କର୍ମଚାରୀଙ୍କୁ ଭିଡି ନାଚିଲେ BEO ମ୍ୟାଡାମ, ଯାହା ଏବେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ପାଖରେ ଯେଉଁ ପ୍ରସଙ୍ଗ ଟିକୁ ନେଇ ଆସିଛୁ ତାହା ହେଉଛି ସରକାରୀ ଅତିଥି ଭବନର । ଏଠାରେ ସମ୍ବଲପୁରୀ ଗୀତ ସାଙ୍ଗକୁ ନାଚ ମଧ୍ୟ ଚାଲିଛି । ସରକାରୀ ଅତିଥି ଭବନରେ ଚାଲିଥିଲା ନାଚ ଗୀତ ର ଆସର ।

ଭବନ ରେ ନାଚୁଥିଲେ ଅନେକ ଅଫିସର । ମାତ୍ର ଦେଖିବାର ଥିଲା BEO ମାଡାମ କୁ । ଆପଣ ମାନେ ଭଲ ଭାବରେ ଅବଗତ ଯେ, ଗତବର୍ଷ କୋ-ରୋ-ନା ସଂକ୍ରମଣ ଆସି ସାରା ରାଜ୍ୟ ରେ କିଭଳି ଭୟାବହ ପରିସ୍ଥିତି ଉପୁଜେଇଅଛି । ମାତ୍ର ଚଳିତ ବର୍ଷ ଏହି ସଂକ୍ରମଣ ର ଆତଙ୍କ ସାରା ରାଜ୍ୟ ରୁ ନଯାଇଥବା ବେଳେ, ଏହା ଅନେକ ବ୍ୟକ୍ତି ବିଷେଶ ଙ୍କ ସହିତ ଛୋଟ ଛୋଟ ପିଲା ମାନଙ୍କର ମଧ୍ୟ ଜୀବନ କୁ ନେଇ ବସିଛି ।

ଏଭଳି ସଙ୍କଟାପର୍ଣ୍ଣ ପରିସ୍ଥିତି ରେ ଲୋକେ ନାନା ପ୍ରକାରର ଅସୁବିଧାର ସମୁଖୀନ ହେଉଥିବା ବେଳେ ଲକ ଡାଉନ ତଥା ସଟ ଡାଉନ ନିୟମରେ ବାନ୍ଧି ହୋଇ ଘରେ ରହୁଛନ୍ତି । ମାତ୍ର ସମ୍ବଲପୁର ର BEO ତଥା ତାଙ୍କ ସହଯୋଗୀ ମାନଙ୍କ ମନରେ ଟିକିଏ ମଧ୍ୟ ସଙ୍କୋଚ ନାହିଁ । ସମସ୍ତେ ବେସ ଉପଭୋଗ କରି ସମ୍ବଲପୁର ସଙ୍ଗୀତ ର ତାଳେ ତାଳେ ନାଚୁଛନ୍ତି ।

କୋ-ରୋ-ନା କଟକଣା ର ଅବମାନନା କରି ସରକାରୀ ପଦବୀ ର ଅପବ୍ୟବହାର ମଧ୍ୟ କରାଯାଉଅଛି । ସରକାରୀ ଅତିଥି ଭବନରେ ଜମିଥିଲା ନାଚ ଗୀତ ର ମାହୋଲ । ଏହି ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କୋଭିଡ କଟକଣା ସମୟରେ ଡ୍ୟାନ୍ସ କୁ ନେଇ । BEO ମାଡାମ ବିନା ମାସ୍କ ରେ ଏକାଧିକ ଲୋକଙ୍କ ସହିତ ମିଶି ଡ୍ୟାନ୍ସ କରୁଛନ୍ତି ।

ଏହି ଭି-ଡି-ଓ ଟି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ଭା-ଇ-ରା-ଲ ହେବାକୁ ଲାଗିଛି । ମାତ୍ର ଭି-ଡି-ଓ ଟି କେଉଁ ତାରିଖର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାତ୍ର କୋ-ରୋ-ନା କଟକଣା ମଧ୍ୟରେ ହିଁ ଏହି ଭି-ଡି-ଓ ଉତ୍ତୋଳନା ହୋଇଅଛି ବୋଲି ସୂଚନା ମିଳିଅଛି ।

ଏହା ବାଲିମେଲା ଅଞ୍ଚଳରେ ଥିବା ପୋଟେରୁ ଜଳସେଚନ ପ୍ରକଳ୍ପ ର ଅତିଥି ଭବନ । ଏଠାରେ ପ୍ରଶ୍ନ ଉଠୁଅଛି ଯେ, ସରକାରୀ ଅତିଥି ଭବନରେ କିଭଳି ସରକାରୀ କର୍ମଚାରୀ ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ନିୟମ କୁ ଉ-ଲଂ-ଘ-ନ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତି କିଭଳି ଭାବରେ ବିପଦାପୂର୍ଣ୍ଣ ହୋଇସାରିଛି ଜାଣି ମଧ୍ୟ BEO ମାଡାମ ସମସ୍ତ କଥାର ଉ-ଲଂ-ଘ-ନ କରିଛନ୍ତି ।

ଏନେଇ BEO ମାଡାମ ଙ୍କୁ ବାରମ୍ବାର ପ୍ରଶ୍ନ ପଚାରିବା ପରେ ମଧ୍ୟ ସେ କିଛି ଉତ୍ତର ଦେଇ ନଥିଲେ । ଆମ୍ଭର ଗୋଟିଏ ପ୍ରଶ୍ନ ଯେ ସରକାର ଏ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କାରଣ ସାଧାରଣ ଜନତାଙ୍କ ଠାରୁ ଅନେକ ମାଧ୍ୟମରେ ଦଣ୍ଡ ସହିତ ଜୋରିମାନା ମଧ୍ୟ ଆଦାୟ କରାଯାଉଅଛି । ମାତ୍ର ସରକାରୀ କର୍ମଚାରୀ ଙ୍କ ଠାରୁ ଏ ନେଇ କି ଦଣ୍ଡ ରହିଅଛି ତାହା ଦେଖିବା ଅପେକ୍ଷାରେ । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣ ଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *