ମାଡି ଆସୁଛି ବାତ୍ୟା Saheen, ଏହି ସବୁ ଜିଲ୍ଲାକୁ ହେଲା ହାଇ ଅଲର୍ଟ

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ବା-ତ୍ୟା ଗୁଲାବର ଅବଶିଷ୍ଟାନ୍ସ ଭାବେ ଆଉ ଏକ ବା-ତ୍ୟା ରୂପ ନେବ । ଉତ୍ତର ପୂର୍ବ ଆରବ ସାଗର ଉପରେ ବା-ତ୍ୟା ଗୁଲାବର ପ୍ରଭାବ ରହିଛି । ଆଜି ଗୁଜୁରାଟ ଉପକୂଳରେ ଏହା ଅବପତର ରୂପ ହେବ । ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ବା-ତ୍ୟା ଗୁଲାବ ସାମୁଦ୍ରିକ ଝଡରେ ପରିଣିତ ହେବାକୁ ଯାଉଛି । ଏହି ବା-ତ୍ୟାର ନାଁ ରହିବ ସାହିନ ଯାହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଜାରି ହୋଇଛି ।

ଭାରତୀୟ ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି ବା-ତ୍ୟା ସାହିନକୁ ନେଇ ଗୁଜୁରାଟ ଉପକୂଳରେ ହାଇ ଆଲର୍ଟ ଜାରି କରା ଅଯାଇଛି । ମଶ୍ଚ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଜବା ପାଇଁ ପରାମର୍ଶ ଦିଆ ଯାଇଛି । ସୂଚନା ମୁତାବକ ବା-ତ୍ୟା ସାହିନ ଅକ୍ଟୋବର ୧ରେ ସୃଷ୍ଟି ହେବାକୁ ଯାଉଛି । ବା-ତ୍ୟା ଗୁଲାବ ସପ୍ଟେମ୍ବର ୨୬ରୁ ୨୮ ଯାଏଁ ଅନେକ ରାଜ୍ୟରେ ପ୍ରଭାବ ପକାଇଛି । ବର୍ତ୍ତମାନ ବା-ତ୍ୟା ଗୁଲାବ ମିଦାଳ ଇଷ୍ଟ କନଟ୍ରି ବା କାପାରର ନାମ ଅନୁଯାୟୀ ବା-ତ୍ୟା ସାହିନ ରଖା ଯାଇଛି । ବା-ତ୍ୟା ସାହିନର ପ୍ରଭାବ ଭାରତରେ ଏତେ ଅମାତ୍ରାରେ ଦେଖାଯିବ ନାହି ।

କିନ୍ତୁ ମହାରାଷ୍ଟ୍ର ଓ ଗୁଜୁରାଟରେ ବା-ତ୍ୟା ସାହିନ ର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଡାକ୍ତର ଜେନାମଣି ସଂଜୀବ କୁମାର ସୂଚନା ଦେଇଛନ୍ତି । ସେପ୍ଟେମ୍ବର ଶେଷ ଭାଗକୁ ବା-ତ୍ୟା ସାହିନର ପ୍ରଭାବ ଧୀରେ ଧୀରେ ଦେଖିବାକୂ ମିଳିବ । ସୂଚନା ଅନୁଯାୟୀ ସୂର୍ଯ୍ୟ ବର୍ତ୍ତମାନ ରହିଛନ୍ତି ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ୱାଟର ମାର୍କ ଆସ୍ତେ ଆସ୍ତେ ଉତପ୍ତ ହେବାରେ ଲାଗିଛି ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି । ବା-ତ୍ୟା ଗୁଲାବ ସାହିନ ର ରୂପ ନେବାକୁ କେତେ ସମୟ ଲାଗିପାରେ ତାହା ଏ ଯାଏଁ ଆକଳନ କରଯାଇ ନାହି । ବା-ତ୍ୟା ସାହିନ ପାକିସ୍ତାନ ଓ ମାକ୍ରାନ୍ତ କୋଷ୍ଟ ଦେଇ ଗତି କରିବ ବୋଲି ସୂଚନା ମିଳିଛି ।

ମହାରାଷ୍ଟ୍ର ଓ ଗୁଜୁରାଟ ରେ ବା-ତ୍ୟା ସାହିନ ଯୋଗୁ ଚଳ ଚଞ୍ଚଳ ରହିବ । ବା-ତ୍ୟା ଗୁଲାବ ପୁଣି ଥାରେ ପୂର୍ଣଜନ୍ମ ନେଇ ଥିବାରୁ ଏହାର ନୂଆ ନାମ ସାହିନ ରଖା ଯାଇଛି । ବା-ତ୍ୟା ଗୁଲାବ ସମୟ କ୍ରମେ ଦୁର୍ବଳ ହୋଇ ସାରିଛି । କିନ୍ତୁ ଏହାରା ପ୍ରଭାବରେ ଅନେକ କ୍ଷୟ କ୍ଷତି ଘଟିଛି । ତେବେ ବା-ତ୍ୟା ସାହିନ ର ପ୍ରଭାବ ଭାରତରେ କେତେ ଦୂର ରହିବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *