ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଜଗତର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତେବେ ଓଡିଆ ଅଭିନେତା ତଥା କେନ୍ଦ୍ରାପଡା ସଂସାଦ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ଦୁହିଙ୍କ ବିବାହର କିଛି ଦିନ ପରେ ଦୁହିଙ୍କ ମଧ୍ୟ ରେ ପାରିବାରିକ କଳହ ଦେଖା ଯାଇଥିଲା । ଯାହା ପାଇଁ ଦୁହେଁ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ।

କିନ୍ତୁ ଦୁହିଙ୍କର ମାମଲା ବର୍ତ୍ତମାନ ଯାଏଁ କୋର୍ଟ ରେ ବିଚାରଧିନ ଅବସ୍ଥାରେ ରହିଛି । ତେବେ ବର୍ତ୍ତମାନ ବର୍ଷାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ସେ ହସି ହସି ରାସ୍ତା ମଝିରେ ଯିବାର ନଜର ଆସୁଛନ୍ତି । ଏହି ଭିଡିଓ ପୋଷ୍ଟ କରି ସେ ଲାଖିଥିଲେ ଯେ ଏକା ଏକ ବାଟ ଚାଲିବା ପାଇଁ ।
ତେବେ ମନ ଭିତରେ ଥିବା କଷ୍ଟକୁ କଣ ଗୋଟିଏ ହସ ଦୂର କରିପାରେ ତାହା ଏବେ ବଡ ପ୍ରଶ୍ନ । ସତରେ କଣ ମନର କଷ୍ଟକୁ ହସ ଲୁଚାଇ ଦେଇପାରେ । ଏହି କଥା ରେ କେତେ ବାତ୍ସବତା ରହିଛି ତାହା କହିବା କଷ୍ଟକତ ହେବେ । କାରଣ ଏହା କେବଳ ଫିଲୋସୋଫି ବା ଦାର୍ଶନିକ ଭଳି ମାନେ ହେଉଛି ।

ତେବେ ଅଭିନେତ୍ରୀ ବର୍ଷା ଆଉ ଏକ ପୋଷ୍ଟ କରି ଫେସବୁକରେ କ୍ୟାପ୍ସନ ଦେଇହକନ୍ତି ଯେ “A smile can hide so much pain… God bless you all” । ଏହାର ଅର୍ଥ ହେଉଛି ହସଟି ବହୁତ କଷ୍ଟକୁ ଲୁଚାଇ ଦେଇପାରେ । ବର୍ଷା ଏହି ପୋଷ୍ଟ ଟି କେଉଁ ଉଦେଶ୍ୟରେ କରିଛନ୍ତି ତାହା କେବଳ ସେ ହିଁ କହି ପାରିବେ ।
କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେଉଁଠି କଷ୍ଟ ଥିବ ସେଠାରେ ହସ କେଉଁଟି ବା ଆସିବ ? ହସ ଓ କଷ୍ଟ ଦୁଇଟି ପରସ୍ପର ବିରୋଧୀ ଏହା ହେଉଛି ବାତ୍ସବିକ କଥା । ଆସ ଥିଲେ କଷ୍ଟ ନ ଥାଏ ଓ କଷ୍ଟ ଥିଲେ ହସ ନ ଥାଏ । ଯଦି ଏହି ହସ ଓ କଷ୍ଟ ଗୋଟିଏ ମଣିଷ ମନରେ ଏକାଠି ଅଛି ତେବେ ଏହା କେବଳ ମନକୁ ବୁଝାଇବା ପାଇଁ ହୋଇଥାଏ ।

ତେବେ ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହର ବିବାଦ ଥମୁ ନ ଥିବା ବେଳେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ବର୍ଷା ଚର୍ଚ୍ଚା କୁ ଆହୁରି ବଢାଇ ଦେଉଛନ୍ତି । ତେବେ ବର୍ଷାଙ୍କର ଏହି ପୋଷ୍ଟ କାହା ପାଇଁ ଓ କେଉଁ କାରଣ ପାଇଁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।
ବନ୍ଧୁଗଣ ଆପଣ ମାନଙ୍କର ବର୍ଷାଙ୍କର ଏହି ପୋଷ୍ଟ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆପାମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
