Vastu Shastra- ମା ଲକ୍ଷ୍ମୀ କୁହନ୍ତି ଘରେ ବନାନ୍ତୁ ଏହି 1 ନିୟମ, କେବେବି ହେବନି ଧନର ଅଭାବ

ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ ଆଉ ଏହି କାରଣରୁ ଆମକୁ ବହୁତ ହାନି ଏବଂ ଲାଭ ମଧ୍ୟ ମିଳିଥାଏ । ତେବେ ଅଜାଣତରେ ମଧ୍ୟ ହୋଇଥିବା ଭୁଲ ପାଇଁ ଆମ ଜୀବନରେ କିଛି ଅଣିଷ୍ଠ ଘାତିଯାଇଥାଏ ଯାହାକୁ ଆମେ କଣ ବୁଝିବୁ ବଳି ନ ବିଚାର କରି ଅନ୍ୟ ମାନଙ୍କୁ ଦୋଷ ଦବା ଆରମ୍ଭ କରିଥାଉ ।

ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଯଦି ଘର ଜିନିଷ ରଖା ହୋଇଥାଏ ଆଉ ନିୟମ ଅନୁଯାଇ ଘର ଆଇଏସଟି ଦେବତା ସହ ଅନ୍ୟୁଆ ଭଗବାନଙ୍କ ପୂଜା ଅର୍ଚନା କରା ଯାଇଥାଏ ତେବେ ମଣିଷକୁ କମ ପରିଶ୍ରମରେ ମଧ୍ୟ ବହୁତ ଲାଭ ମିଳିଥାଏ ଆଉ ସେହି ବ୍ୟକ୍ତି ବହୁତ ଧନୀ ବ୍ୟକ୍ତି ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ତାଲା ଖୋଜିବ ଆଉ ଆପଣଙ୍କୁ ବହୁତ ସୁଖ ପ୍ରାପ୍ତ ହବ ।

୧. ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କ ଦିନ ହୋଇଥାଏ ବୋଲି ଆପଣ ମାନେ ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଶାସ୍ତ୍ରରେ କୁହା ଯାଇଛି ଯେ ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାର ଅସୁବିଧା ଚାଲିଛି ତେବେ ଆପଣ ରବିବାର ପୂର୍ବ ରାତିରେ ଗୋଟେ ଗ୍ଳାସ ପାଣିରେ କିଛି କ୍ଷୀର ପକାଇ ନିଜ ମୁଣ୍ଡ ପାଖରେ ରଖି ସୁଆନ୍ତୁ କିନ୍ତୁ ଧ୍ୟାନ ରଖିବେ ଯେମିତି ସେହି ପାଣି ଆପଣଙ୍କ ହାତ ଲାଗି ପଡିବନି ଯେମିତି । ତେବେ ସକାଳେ ଉଠି ଏହି ପାଣିକୁ ବବୁଲ ଗଛରେ ନେଇ ପକାନ୍ତୁ ଆପାଙ୍କ ଘର ସବୁ ସମସ୍ୟା ଆପେ ଆପେ ଦୂର ହୋଇଯିବ ।

୨. ଯଦି ଆପଣଙ୍କ କାମ କୌଣସି ପ୍ରକାର ଅଟକି ଯାଉଛି ବା ହଉଥିବା କାର୍ଯ୍ୟ ମଧ୍ୟ ମଝିରେ ରହି ଯାଉଛି ତେବେ ଆପଣଙ୍କୁ ରବିବାର ଦିନ କଳା କୁକୁର କୁ ରୁଟି ଖାଇବାକୁ ଦିଅନ୍ତୁ, ନଚେତ କାଉ ବା କଳା ପାଖିକୁ ଖାଇବାକୁ ଦିଅନ୍ତୁ, ଏହା ଛଡା କଳା ରାଶି ବା ବିରି ଦାନ କରନ୍ତୁ ଆପଣଙ୍କ ଘର ସବୁ ସମସ୍ୟା ଦୂର ହୋଇଯିବ ଆଉ ଆପଣ ଜୀବନରେ ବହୁତ ରୋଜଗାର କରିବା ସହ ମାନ ସମ୍ମାନ ପାଇବେ ।

୩. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ପ୍ରତି ଦିନ ସୂର୍ଯ୍ୟଙ୍କୁ ଯ;ଲ ଅର୍ପଣ କରିବା ଶୁଭ ରହିଥାଏ କିନ୍ତୁ ଯଦି ଆପଣ ସବୁଦିନ କରି ପାରୁ ନାହାନ୍ତି ତେବେ ଆପଣ ରବିବାର ଦିନ ସକାଳେ ସ୍ନାନ ଇତ୍ୟାଦି ସମାପ୍ତ କରି ଭଗବାନ ସୂର୍ଯ୍ୟ ଦେବଙ୍କୁ ପୂଜା ଅର୍ଚନା କରନ୍ତୁ ଆଉ ଜଳ ଦେଲା ବେଳେ ଧ୍ୟାନ ରଖିବେ ଯେମିତି ଆପାଙ୍କ ମୁଖ ପୂର୍ବ ଦିଗକୁ ରହିବ ଏହା ଛଡା ଜଳ ଆପମନଙ୍କ ପାଦ ଉପରେ ପଡିବ ନାହିଁ । ଜଳ ଆରପା କରିବା ବେଳେ ଓଂ ସୂର୍ଯ୍ୟଦେବାୟ ନମଃ ଜାପ କରନ୍ତୁ ଆପଣଙ୍କ ଜୀବନ ସବୁ ସମସ୍ୟା ଦୂର ହବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *