ଦିନରେ ଥରେ ମାତ୍ର ପିଅନ୍ତୁ ଏହି ଜୁସ, ଶରୀରକୁ ଛୁଇଁ ବି ପାରିବନି କୌଣସି ରୋଗ- Acharya Balkrishna

ବର୍ତମାନ ସମୟରେ ଗରମ ପାଗ ଚାଲୁଅଛି ଏହି ଗରମ ପାଗକୁ ଦେଖି ଆମ ଦେହକୁ ଏନର୍ଜି ଦେବାପାଇଁ ଆମେ କେତେ ପ୍ରକାରର ଜୁଷର ସେବନ କରିଥାଉ । କିନ୍ତୁ ସାଙ୍ଗମାନେ ସବୁ ଫଳ ଭିତରୁ ଗୋଟେ ଏମିତି ଫଳ ଅଛି ଯେଉଁ ଫଳର ଜୁଷ୍ ପିଇଲେ ଆପଣଙ୍କ ଶରୀର ପାଇଁ ବହୁତ ଗୁଡ଼ିଏ ଲାଭ ହୋଇଥାଏ ।

ଆଜ୍ଞା ହଁ ସାଙ୍ଗମାନେ ଆମେ କଥା ହେଉଛୁ ବେଲ ଜୁସ ବିଷୟରେ । ବେଲର ଜୁସ ନିଜ ସ୍ୱାସ୍ଥ୍ୟର ଧ୍ୟାନ ଖାଲି ନୁହେଁ ଶରୀରରେ ଯେଉଁ ମହତତ୍ପୂର୍ଣ୍ଣ ପ୍ରୋଟିନର ଆବଶ୍ୟକତା ହୋଇଥାଏ । ସେଇ ଆବଶ୍ୟକତାକୁ ବି ପୁରଣ କରିଥାଏ ।

ବେଲର ଜୁସ ଗୋଟେ ଶକ୍ତିଶାଳୀ ଫଳ ଅଟେ ଯେଉଁଥିରେ ବିଟା କେରୋଟିନ,ପ୍ରୋଟିନ ଓ ଭିଟାମିନ ସି ଭଳି କେତେ ଗୁଡ଼ିଏ ପୋଷକ ତତ୍ତ୍ୱ ପାୟା ଯାଇଥାଏ । ବେଲର ଗଛ ଭାରତୀୟ ମେଟ୍ରିର ଗଛ ଅଛି ଯିଏ କି ଭାରତୀୟ ଲୋକଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ । ଗୋଟେ ବେଲରେ 250 ମିଲିମିଟର ଗ୍ଲାସଭରି ଯାଇଥାଏ ଯେଉଁଥିରେ 140-150 କ୍ୟାଲୋରୀ ରହିଥାଏ । ବେଲର ରସ ପିଇଲେ ବହୁତ ସାରା ଲାଭରହିଛି ଆସନ୍ତୁ ସାଙ୍ଗମାନେ ଆଜି ଆମେ ଏହି ଲାଭ ବିଷୟରେ ଜାଣିବା ।

ଥଣ୍ଡାକୁ ଦୁର କରିବାର ଲାଭଦାୟକ :

ବେଲର ଜୁସ ଥଣ୍ଡା ଭଳି ରୋଗରୁ ମୂଳରୁ ଶେଷ କରିବାପାଇଁ କାରଗର ସିନ୍ଧୁ ହୋଇଥାଏ । ବେଲର ଜୁଶ ନିଜର ପାଚକ ତତ୍ତ୍ୱର ସହିତ ଅନ୍ତର ବି ପର୍ବ ସଂକ୍ରୀୟାତା ରୁ ଶେଷ କରିଥାଏ ଓ ଥଣ୍ଡାକୁ ଶେଷ କରିବାର ଅଛି ।

ଓଜନ କମାଇବାରେ ଲାଭବାନ :

ସାଙ୍ଗମାନେ ଗୋଟେ ବେଲ ଜୁସରେ 140 କ୍ୟାଲୋରୀ ରହିଥାଏ। ଯାହା ଆପଣଙ୍କ ଶରୀରର ଓଜନ କାମାଇବାରେ କାରଗର ହୋଇଥାଏ । ସକାଳୁ ଗୋଟେ ଗ୍ଲାସ୍ ବେଲର ଜୁସ ସବୁବେଲେ ପିଇବା ଦ୍ଵାରା ଆପଣକୁ ନଜକୁ ନିଜେ ଅନୁଭୂତି କରି ଜନିପାରିବେ ଆପଣଙ୍କ ଓଜନ କେତେ କମୁଛି ।

ହଜମ ପ୍ରକ୍ରିୟାରେ ଲାଭବାନ :

ବେଲର ଗୋଟେ ଗ୍ଲାସରେ ପ୍ରୋଟିନ, ବିଟା କ୍ୟାରୋଟିନ, ଫାଇବର,ଓ ଭିଟାମିନ ସି ରହିଥାଏ ଯାହା ଆପଣଙ୍କ ଶରୀରରେ ଲାଭଦାୟକ ହୋଇଥାଏ । କୋଲେଷ୍ଟ୍ରଲର ନିୟନ୍ତ୍ରିତ କରିବାରେ ବେଲର ରସ ଲିପିଡ୍ ପ୍ରୋଫାଇଲ୍ ଓ ଟ୍ରାଇଗ୍ଲଶରାଇଦ ନିୟନ୍ତ୍ରିତ କରିବାର ଶକ୍ତି ରହିଥାଏ ଯାହା ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ ଅଟେକେଇବାରେ ସାହାଯ୍ୟ କରିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *