ଭୁବନେଶ୍ଵରର ଚାଲିଛି ଆତଙ୍କରାଜ, ଘରେ ପଶି ଦେଖେଇଲେ ଭାଇଗିରି, ଭଙ୍ଗାରୁଜା କଲେ, ଲୋକଙ୍କୁ ଡରେଇଲେ, ଦେଖନ୍ତୁ ଭାଇରାଲ Video

ଭୁବନେଶ୍ଵର ସହିଦନଗର ବଙ୍କୁଆଲରେ ଥିବା ଏକ ଆପାର୍ଟମେଣ୍ଟରେ ଗତକାଲି ଦୁଇ ଜଣ ଯୁବକଙ୍କ ଗୁ-ଣ୍ଡା-ରା-ଜ ଦେଖିବାକୁ ମିଳିଛି । ଦୁଇ ଜଣ ଯୁବକ ଆପାର୍ଟମେଣ୍ଟ ଭିତରେ ପ-ଶି ଭ-ଙ୍ଗା-ରୁ-ଜା କରିବା ସହ ଆଖାପାଖର କିଛି ଲୋକମାନଙ୍କୁ ଭ-ୟ-ଭୀ-ତ କରାଇଥିଲେ । ସେମାନେ ସେଠି ଗା-ଳି ଗୁ-ଲ-ଜ ବି କରିଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅଟେ କି ପ୍ରାୟତଃ ସବୁଦିନ ଏହିଭଳି ଘଟଣା ଘଟିଥାଏ । ସେମାନେ ତାଙ୍କୁ ମା-ରି-ଦେ-ବ ବୋଲି ଧ-ମ-କ ମଧ୍ୟ ଦେଇଛନ୍ତି ।

ଗତକାଲି ଆପାର୍ଟମେଣ୍ଟର ବାସିନ୍ଦାମାନେ ଥାନାରେ ଲିଖିତ ଅ-ଭି-ଯୋ-ଗ ଦେବା ସହିତ ଏହି ମା-ମ-ଲା-ରେ ତୁ-ର-ନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋ-ଲି-ସ-କୁ ଅନୁରୋଧ ବି କରିଛନ୍ତି ।

କହିଦେଉଛୁ କି କିଛି ଦିନ ତଳେ ଭୁବନେଶ୍ଵରର ମୁଖ୍ୟ ରାସ୍ତାରେ କମ ବୟସର କିଛି ଛୋଟ ପିଲାମାନେ ରାତିରେ ହ-ଙ୍ଗା-ମା- କରିଥିଲେ । ସେମାନେ ହାତରେ ବ-ନ୍ଧୁ-କ, ଖ-ଣ୍ଡା ଧରି ଲୋକମାନଙ୍କ ମନରେ ଭ-ୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । ପୋ-ଲି-ସ ଏହି ମା-ମ-ଲା-ରେ କିଛି ଯୁବକଙ୍କୁ ଗି-ର-ଫ ମଧ୍ୟ କରିଛି । ବର୍ତ୍ତମାନ ବି ପୋ-ଲି-ସ-ର ଏକ ସ୍ଵତନ୍ତ୍ର ଟିମ କିଛି କିଛି ସ୍ଥାନରେ ଚଢଉ କରି ହ-ଙ୍ଗା-ମା କରୁଥିବା ଯୁବକମାନଙ୍କୁ ଧରିବାକୁ ଚେଷ୍ଟା କରୁଛି । ଏହି ହଙ୍ଗାମାର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ- ବି ହୋଇଥିଲା ।

