Vastu Shastra- ରୋଷେଇଘରେ ଏହି 3ଟି କାମ କଲେ ସେହିଦିନ ହୋଇଯିବ ଭିକାରି, ମା ଅନ୍ନପୂର୍ଣ୍ଣା ହେବେ କ୍ରୋଧିତ

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ତେବେ ଜୀବନରେ ଯେତେ ଦୁଃଖ ସୁଖ ଆସିଲେ ଏହାର କିଛି କାରଣ ବାସ୍ତୁ ଶାସ୍ତ୍ର ମଧ୍ୟ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ ଯଦି ଆପଣ ରୋଷେଇ ଘରେ କାମ କରନ୍ତି ତେବେ ଆପଣଙ୍କୁ ମାତା ଅନ୍ନପୂର୍ଣାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ନଚେତ ତାଙ୍କ କୋପ ସହିବାକୁ ପଡିଥାଏ । ତେବେ ଆଜି ଶାସ୍ତ୍ର ଅନୁଯାଇ ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଭୁଲରେ ମଧ୍ୟ ରୋଷେଇ ଘରେ କରିବା ଉଚିତ ହୋଇ ନଥାଏ ।

୧. ଶାସ୍ତ୍ର ଅନୁଯାଇ ଘରେ ଯଦି ବହୁତ ସମୟ ଧରି ପନି ପରିବା ରଖା ହୋଇଥାଏ ଆଉ ସଡି ଯାଇଥାଏ ତେବେ ସେହି ଘର ଉପରେ ରାହୁ ଆଉ କେତୁଙ୍କ ଦ୍ରୁଷ୍ଟି ପଡିଥାଏ ଯାହା ସେହି ଘରକୁ ନଷ୍ଟ କରି ଦେଇଥାନ୍ତି । ତେବେ ଭୁଲରେ ବି ପନି ପରିବା ବହୁତ ସମୟ ପର୍ଯ୍ୟନ୍ତ ଘରେ ରଖନ୍ତୁ ନାହିଁ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲି ଯିବେ ।

୨. ଶାସ୍ତ୍ର ଅନୁଯାଇ ରୋଷେଇ ଘର ଭଗବାନ ମାନଙ୍କ ବାସ ସ୍ଥାନ ହୋଇଥାଏ ସେଥିପାଇଁ ଏହାକୁ କେବେବି ଅସନା ରଖନ୍ତୁ ନାହିଁ ଆଉ ବିଶେଷ କରି ରାତିରେ ଶୋଇବା ଆଗରୁ ବାସନ ଆଉ ରୋଷେଇ ଘର ସଫା କରି ଶୋଇବା ଉଚିତ ହୋଇଥାଏ । ତେବେ ରୋଷେଇ ଘର ବହୁତ ସୁଧ ହୋଇଥାଏ ଏହାକୁ ଅସନା ରଖିଲେ ଶନିଙ୍କ ଖରାପ ନଜର ପଡିଥାଏ ଆଉ ଘର ନଷ୍ଟ ହୋଇଥାଏ ।

୩. ଶାସ୍ତ୍ର ଅନୁଯାଇ ଯେଉଁ ଘରେ ମହିଳାଙ୍କ ମାସିକ ଧର୍ମରେ ତାଙ୍କୁ ଅଧିକ କାମ କରିବାକୁ ପଡିଥାଏ ସେହି ଘରୁ ମାତା ଲକ୍ଷ୍ମୀ ଘର ଛାଡି ଯାଇଥାନ୍ତି, ତେବେ ଶାସ୍ତ୍ର ଅନୁଯାଇ ଏହି ସମୟରେ ମହିଳାଙ୍କୁ ଆରାମ କରିବା ଉଚିତ ହୋଇଥାଏ କିନ୍ତୁ ଯେଉଁ ଘରେ ମହିଳାଙ୍କୁ ଅଧିକ କାମ କରାଇଥାନ୍ତି ସେହି ଘରୁ ମାତା ଲକ୍ଷ୍ମୀ ପଳେଇଥାନ୍ତି ।

୪. ଶାସ୍ତ୍ର ଅନୁଯାଇ ଯେଉଁ ଘରେ କଢେଇ ତାବା ବେଲଣା କାଠି ଭଳି ଜିନିଷ ଯଦି ଭାଙ୍ଗି ଯାଇଛି ତେବେ ବଦଳି ଦବା ଉଚିତ ହୋଇଥାଏ କାହିଁକିନା ଏହି ଭଳି ଜିନିଷ ଘରେ ରହିଲେ ବାସ୍ତୁ ପ୍ରଭାବ ଖରାପ ପଡିଥାଏ ଆଉ ରାହୁ କେତୁ ଘରକୁ ଦରିଦ୍ର କରିଥାନ୍ତି ।

୫. ଯେଉଁ ଘରେ ଦଳା ହୋଇଥିବା ଅଟା ବହୁତ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ଖିଆ ହୋଇଥାଏ ସେହି ଘରେ ନକାରାତ୍ମକ ଶକ୍ତି ପ୍ରଭାବ ବଢିବାକୁ ଲାଗିଥାଏ ଆଉ ସେହି ଘର ଲୋକଙ୍କ ଜୀବନ ନର୍କ ହୋଇଥାଏ ତେବେ ଦଳା ଅଟା ବହୁତ ଦିନ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ବହୁତ ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *