ଘରେ ବାସ୍ତୁ ଦୋଷ ଥିଲେ ଏହାକୁ ଦୂର କରିବା ପାଇଁ ଥରେ ନିଶ୍ଚୟ ଦେଖନ୍ତୁ- Mantra Rahasya

ପୂର୍ବ କାଳର ପୁରାଣ ପୃଷ୍ଠାକୁ ଅବଲୋକନ କରିଲେ ଜଣା ପଡିଛି ଯେ ପୂର୍ବ କାଳରେ ବାସ୍ତୁ ଶାସ୍ତ୍ରର ଦେବତା ଥିଲେ ବିଶ୍ଵକର୍ମା । ଦାନବ ମାନଙ୍କର ଜଣେ ଶିଳ୍ପୀ ଥିଲେ ସେ ହେଉଛନ୍ତି ମୟଦାନବ । ମୟଦାନବ ହେଉଛନ୍ତି ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହ, ସ୍ନାନଗାର ଇତ୍ୟାଦି ନିର୍ମାଣ କରୁଥିଲେ । ଦେବତା ମାନଙ୍କର ଗୃହ, ମନ୍ଦିର, ଅ-ସ୍ତ୍ର ଶ-ସ୍ତ୍ର ଆଦି ବିଶ୍ଵକର୍ମା ନିର୍ମାଣ କରୁଥିଲେ । ବାସ୍ତୁ ଆମ ଜୀବନରେ ନିତ୍ୟାନ୍ତ ଉପୋଯୋଗୀ ଅଟେ । ବିବାହ ପୂର୍ବରୁ ଯେପରି ଜାତକ ମେଳ ହେଉଛି ବା ଗୃହ ନିର୍ମାଣ ପୂର୍ବରୁ ଗୃହ କର୍ତ୍ତାଙ୍କର ରାଶି ନକ୍ଷତ୍ର କଣ ବା ବସ୍ତୁର ରାଶି ନକ୍ଷତ୍ର କଣ ତାହା ଜଣା ଯାଉଛି ।

ନାଡି ଦୋ-ଷ ୩ ପ୍ରକାରର ରହିଛି ଯଥା ଆଦି ନାଡି, ମଧ୍ୟ ନାଡି ଓ ପ୍ରୋଟ ନାଡି । ବାସ୍ତୁ ସାତର ଅନୁସାରେ ଯେଉଁ ନୂଆ ଗୃହ ନିର୍ମାଣ ହେଉଛି ତାହା ନିର୍ମାଣ ହେବା ପୂର୍ବ ରୁ ଅନ୍ତତ ଗୋଟେ ରାତି ସେଠାରେ ଗୋ-ମାତା ଙ୍କୁ ବା-ନ୍ଧି ଦେବା ଉଚିତ । ଗୋ-ମାତା ଙ୍କର ଗୋ-ମୁତ୍ର ଦ୍ଵାରା ସେହି ସ୍ଥାନ ଶୁଦ୍ଧ ହୋଇଥାଏ । ଘର କମ ଆରମ୍ବ କରିବା ପୂର୍ବ ରୁ ବାସ୍ତୁ ଶାସ୍ତ୍ର ଅନୁସାରେ ଇଶାନ କୋଣରୁ ଆରମ୍ଭ କରିବା ଉଚିତ । ଏହି ଇଶାନ କୋଣରେ ଗିଲୋଇ ପୋତି ଦେବା ଉଚିତ । ଯାହା ଆଜିକାଲି ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ଗିଲୋଇ ବ୍ୟବହାର କରା ଯାଉଛି ।

କିଛି ଘରେ ଅନେକ ସମସ୍ଯା ଦେଖାଯିବା ସହ ରୋଜଗାରରେ କମି ଦେଖା ଯାଉଥାଏ ବା କିଛି ନା-କା-ରା-ତ୍ମ-କ ଶ-କ୍ତି ର ପ୍ରଭାବ ରହିଥାଏ । ଏଥିପାଇଁ ପଞ୍ଚ ତୀର୍ଥ ର ଜଳ ଯଥା ଶ୍ଵେତ ଗଙ୍ଗା, ଇନ୍ଦ୍ରଦ୍ୟୁମ, ମାର୍କୋନୟ, ରୋହିଣୀ କୁଣ୍ଡ, ମହୋଦଧି । ଏହି ପଞ୍ଚ ତୀର୍ଥ ର ଜଳ କୁ ଆଣି ଗୃହରେ ଛିଞ୍ଚି ଦେଲେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଏପରି ନ ହୋଇପାରେ ତେବେ ୪ଟି ଅଭଡା କୁଡିଆ ଆଣି ଘରର ୪ କୋଣରେ ଗାତ ଖୋଲି ଅଭଡା କୁଡିଆ ରଖିବା ଉଚିତ । ଏହି ଅଭବା କୁଡିଆ ତଳେ କିଛି ଧଳା ସୋରିଷ ପକାଇ ଦେବା ଉଚିତ ।

ଅବଶିଷ୍ଟ ସୋରିଷକୁ ଅଭଡା ଭିତରେ ରଖି କୁଡିଆ ପୋତି ଦେବା ଉଚିତ । ଏହି ଉପାୟ କରିବା ଦ୍ଵାରା ଘରର ଅନେକ ସମସ୍ଯା ଦୂର ହେବାରେ ସହାୟକ ହୋଇଥାଏ । ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ବାସ୍ତୁ ର ପିରାମିଡ ରେ ଘର ବାସ୍ତୁ ଦୋଷ ଦୂର ହେଇଯାଉ ଲେଖି ଏହାକୁ ଇଶାନ କୋଣରେ ପୋତି ଦେବା ଉଚିତ । ଏହି ପିରାମିଡକୁ ୨୧ ଦିନ ଯାଏଁ କ୍ଷୀର ଢାଳିବା ଉଚିତ । ଏପରି କରିବା ଦ୍ଵାରା ଚାକିରି କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିଲେ ଏହାର ସମାଧାନ ହେବା ସହ ଘରେ ଶାନ୍ତି ରହିବ । ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ ପୂର୍ବ ବା ଉତ୍ତର ଦିଗରେ ବସି କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *