ବାତ୍ୟା Gulab ପରେ ସକ୍ରିୟ ହେଉଛି ଆଉ ଏକ ଘୂର୍ଣ୍ଣୀବଳୟ, ନେଇ ପାରେ ବାତ୍ୟାର ରୂପ… ଦେଖନ୍ତୁ Video କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବା-ତ୍ୟା ଗୁଲାବ ଲ୍ୟାଣ୍ଡଫଲ ହେବା ପରେ ଅନେକ କ୍ଷ-ୟ କ୍ଷ-ତି ଘଟିଛି । ଲ୍ୟା-ଣ୍ଡ-ଫ-ଲ ସମୟରେ ବା-ତ୍ୟା ଗୁଲାବ ପ୍ରକୋପରେ ଅନେକ ରାଜ୍ୟ ଗୁଡିକରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହ ପବନର ବେଗ ଅଧିକ ମାତ୍ରା ରେ ରହିଛି । ସୂଚନା ଯୋଗ୍ୟ କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେଉଁ ବର୍ଷା ହୋଇଛି ସେଥି ମଧ୍ୟରୁ କୋରାପୁଟର ପଟାଙ୍ଗି ରେ ସର୍ବାଧିକ ବର୍ଷ ରେ-କ-ର୍ଡ କରା ଯାଇଛି । ଏଠାରେ ୪୮.୦ ମିଲିଗ୍ରାମ ବର୍ଷା ରେ-କ-ର୍ଡ କରା ଯାଇଛି । ଏହା ସହ କୋରାପୁଟ ଓ ଗଜପତି ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ରେ-କ-ର୍ଡ କରା ଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ମିଳିଛି ।

ଅନ୍ୟ କ୍ଷେତ୍ର ରେ ସୂଚନା ମୁତାବକ ବା-ତ୍ୟା ଗୁଲାବ ପରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଆଉ ଏକ ସାଇକ୍ଳୋନିକ ସର୍କ୍ୟୁଲେସନ । ବାଙ୍ଗଲାଦେଶ ମିଆଁମାର ଅଞ୍ଚଳରେ ପୁଣି ଏକ ଘୂ-ର୍ଣ୍ଣୀ ବ-ଳ-ୟ ମାଡି ଆସୁଛି ବୋଲି ଭୁବନଶ୍ଵେର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି ।

ଏହାର ପ୍ରଭାବ ରେ ଅନେକ ରାଜ୍ୟ ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡିଶାରେ ସେପ୍ଟେମ୍ବର ୨୯ ଓ ୩୦ ତାରିଖ ଦିନ ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏହି ବା-ତ୍ୟାର ପ୍ରଭାବ କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବରଗଡ, ବାଲେଶ୍ଵର, ଭଦ୍ରକ ଆଦି ଜିଲ୍ଲା ଗୁଡିକ ରେ ଦେଖାଯିବ । ଏହି ସବୁ ଜିଲ୍ଲା ଗୁଡିକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଜାରି କରା ଯାଇଛି । ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡିକୁ ରେଡ ଆଲର୍ଟ ଜାରି କରା ଯାଇଛି । ଏହା ସହ ସମରୁଦ୍ର ଭିତରକୁ ନ ଯିବା ପାଇଁ ମାଛ ଧରାଳି ମାନଙ୍କୁ ସତର୍କ ସୂଚନା ଜାରି କରା ଯାଇଛି । ଅନ୍ୟ ସବୁ ଜିଲ୍ଲା ଗୁଡିକରେ ମଧ୍ୟ ଆଉ ଏକ ବା-ତ୍ୟା ଆସୁଥିବା ନେଇ ଆଲର୍ଟ ଜାରି କରା ଯାଇଛି । ଏହି ବା-ତ୍ୟାର ପ୍ରଭାବରେ ପବନର ବେଗ ତୀବ୍ର ରହିପାରେ ବୋଲି ଅନୁମାନ କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *