ମଣିଷ କଣ ପାଇଁ ରୋଜଗାର କରୁଛି ତାର କାରଣ ସେ ନିଜେ ଜାଣି ନାହିଁ ତେବେ ଧନ ଅର୍ଜିତ କରିବାରେ ମଣିଷ ଲାଗି ପଡି ପରିଶ୍ରମ କରିଛି କିନ୍ତୁ ଭୋଗ ଆଉ କେହି କରୁଛି ସେହି ଲୋକ ନୁହନେ ଯିଏ ଅର୍ଜନ କରୁଛି । ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ମଣିଷ କାମ କରିଥାଏ କାହିଁକିନା ଧନ ପାଇଲେ ସେ ଭଲ ଖାଇ ପାରିବ ଭଲ ପିନ୍ଧି ପାରିବ ନିଜ ପରିବାରକୁ ସୁଖ ଆଉ ଶାନ୍ତି ଦେଇ ପାରିବ ।
କିନ୍ତୁ କଣ ଭଲ ଖାଇବାର ଅର୍ଥ ସୁଆଦିଆ ଖାଇବା ହୋଇଥାଏ କି ସୁଆଦିଆ ଖାଇବା ଖାଇଲେ ଆମ ଶରୀର ସୁସ୍ତ ରୁହେ ନାହିଁ ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି । ତେବେ ଆସନ୍ତୁ ଆୟୁର୍ବେଦରେ କଣ ସେବନ କରିବା ପାଇଁ କୁହା ଯାଇଛି ଯାହା ଆମ ଜୀବନ ବଦଳି ପାରେ ।
ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଆଜିକା ସମୟରେ ବହୁତ ଭୟଙ୍କର ଭାଙ୍କାର ରୋଗ ମାସି ଆସୁଛି ଆଉ ଏହି ଭଳି ରୋଗ ଦ୍ଵାରା ମଣିଷ ଜୀବନ ମଧ୍ୟ ଚାଲି ଯାଉଛି ତେବେ ଏହି କଥା ଜାଣିବା ନିହାତି ଆବଶ୍ୟକ ଯେ କଣ ଖାଇବା ଦ୍ଵାରା ଆପଣ ନିଜକୁ ଏହି ଭଳି ବ୍ୟାଙ୍କର ରୋଗ ଠାରୁ ବଞ୍ଚାଇ ପାରିବ । କଣ ଆପଣ ମାନେ ଜାଣିଛନ୍ତି ଆମ ଶରୀର ସବୁଠାରୁ ମହତ୍ଵପୂର୍ଣ୍ଣ ଜିନିଷ ରକ୍ତ ଅଟେ ଯଦି ଆମ ରକ୍ତ ସଫା ରହିବ ତେବେ ଆମେ ବହୁତ ରୋଗରୁ ବଞ୍ଚିକି ରହି ପାରିବୁ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ରକ୍ତ ସଫା କେମିତି ରହିବ ।
ତେବେ ୯୯% ଲୋକ ଜାଣି ନଥିବେ ଆଜିକା ସମୟରେ ଯାହା ଆମେ ସେବନ କରୁଛୁ ତାହା ବିସ ସହ ସମାନ ଅଟେ ଯାହାକୁ ଡକ୍ଟର ମାନେ ସ୍ଲୋ ପଏଜାନ କହିଥାନ୍ତି । ତେବେ ପ୍ରୋସେସ ଖାଇବା ଖାଇବା ଦ୍ଵାରା ସମସ୍ତଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହୋଇ ଚାଲିଛି କିନ୍ତୁ କଣ ଆପଣ ଜାଣିଛନ୍ତି ଖାଇବାରେ ଯଦି ଆପଣ ୫୦% କଞ୍ଚା ଜିନିଷ ସେବନ କରିବେ ତେବେ ଆପଣଙ୍କ ଅଧା ଠାରୁ ଅଧିକ ରୋଗ ଭଲ ହୋଇଯିବ ଏହା ଛଡା ଯୋଗ ଭଳି ବ୍ୟାୟାମ କଲେ ଆପଣଙ୍କ ଜୀବନରେ ବହୁତ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।
ଆପଣଙ୍କୁ କେବଳ ଗୋଟେ ରାମବାଣ ଉପାୟ କରିବାର ଅଛି ଯାହା କରିବା ଦ୍ଵାରା ଆପଣଙ୍କ ରକ୍ତ ସଫା ହୋଇଥାଏ ଆଉ ଆପଣଙ୍କୁ ମଧୁମେହ, ହାର୍ଟ ଅଟାକ ଆଉ ବିପି ଭଳି ଭୟଙ୍କର ରୋଗ କେବେ ହୋଇନଥାଏ । ତେବେ ସେହି ଜିନିଷ ଟି ହେଉଛି ମେଥି, ଆପଣଙ୍କୁ ଗୋଟେ ଚାମଚ ମେଥି ଗୋଟେ ଗ୍ଳାସ ପାଣିରେ ଭିଯାଇ ରଖିବାର ଅଛି ତା ପରେ ଆପଣ ସକାଳେ ଉଠି ବାସୀ ମୁହଁରେ ସେହି ମେଥି ଚୋବାଇ ସେବନ କରନ୍ତୁ ତା ପରେ ପାଣି ସେବନ କରନ୍ତୁ କେବଳ କିଛି ମାସ ଭିତରେ ଆପଣଙ୍କ ସବୁ ରୋଗ ସମାପ୍ତ ହୋଇଯିବ ଆପଣଙ୍କୁ ବଟିକା ମଧ୍ୟ ଖାଇବାକୁ ପଡିବ ନାହିଁ ।