ବର୍ତ୍ତମାନ ସହିଦନଗରରେ ଥିବା ଏକ ଆପାର୍ଟମେଣ୍ଟରେ କିଛି ଯୁବକମାନେ ଗୁ-ଣ୍ଡା-ରା-ଜ କଥିବାର ଦୃ-ଶ୍ୟ ସାମ୍ନାକୁ ଆସିଛି । ଭି-ଡି-ଓ-ରେ ଆପଣ ଦେଖି ପାରିବେ କି ଦୁଇ ଜଣ ବ୍ୟକ୍ତି ନି-ଶା କରି ଆପାର୍ଟମେଣ୍ଟ ଭିତରେ ପଶି ଲୋକମାନଙ୍କୁ ଭ-ୟ-ଭୀ-ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ସି-କ୍ୟୁ-ରି-ଟି ଗା-ର୍ଡ-କୁ ମଧ୍ୟ ମା-ଡ ମା-ରୁ-ଛ-ନ୍ତି । ଆପାର୍ଟମେଣ୍ଟ ଭିତରେ ଯେଉଁ ଦୋକାନ ଅଛି ତାର ଜିନିଷକୁ ଆଣି ବାହାରେ ଭା-ଙ୍ଗୁ-ଛ-ନ୍ତି ଓ କି-କି କା-ଚ ବୋତଲ ବି ଭା-ଙ୍ଗି-ବା-କୁ ଚେଷ୍ଟା କରୁଛନ୍ତି । ଗୋଟିଏ ସାଇକଲକୁ ବାରମ୍ବାର ଟେକି ତଳେ ଫୋ-ପା-ଡି ଭା-ଙ୍ଗି-ବା-କୁ ଚେଷ୍ଟା କରୁଛନ୍ତି ।

ଖୁଲାମଖୁଲା ସମସ୍ତଙ୍କୁ ଧ-ମ-କ ମଧ୍ୟ ଦେଉଛନ୍ତି । ଏହି ଦୃଶ୍ୟ ପାଖାପାଖି ଅଧ ଘଣ୍ଟାରୁ ଉ-ର୍ଦ୍ଧ ସମୟ ପର୍ଯ୍ୟନ୍ତ ଚାଲିଥିଲା । ଏହା କେବଳ ଗୋଟିଏ ଘଟଣା ନୁହେଁ ପ୍ରାୟତଃ ସବୁଦିନ ଏହିଭଳି ଘଟଣା କୌଣସି ନା କୌଣସି ସ୍ଥାନରେ ଘଟିଥାଏ । ଆପାର୍ଟମେଣ୍ଟ ଲୋକମାନେ ଭ-ୟ-ଭୀ-ତ ହୋଇ କିଛି କହୁ ବି ନାହାନ୍ତି । କିନ୍ତୁ ଗତକାଲି ଏହି ଦୃଶ୍ୟକୁ ଆପାର୍ଟମେଣ୍ଟର କିଛି ଲୋକମାନେ ଭି-ଡି-ଓ- କରି ସହିଦ ନଗର ଥା-ନା-ରେ ଅ-ଭି-ଯୋ-ଗ କରିଛନ୍ତି ଓ ଏହି ଯୁବକମାନଙ୍କ ବି-ରୁ-ଦ୍ଧ-ରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।

ଏହି ଯୁବକମାନେ ସ୍ଥାନୀୟ ବାସିନ୍ଦା ଅଟନ୍ତି ଓ ସେମାନେ ସବୁଦିନ ଏହିଭଳି ହ-ଙ୍ଗା-ମା- କରୁଛନ୍ତି । ଆପାର୍ଟମେଣ୍ଟ ଭିତରେ ପଶି ସେମାନେ ଗୁ-ଣ୍ଡା-ର-ଜ କରୁଛନ୍ତି । ଏହିଭଳି ହ-ଙ୍ଗ-ମା- କରି ଏହି ଯୁବକମାନେ ପୋ-ଲ-ସି-କୁ ଖୋଲା ଚ୍ୟା-ଲେ-ଞ୍ଜ ଦେଉଛନ୍ତି । ଗତକାଲି ଏହି ଘଟଣା ପରେ ଯେତେବେଳେ ପୋ-ଲି-ସ-କୁ ଏହା ବିଷୟରେ ସୂଚିତ କରାଗଲା ତେବେ ପି-ସି-ଆ-ର- ଆସିବା ପୂର୍ବରୁ ହିଁ ଏହି ଦୁଇ ଯୁବକ ସେହି ସ୍ଥାନରୁ ଚାଲି ଯାଇ ଥିଲେ ।

Leave a Reply

Your email address will not be published. Required fields are marked *