ଭୟଙ୍କର ଶସ୍ତା ଅଛି ସୁନା କିନ୍ତୁ ଆଗକୁ ହେବାକୁ ଯାଉଛି ବହୁତ ମହଙ୍ଗା

ବନ୍ଧୁଗଣ, ସୁନା କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ । ବନ୍ଧୁଗଣ ସୁନା କିଣିବା ପ୍ରତି ପତିଟି ବ୍ୟକ୍ତିବିଶେଷ ଙ୍କର ଟିକିଏ ଆକର୍ଷଣ ରହିଥାଏ । ବନ୍ଧୁଗଣ ସୁନା କିଣିବା ପାଇଁ ତଥା ସୁନା ବିକିବା ପାଇଁ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି । ବନ୍ଧୁଗଣ ମଧ୍ୟମିତ ଶ୍ରେଣୀର ବ୍ୟକ୍ତି ମାନେ ସୁନା କିଣିବାକୁ ଗଲେ, ଟିକିଏ ବାର୍ଗେନିଙ୍ଗ ମଧ୍ୟ କରିଥାନ୍ତି ।

ବନ୍ଧୁଗଣ ପୂଜା ପତ୍ରୀ  ହେଉ ଅଥବା ପର୍ବପର୍ବାଣି ତଥା ବିବାହ ଘର ତଥା ବ୍ରତଘର ରେ ସୁନା ହିଁ ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ବର୍ତ୍ତମାନ ଆମ୍ଭେମାନେ ଲକଡାଉନ ଭିତରେ ରହିଅଛୁ ଏବଂ ବର୍ତ୍ତମାନ ସୁନା ଦୋକାନ ଗୁଡିକ ବନ୍ଧ ଅଛି । ଏହି କ୍ଷେତ୍ରରେ ଯେଉଁ ମାନେ ସୁନା ଡିଲର ଅଛନ୍ତି ସେମାନେ ସୁନାର ଦର କୁ ସୁନା ପ୍ରେମୀ ଗ୍ରାହକ ମାନଙ୍କ ପାଇଁ ହ୍ରାସ କରାଇଛନ୍ତି । ଏହା ସହିତ ସେମାନେ ସ୍ପେଶାଲ ଡିଶକାଉଣ୍ଟ ମଧ୍ୟ ରଖିଛନ୍ତି ।

ବନ୍ଧୁଗଣ ସୁନା ଆପଣ ମାନେ କିଣି ପାରିବେ ଏଥିପାଇଁ ଅର୍ଥ ଆପଣଙ୍କ ପାଇଁ ପ୍ରତିବନ୍ଧକ ହେବ ନାହିଁ । ଯଦି ଆପଣ ମାନେ ଇଛୁକ ତେବେ ସୁନା ଏବେଠାରୁ କିଣି ନିଅନ୍ତୁ । କାରଣ ଆଗକୁ ଯେତେବେଳେ ଲକଡାଉନ ସଂପୂର୍ଣ୍ଣ ଭାବେ ଖୋଲିଯିବ ସେ ସମୟରେ ସୁନାର ଦର ସଂପୂର୍ଣ୍ଣ ଭାବେ ବଢିଯିବ ।

ଲକଡାଉନ ଭିତରେ ସୁନାଦର ୩ ରୁ ୪ ଦିନ ଭିତରେ ହ୍ରାସ ପାଇଛି । ବନ୍ଧୁଗଣ ବର୍ତ୍ତମାନ ସୁନାଦର ୧୦ ଗ୍ରାମ ପ୍ରତି ରହିଅଛି ୪୮ ହଜାର ୮୯୦ ଟଙ୍କା । ଏବଂ ଗତ ମାର୍ଚ୍ଚ ମାସରେ ସୁନା ଦର ୪୪ ହଜାର ରେ ପହଞ୍ଚିଥିଲା । ବନ୍ଧୁଗଣ ଆମ୍ଭକୁ ସୂଚନା ମିଳିଅଛି ଯେ, ଆସନ୍ତା ମାସରେ ବିଭିନ୍ନ ରାଜ୍ୟରେ ଲକଡାଉନ ର କଟକଣା ସଂପୂର୍ଣ୍ଣ ରୂପେ ହଟିବ । ସମସ୍ତ ଦୋକାନ ବଜାର ଖୋଲିବା ସଙ୍ଗେ ସଙ୍ଗେ ବ୍ୟବସାୟ କରିବା ପାଇଁ ଆଉ କୌଣସି ପ୍ରକାରର କଟକଣା ରହିବ ନାହିଁ ।

ଏହା ଫଳରେ ଲୋକମାନେ ସ୍ଥାନକୁ ସ୍ଥାନ ଯିବା ଆସିବା କରିବା ସାଙ୍ଗେ ସାଙ୍ଗେ ସୁନା ମଧ୍ୟ କିଣି ପାରିବେ । ମାତ୍ର ସୂଚନା ଯୋଗ୍ୟ ଯେ ବର୍ଷ ସେସ ବେଳକୁ ଅର୍ଥାତ ନଭେମ୍ବର ମାସ ତଥା ଡିସେମ୍ବର ମାସ ବେଳକୁ ସୁନା ଦର ପୁଣିଥରେ ଆକାଶ ଛୁଇଁବ । କାରଣ ବର୍ଷ ଶେଷରେ ଦୀପାବଳି ତଥା ଧନନ୍ତେରସ ଭଳି ପର୍ବ ପଡୁଅଛି । ସେହି ସମୟରେ ସୁନା ପ୍ରତ୍ୟକଟି ବ୍ୟକ୍ତି ଙ୍କର ଦରକାର ହେବ ଏଣୁ ସେହି ସମୟର ସୁଯୋଗ ଦେଖି ସୁନାଦର ପୁଣି ଥରେ ବଢାଇ ଦିଆଯିବ ।

ସୂଚନା ମିଳିଅଛି ଯେ, ସୁନାଦର ଦୀପାବଳି ଅଥବା ବର୍ଷ ଶେଷ ବେଳକୁ ପାଖାପାଖି ୫୫ ହଜାର ପର୍ଯ୍ୟନ୍ତ ବଢିପାରେ ବୋଲି ଅର୍ଥନୀତି ବିଶାରଦ ମାନେ ବର୍ତ୍ତମାନ ଠାରୁ ଆକଳନ କରୁଛନ୍ତି । ବର୍ତ୍ତମାନ ଲକଡାଉନ ସମୟରେ ସୁନା ଦର ବହୁତ ହ୍ରାସ ପାଇଛି ଆପଣ ମାନେ ଚାହିଁଲେ ବର୍ତ୍ତମାନ ସୁନା କିଣିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *