍ନ ଦେଶରେ ବ୍ଯବସାୟିକ କାରବାର ଚାଲିଛି ।


ଦେଶର ତାଙ୍କ ବହୁତ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠା ଚାଲିଛି ଯେମିତିକି ଜାପାନ, ଶିଙ୍ଗାପୁର, ଅଷ୍ଟ୍ରେଲିଆ, ଚାଇନା ଏବଂ ୟୁଏଇ । ସେ ଗାଁକୁ ଫେରି ସେ ଦୁଃଖୀ ଓ ଅସହାୟ ଛୁଆ ମାନଙ୍କୁ ମାଗଣାରେ  ପଢାଊ ଛନ୍ତି । ଏହା ଛଡା ସେ ଗାଁର ଛାତ୍ରଛାତ୍ରୀ ମାନଙ୍କ ପାଇଁ ରୁରାଲ ସ୍କୁଲ ମଧ୍ୟ ଖୋଲିଛନ୍ତି ସେଠାରେ ପିଲାମାନଙ୍କ ମାଗଣା ପଥ ପଢା ସହିତ ଖାଦ୍ଯ, ଖେଳ କୁଦ, ପୋଷାକ, ଆଦି ପାଇଁ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତାଙ୍କର ନିସ୍ଵାର୍ଥ ପର ସେବା ପାଇଁ ଶ୍ରୀଧରଙ୍କୁ ୨୦୨୧ ରେ ସନମାନିତ କରାଯିବ ପଦ୍ମଶ୍ରୀ ଦିଆଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *