୧୦୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ, ଯେତେ ପୁରୁଣା ଆଁଠୁ ଗଣ୍ଠି ରୋଗ ହୋଇଥିଲେ ମଧ୍ୟ ହେବ ଦୂର

ମହିଳାଙ୍କର ପ୍ରାୟତଃ ୩୦ ବର୍ଷ ପରେ ଶରୀରରେ କ୍ୟାଲସିୟମ ଅସୁବିଧା ହୋଇଥାଏ, ବଢୁଥିବା ବୟସ ସହିତ ଆମ ଶରୀରର ଆବଶ୍ୟକତା ବଢିବାରେ ଲାଗିଛି । ଏହି ଆବଶ୍ୟକତା ମଧ୍ୟରୁ କ୍ୟାଲସିୟମ ଏକ ମହତ୍ଵ ପୂର୍ଣ୍ଣ ଜିନିଷ ଯାହା ନଥିଲେ ଶରୀର କାମ କରିବାରେ ଅସୁବିଧା ହୁଏ । ସାଧାରଣତ ୩୦ ବୟସ ପରେ ଆପଣଙ୍କୁ କ୍ୟାଲସିୟମର ଅଧିକ ଦରକାର ଥାଏ । ଶରୀରରେ କ୍ୟାଲସିୟମର ଅଭାବ ଅଧିକ ମିଠା ଖାଇଲେ କିମ୍ବା ଅନହେଲ୍ଦୀ ଡାଇଟ ନେବା ଦ୍ଵାରା ହୋଇଥାଏ ଓ ମହିଳାଙ୍କ ଶରୀରରେ ଖାସ ସ୍ତ୍ରୀ ହେଲା ପରେ ହିଁ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ ଉପାୟ କହିବୁ ଯାହା ଦ୍ଵାରା ଆପଣ ମାତ୍ର ୨ ଟଙ୍କା ଖର୍ଚ କରିକି ଆପଣଙ୍କ ଶରୀରରେ ଥିବା କ୍ୟାଲସିୟମର ଅଭାବକୁ ପୂରଣ କରିପାରିବେ ।

Image Courtesy: Google

ରାସୀର ସେବନ କରନ୍ତୁ

ଶରୀରରେ କ୍ୟାଲସିୟମର ଅଭାବ ପୂରଣ କରିବା ପାଇଁ ନୀତିଦିନ ରାଶିର ଲଡୁ ସେବନ କରନ୍ତୁ । ରାସୀକୁ କ୍ୟାଲସିୟମର ସବୁଠୁ ଭଲ ଶ୍ରୋତ ମାନନ୍ତି । ରାଶି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ଏହା ଛଡା ସକାଳେ ଖାଲି ପେଟରେ ଗୋଟେ ଚାମଚ ରାଶି ଖାଇବା ପରେ ପାଣି ପିଆନ୍ତୁ ଓ ରାଶି ଖାଇବାର ଅଧ ଘଣ୍ଟା ଭିତରେ ଜାଲିକ୍ଷା କରନ୍ତୁ ।

Image Courtesy: Google

ମାଣ୍ଡିଆ ଦ୍ଵାରା ତିଆରି ହୋଇଥିବା ଖାଦ୍ଯ

ମାଣ୍ଡିଆକୁ କ୍ୟାଲସିୟମର ଭଲ ଶ୍ରୋତ ମାନାଯାଏ । ଆପଣ ମାଣ୍ଡିଆ ଦ୍ଵାରା ତିଆରି ହୋଇଥିବା ଇଟିଲି, ଚିଲା କିମ୍ବା ଦଲିଆ ସକାଳ ଖାଦ୍ଯ ରୂପରେ ଖାଇପାରିବେ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ବହୁତ ପ୍ରକାର ଫାଇଦା ମିଳିଥାଏ । ତେବେ ଯଦି ଆପଣ ନିଜ ଶରୀରୀକୁ ମଜବୁତ କରିବାକୁ ଚାହୁଞ୍ଚନ୍ତି ତେବେ ନିଶ୍ଚିନ୍ତ ଏହାର ସେବନ କରନ୍ତୁ ।

ଚଣା, କ୍ଷୀର ଓ ଗୁଡ :

ଚଣା, ଗୁଡ ଓ କ୍ଷୀର ଏହି ୩ଟି ଜିନିଷ କ୍ୟାଲସିୟମ ବଢେଇବାରେ ବହୁତ ସାହାଜ୍ଯ କରିଥାଏ, ଏହା ଦ୍ଵାରା ଆପଣଙ୍କ ଶରୀରକୁ ଭରପୁର ମାତ୍ରାରେ ପୋଷଣ ପ୍ରାପ୍ତ ହୋଇଥାଏ ତେବେ ଏହାକୁ ଖାଇବା ସମୟ ସନ୍ଧ୍ୟା ବେଳେ ଅଟେ ।

Image Courtesy: Google

ମେଥି :

ଆପଣଙ୍କ ରୋଷେଇରେ ମେଥି ଆପଣ ଦେଖିବାକୁ ପାଇଥିବେ ଓ ଖାଦ୍ୟରେ ମଧ୍ୟ ବ୍ୟବହାର ହୋଇଥାଏ, ମେଥିକୁ ରାତିରେ ଭେଦେଇ ଦିଅନ୍ତୁ ଏହା ପରେ ଏହାକୁ ସକାଳେ କଞ୍ଚା ଖାନ୍ତୁ ଏବଂ ଚୋବାନ୍ତୁ ଏହାର ପାଣି ମଧ୍ୟ ପିଅନ୍ତୁ ଦେଖନ୍ତୁ ଆପଣଙ୍କୁ କିଛି ଦିନ ଏହାର ସେବନ କଲା ପରେ ଆପଣଙ୍କୁ ନିଜେ ଅଲଗା ଶକ୍ତିର ଅନୁଭବ ହୋଇଥାଏ ଯାହା ଆଗରୁ ଆପଣ କେବେ ଅନୁଭବ କରିନଥିଲେ ।

ବିଦ୍ର-ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *