ନୂଆ ବର୍ଷ ଦିନ ନିଶ୍ଚିତ ରୂପରେ କିଣନ୍ତୁ ଏହି ଚାରୋଟି ଜିନିଷ ଭିତରୁ ଗୋଟିଏ, ପୁଣି ଦେଖନ୍ତୁ ଚମତ୍କାର- Vastu Tips

ଆପଣଙ୍କ ଜୀବନରେ ଏହି ବର୍ଷ ବହୁତ ସାରା ଖୁସି ଓ ବହୁତ ସାରା ଭଲପାଇବା ନେକି ଆସିବ । ଆଜି ଆମେ ଆଲୋଚନା କରିବା ନୂଆ ବର୍ଷରେ ସେ କେଉଁ ବସ୍ତୁ ଅଛି ଯାହାକୁଆମେ ନିଶ୍ଚିତ ରୂପେ କିଣିବା ଆବଶ୍ୟକ । କେଉଁବି ଗୋଟିଏ ବସ୍ତୁ ଆପଣ କିଣୁଛନ୍ତିତ ପୂରା ବର୍ଷ ଆପଣଙ୍କର ଖୁସିରେ ଭରିଯିବ । ପ୍ରଥମତି ହେଉଛି ଗୋମତୀ ଚକ୍ର ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ଗୋମତୀ ଚକ୍ର ପାଞ୍ଚୋଟି ଆଣନ୍ତୁ ଓ ସିନ୍ଦୁର ଡବାରେ ଭଲରେ ବୁଡାଇକି ରଖୀ ଦିଅନ୍ତୁ । ପୁରା ବର୍ଷ ଜମିକି ପଇସା ଆସିବ, ଏହା ସ୍ଥିର ଲକ୍ଷ୍ମୀର ପରିଚାୟକ ଅଟେ ।

ନୀଳ ରଙ୍ଗର ସୁଆର ଯୋଡା କି ହଂସର ଯୋଡା ଘରକୁ କିଣିକି ଆଣୁଛନ୍ତି ସେଥିରେ ମଧ୍ୟ ଜୀବନରେ ଖୁସି ଆସିଥାଏ । କଇଁଛ ଯାହା ଧନର ପରିଚାୟକ ଅଟେ, ଏହାକୁ ଗୁଡ ଲକ ପାଇଁ ଏହାକୁ ଦେଖାଯାଇଥାଏ । କଇଁଛ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ, କଇଞ୍ଚକୁ ସବୁବେଳେ ପୂର୍ବ ଦିଗ ଆଡକୁ ମୁହଁ କରି ପାଣିରେ ବୁଡାଇକି ରଖନ୍ତୁ ।

ଲଫିଙ୍ଗ ବୁଧ ଖୁଶିର ବାତାବରଣ ଘରେ ସୃଷ୍ଟି କରିଥାଏ । ଚାନ୍ଦିର ପାଦୁକା ଆଣି ଘରେ ବା ସ୍ଵସ୍ତିକ ଚିହ୍ନ ଆଣି ଠାକୁର ଘରେ ରଖି ପୂଜା କରିପାରିବେ । ପଞ୍ଚମୁଖୀ ହନୁମାନଙ୍କ ଫୋଟ ଯଦି ଘରେ ଅଛି ତେବେ ବହୁତ ଭଲ କଥା ଯଦି ନହିଁ ତେବେ ଆଣନ୍ତୁ । କାରଣ ସବୁଦିଗରୁ ହନୁମାନ ସାହାର୍ଯ୍ୟ କରିବେ । ଜୀବନରେ କେବେ କାଉନଶୁ ଜିନିଷର କମି ହେବନି । ଘଣ୍ଟି ଏହା ପବନ ଦ୍ଵାରା ଏମିତି ସୁନ୍ଦର ଆବାଜ ବାହାର କରିଥାଏ ଘରେ ଥିବା ନକରାତ୍ମକ ଊର୍ଜା ଘରୁ ବାହାରି ଯାଇଥାଏ ।

ଯଦି ଘରକୁ ଆଣି ଏହାକୁ ଆପଣ ଘରେ ଟାଙ୍ଗୁଛନ୍ତି ଆପଣଙ୍କ ଜୀବନରେ ସକାରାତ୍ମକ ଊର୍ଜାର ପ୍ରବାହ ସବୁବେଳେ ରହିବ । ନୂଆ ବର୍ଷ ଦିନ ବାରଟି ଅଙ୍ଗୁର ଦାନା ଖାଇବାର ବିଧାନ ରହିଛି । ଯଦି କଳା ଅଙ୍ଗୁର ମିଳିଯିବ ତେବେ ସବୁଠୁ ଭଲ ହେବ ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ମଧ୍ୟ ଖୁଆନ୍ତୁ ।  ଖୁସି କରନ୍ତୁ ଓ ବାଟନ୍ତୁ ଏହା କରିବା ଦ୍ଵାରା ଖୁସି ବଢିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *