ବେଶ୍ୟା ଭଳି ଗୁଣୀ ହୁଅ- Shukra Niti

ଯଦି ଆପଣ ଚହୁଁଛନ୍ତି ଲୋକ ଆପଣଙ୍କ ଇଜ୍ଜତ ସେହିଭଳି କରନ୍ତୁ ଯେମିତି ଜଣେ ରାଜାଙ୍କୁ କରାଯାଉଛି । ତେବେ ଆପଣଙ୍କୁ ଏହି ସାତଟି ଲୋକଙ୍କ ଗୁଣ ନିଜ ଭିତରେ ଆଣିବାକୁ ହେବ । ଏହି ସାତଟି ଲୋକ ଗୁଣ ଅଟେ ପିତାଙ୍କ ଗୁଣ, ମାତା ଙ୍କ ଗୁଣ, ଗୁରୁଙ୍କ ଗୁଣ, ଭାଇଙ୍କ ଗୁଣ , ବନ୍ଧୁଙ୍କ ଗୁଣ, କୁବେରଙ୍କ ଗୁଣ, ଯମଙ୍କ ଗୁଣ । ଆସନ୍ତୁ ଗୋଟୋ ଗୋଟି କରି ଏହି ସବୁ ଗୁଣକୁ ଜାଣିବା । ପିତାଙ୍କ ଦୁଇଟି ଗୁଣ ହୋଇଥାଏ ଯେମିତିକି ନିଜ ସନ୍ତାନକୁ ଗୁଣବାନ ବନେଇବା । ନିଜ ପିଲାର ଗୁଣକୁ ବୃଦ୍ଧି କରାଇବା । ଆଉ ପିତାର ସବୁଠୁ ବଡ ଗୁଣ ହୋଇଥାଏ ସୁରକ୍ଷା ଦେବା ।


ମା ଯେଉଁ ଦୁଇଟି ବଡ ଗୁଣ ହେଉଛିକି ଆପଣ ଜୀବନରେ କେତେବୀ ବଡ ଭୁଲ କରନ୍ତୁ ମା ଆପଣଙ୍କୁ କ୍ଷମା କରି ଦିଅନ୍ତି । ଆଉ ମାର ସବୁଠୁ ବଡ ଗୁଣ ଏହା ହୋଇଥାଏ ଆପଣ ଯେତେବି ବଡ ନାଲୟକ ହୋଇଥାନ୍ତୁ, ବା ଯେତେବୀ ଖରାପ ପରିସ୍ଥିତି ଚାଲିଥାଉ ମା ସବୁଆଡୁ ଆପଣଙ୍କ ଯତ୍ନ ନେଇଥାଏ । ଯଦି ଆପଣଙ୍କ ସାଙ୍ଗ ଭିତରୁ ଜଣେ ଆପଣଙ୍କ ଗୁଣକୁ ବୃଦ୍ଧି କରିବାକୁ ଚାହୁଞ୍ଚି ଓ ଆପଣଙ୍କୁ ବହୁତ ଅସୁବିଧାରୁ ମଧ୍ୟ ବଞ୍ଚାଇ ଥାଏ । ଆଉ ଆପଣ ଯେତେବି ଖରାପ କରିଥାନ୍ତୁ ଯେମିତି ପରିସ୍ଥିତିରେ ଥାନ୍ତୁ ସେ ସବୁବେଳେ ଆପଣଙ୍କ ସହିତ ରହିଥାନ୍ତି । ସେଇ ଲୋକ ପାଇଁ ଆପଣ କିଚିବି କରିଥାନ୍ତି ଆଉ ସେ ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ ହୋଇଥାଏ ।


ଭାଇର ସବୁଠୁ ବଡ ଗୁଣ ହୋଇଥାଏ ସେ ନିଜଠୁ ପ୍ରଥମେ ତାର ଭାଇ କଥା ଭାବିଥାଏ । ଆଉ ଗୁରୁର ଗୁଣ ଧାରଣ କରୁଥିବା ବ୍ୟଥୀ ସବୁବେଳେ ନିଜ ନଲେଜ ଓ ଜ୍ଞାନକୁ ବୃଦ୍ଧି କରିଥାଏ । ଆଉ ନିଜ ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ବହୁତ ଭଲ ବଣାଇ ପାରିବ । ଯଦି ଆପଣ ଚହୁଁଛନ୍ତି ଲୋକ ଆପଣଙ୍କର ବହୁତ ଇଜତ କରନ୍ତୁ ଶେଥି ପାଇଁ ଏହା ବହୁତ ଜରୁରୀ ଅଟେ ଲୋକ ନିଜନିଜକୁ ଅଧିକ ଆପଣଙ୍କୁ ବୁଦ୍ଧିମାନ ଭାବନ୍ତି । ଶୁକ୍ର ଗୋଟେ ଶ୍ଳୋକ ମାଧ୍ୟମରେ ବନ୍ଧୁ କୁବେରଙ୍କଓ ଯମଙ୍କ ବିଷୟରେ କହିଛନ୍ତି । ଶ୍ଳୋକତି ହେଲା” ଆତ୍ମସ୍ତ୍ରୀ ଧନ ଗୁହିଣ୍ୟାଙ୍ଗ ଗୋପ୍ତା , ବନ୍ଧୁସ୍ତୁ ମିତ୍ରବତ ଧନ ଦସ୍ତୁ କୁବେରହ ଶ୍ୟାଦ୍ୟମହ ଶ୍ୟାଚ ସୃଦଣ୍ଡକୃତ ” ।


ଭଲ ବନ୍ଧୁର ଅର୍ଥକି ସେ ଶରୀରର, ସ୍ତ୍ରୀର , ଧନର, ରହସ୍ୟର ରକ୍ଷା କରେ । ଶରୀର ଧନ ଓ ରହସ୍ୟର ରକ୍ଷା ମାନେ ଏହା ଅଟେକି ଆପଣଙ୍କ କାରଣରୁ ଆପଣଙ୍କ ସାଥିଙ୍କ ଏହି ତିନୋଟି ଜିନିଷର କ୍ଷତି କେବେବି ହେବା ଦରକାର ହୋଇନଥାଏ । ସ୍ତ୍ରୀ ରକ୍ଷାରମାନେ ଏହା ଅଟେକି ଆପଣଙ୍କ ପରିବାରର ଭଉଣୀକୁ ଭଉଣୀ ଭଳି ନୁହେଁ ନିଜ ଭଉଣୀ ବୋଲି ଭାବି ବ୍ୟବହାର କରିବା ଉଚିତ । ଆବେ ଆସନ୍ତୁ ଜାଣିବା କୁବେର ଗୁଣ ବିଷୟରେ ଏହାର ମାନେ ପଇସା ବାଲା ହେବା । ପଇସାକୁ ଯେତେ ବେସୀ ବଢାଇବା, ପଇସା କମାଇବାର ନୂଆ ନୂଆ ବାଟ ବାହାର କରାଇବା । କାରଣ ଆବଶ୍ୟକ ପଡିଲେ ନିଜ ଲୋକଙ୍କୁ ପଇସାର ସାହାର୍ଯ୍ୟ କରିପାରିବା ।


ଯାହା ପାଖରେ ଯେତେ ପଇସା ହୋଇଥାଏ ସମାଜରେ ତାର ସେତିକି ଇଜ୍ଜତ ବଢିଥାଏ । ଏବେ ଆସନ୍ତୁ ଜାଣିବା ଯମଙ୍କ ଗୁଣ ବିଷୟରେ ଯଦି କେହି ଆମ ସାଥୀଙ୍କୁ ଦୁଃଖ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରେ ଆମେ ତାକୁ ମଧ୍ୟ ଅଧିକ କଷ୍ଟ ଦେଇପାରିବ । ଆଉ ଯଦି କେହି ଆମର ସାଥ ବାଲା ଆମର ସାଥ ଦେବାକୁ ଚାହିଁ ନଥାଏତ ଏହି କଥା ମନେରଖିବା ଉଚିତ । ଯେତେ ଲଗନ ସହିତ ଆମେ ଅନ୍ୟ ଲୋକଙ୍କୁ କଷ୍ଟ ଦେବାକୁ ପ୍ରୟାସ କରିବା , ସେତେ ଅଧିକ ଲଗନ ସହିତ ଆମେ ତାକୁ କଷ୍ଟ ଦେବାକୁ ପଡିବ । ସେବେ ସେ ଲୋକ ଜାଣିବ କଷ୍ଟ ଦେବାର ମୂଲ୍ୟ । ଯଦି ଏହିସବୁ ଗୁଣ ଆପଣଙ୍କ ଭିତରେ ରହିବ ଲୋକ ଆପଣଙ୍କୁ ରାଜା ଭଳି ବ୍ୟବହାର କରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *