ବେରୋଜଗାର ସ୍ଵାମୀକୁ DSP ମ୍ୟାଡମ କରିଲା IPS ଅଧିକାରୀ, ତା ପରେ ଯାହା ହେଲା ଜାଣି ବିଶ୍ଵାସ ହେବନି

ବିହାରର ଡ଼ିଏସପି ରେଶୁ କୃଷ୍ଣାଙ୍କୁ ନିଜ ସ୍ଵାମୀଙ୍କୁ ଆଇପିଏସ ଅ-ଧି-କା-ରୀ କରିବା ମହଙ୍ଗା ପଡିଗଲା ଓ ବର୍ତ୍ତମାନ ଏମାନଙ୍କ ଉପରେ କଡା କା-ର୍ଯ୍ୟା-ନୁ-ଷ୍ଠା-ନ ଗ୍ରହଣ କରାଯିବ । କହିବାକୁ ଗଲେ କହଲଗାଂୱର ଏସଡୀପୀଓ ରେଶୁ କୃଷ୍ଣା କିଛି ଦିନ ପୂର୍ବରୁ ଗୋଟିଏ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ପୋସ୍ଟ କରିଥିଲେ । ଯେଉଁଥିରେ ସେ ଓ ତାଙ୍କର ସ୍ଵାମୀ ୟୁନିଫର୍ମରେ ନଜର ଆସୁଥିଲେ । କିନ୍ତୁ ସୂଚନା ଅନୁସାରେ ଡ଼ିଏସପି ରେଶୁ କୃଷ୍ଣାଙ୍କ ସ୍ଵାମୀ କିଛି ବି କରନ୍ତି ନାହିଁ ।

କିନ୍ତୁ ରେଶୁ କୃଷ୍ଣା ନିଜ ସ୍ଵାମୀଙ୍କ ସହିତ ଯେଉଁ ଫଟୋ ଶେ-ୟା-ର କରିଲେ ସେଥିରେ ତାଙ୍କ ସ୍ଵାମୀ ଆଇପିଏସ ୟୁନିଫର୍ମରେ ଥିଲେ ଓ ପତ୍ନୀ ସହ ଭିକ୍ଟରି ସାଇନ ଦେଖାଉଛନ୍ତି । ଏହା ପରେ ଏହି ଫଟୋକୁ ନେଇ କେହି ଜଣେ PMO ଅଫିସରେ ଅ-ଭି-ଯୋ-ଗ କରିଦେଇଛି । ଏହି କଥାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚା ଚାଲିଛି ।

PMO ଅଫିସ ତରଫରୁ ମା-ମ-ଲା-ର ଯା-ଞ୍ଚ ପାଇଁ ଆଦେଶ ଦିଆଗଲା ଓ ଯା-ଞ୍ଚ-ର ରି-ପୋ-ର୍ଟ ବି ବର୍ତ୍ତମାନ ମିଳି ଯାଇଛି । ଯଦି ସେମାନେ ଦୋ-ଷୀ ହୁଅନ୍ତି ତେବେ ରେଶୁ କୃଷ୍ଣା ଓ ତାଙ୍କ ସ୍ଵାମୀ ସ-ମ-ସ୍ୟା-ରେ ପଡି ପାରନ୍ତି । ଏମାନଙ୍କୁ ଜେ-ଲ ମଧ୍ୟ ହୋଇପାରେ । ଅ-ଭି-ଯୋ-ଗ କରିଥିବା ବ୍ୟକ୍ତି ପିଏମଓକୁ ପତ୍ର ଲେଖିଛନ୍ତି କି ଡ଼ିଏସପି ରେଶୁ କୃଷ୍ଣାଙ୍କ ସ୍ଵାମୀ କିଛି ବି କାମ କରନ୍ତି ନାହିଁ । ତେବେ ସେ IPSର ୟୁନିଫର୍ମ କେମିତି ପିନ୍ଧିଲେ । ଅନ୍ୟ ପଟେ ରେଶୁ କୃଷ୍ଣା କହୁଛନ୍ତି କି ତାଙ୍କ ସ୍ଵାମୀ ଆଇପିଏସ ଅଟନ୍ତି ଓ ସେ ପିଏମଓରେ ଅଛନ୍ତି ।

ଏହି ପତ୍ର ମିଳିବା ପରେ ପିଏମଓ ମା-ମ-ଲା-କୁ ବିବାହର ପୋ-ଲି-ସ ମୁଖ୍ୟାଳୟକୁ ପଠାଇ ଦେଇଛନ୍ତି । ଏହି ମା-ମ-ଲାକୁ ନେଇ ବିବାହର ପୋ-ଲି-ସ ମୁଖ୍ୟାଳୟ ଏକ ଯା-ଞ୍ଚ କମିଶନ ବି ବସାଇଲେ ଯେଉଁଥିରେ ଏହା ଜଣା ପଡିଲା କି ଡ଼ିଏସପିଙ୍କ ସ୍ଵାମୀ ଆଇପିଏସ ଅ-ଧି-କା-ରୀ ନୁହନ୍ତି । ଅନ୍ୟ ପଟେ ଏହି ମା-ମ-ଲା ସାମ୍ନାକୁ ଆସିବା ପରେ ଡ଼ିଏସପି ଓ ତାଙ୍କ ସ୍ଵାମୀ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରୁ ନିଜର ୟୁନିଫର୍ମ ବାଲା ଫଟୋକୁ ହ-ଟା-ଇ ଦେଇଛନ୍ତି ।

ଭାଗଲପୁରର ଏସଏସପି ନିତାଶା ଗୁଡ଼ିୟା ଏହି ପୁରା ମା-ମ-ଲାର ଯା-ଞ୍ଚ କରି ପୋ-ଲି-ସ ମୁଖ୍ୟାଳୟକୁ ରି-ପୋ-ର୍ଟ ପଠାଇ ଦେଇଛନ୍ତି । କୁହାଯାଉଛି କି ସେହି ଯା-ଞ୍ଚ ରି-ପୋ-ର୍ଟ ଆଧାରରେ ପୋ-ଲି-ସ ମୁଖ୍ୟାଲାୟ କହଲଗାଂୱ ଏସଡୀପୀଓ ଉପରେ ଆଇଙ୍ଗତ କାର୍ଯ୍ୟକାରୀ ହୋଇପାରେ । ଡ଼ିଆଇଜି ସୁଜିତ କୁମାର କହିଲେ କି ଏହି ସ-ମ୍ବ-ନ୍ଧରେ ପୋ-ଲି-ସ ମୁଖ୍ୟାଳୟ ସ୍ତରରେ ମା-ମ-ଲାର ଯା-ଞ୍ଚ ଏସଏସପି ଦ୍ଵାରା କରାଯାଇଛି । ମୁଖ୍ୟାଲାୟକୁ ଯା-ଞ୍ଚ ରି-ପୋ-ର୍ଟ ପଠାଇ ଦିଆଯାଇଛି ।

ଅନ୍ୟ ପଟେ କହଲଗାଂୱ ଏସଡୀପୀଓ ରେଶୁ କୃଷ୍ଣା କହିଲେ କି ସେ ଏହା ବିଷୟରେ କିଛି ବି କହିବେ ନାହିଁ । ତାଙ୍କୁ ଏହା ବିଷୟରେ କିଛି ବି ଜଣା ନାହିଁ । କହିଦେଉଛୁ କି ଆଇନ ଅନୁସାରେ ସେନା ଓ ପୋ-ଲି-ସର ୟୁନିଫର୍ମ ସାଧାରଣ ଲୋକମାନେ ପିନ୍ଧିବା ଉପରେ ପ୍ର-ତି-ବ-ନ୍ଧି-ତ ଲଗା ଯାଇଛି । ଆଧିକାରିକ ଗୋପନୀୟତା ଅଧିନିୟମ ଧା-ରା ୬ ଅନୁସାରେ ଯଦି କୌଣସି ସାଧାରଣ ବ୍ୟକ୍ତି ଏହି ୟୁନିଫର୍ମ ପିନ୍ଧୁଛି ଓ ଏହାର ଉ-ଲଂ-ଘ-ନ କରୁଛି ତେବେ ତାକୁ ୩ ବର୍ଷର ଜେ-ଲ ଓ ଜୁ-ର-ମା-ନା ଲଗା ଯିବ । ଏମିତିରେ ଯଦି ସେମାନେ ଦୋ-ଷୀ ହୁଅନ୍ତି ତେବେ ରେଶୁ ଓ ତାଙ୍କର ସ୍ଵାମୀ ଜେ-ଲ ମଧ୍ୟ ଯାଇ ପାରନ୍ତି ।

Leave a Reply

Your email address will not be published. Required fields are marked *