ଭାଗ୍ୟର ବିଡମ୍ବନା, ବାପା ପଛେ ପଛେ ସେହି ଜୁଇରେ ଜଳିଲା ପୁଅର ଚିତା

କ-ରୋ-ନାର ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଜୀବନ ନେଇ ସାରିଛି । କିନ୍ତୁ ସବୁଠୁ ଦୁଃଖର କଥା ହେଉଛି କ-ରୋ-ନା ଯୋଗୁ କେତେକ ପରିବାର ପ୍ରାୟତଃ ଲୋକମାନେ ନିଜର ପ୍ରାଣ ହରାଉଛନ୍ତି । କେତେକ ପରିବାର ସମସ୍ତ ସଦସ୍ୟ କ-ରୋ-ନା ଯୋଗୁ ମୃ-ତ୍ୟୁ ବରଣ କରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ

ଏମିତି ଘଟଣା ବିଷୟରେ କହିବୁ ଯାହାକୁ ଭାଗ୍ୟର ବିଡମ୍ବନା ଅଟେ । ଏହା କୌଣସି ଘଟଣା ନୁହେଁ ଏହା ଏକ ଦୁର୍ଘଟଣା ଅଟେ । ଗୋଟିଏ ପରିବାରରେ ପିତା ଓ ପୁଅ ମୃ-ତ୍ୟୁ ବରଣ କରିଛନ୍ତି । ସେହି ପରିବାର ସାନ ପୁଅର ଏକ ଦୁର୍ଘଟଣାରେ ମୃ-ତ୍ୟୁ ହୋଇଗଛି । ବାପାଙ୍କ ମୃ-ତ୍ୟୁର ଦିନେ ପରେ ପୁଅର ମୃ-ତ୍ୟୁ ହୋଇଛି । କେନ୍ଦ୍ରପଡା ରାଜକନିକା ଥାନା ଭାମଣ୍ଡ ଗାଁ ର ବଶିଷ୍ଠ ସାମଲ କ୍ୟାନ୍ସରରେ ପୀଡିତ ଥିଲେ ।

ତାଙ୍କର ମଝିଆ ପୁଅ ଢେଙ୍କାନାଳରେ ରହୁ ଥିବାରୁ ଢେନକାନାଲରେ ବାପାଙ୍କର ଭଲ ଚିକିତ୍ସା କରିବା ପାଇଁ ସେ ତାଙ୍କ ସହିତ ବାପାଙ୍କୁ ନେଇ ଯାଇଥିଲେ । କିନ୍ତୁ କିଛି ଦିନ ପରେ ହିଁ ତାଙ୍କର ସେହି ସ୍ଥାନରେ ମୃ-ତ୍ୟୁ ହୋଇଥିଲା । ମଙ୍ଗଳବାର ଦିନ ବାପାଙ୍କ ଦେ-ହା-ନ୍ତ ହେବା ପରେ ମୃତ ବାପାଙ୍କୁ ତିନି ପୁଅ ଗାଁକୁ ନେଇ ଆସୁଥିଲେ । ବାପାଙ୍କ ସହ ଦୁଇ ପୁଅ ଆମ୍ବୁଲାନ୍ସରେ ବସି ଆସୁଥିଲେ ଓ ସାନ ପୁଅ ତାପସ ସ୍କୁଟିରେ ବାପାଙ୍କ ପଛେ ପଛେ ଆସୁଥିଲେ ।

କିନ୍ତୁ ଏହି ସମୟରେ ବିଡମ୍ବନା ଦେଖନ୍ତୁ ବାପାଙ୍କ ପଛେ ପଛେ ଆସୁଥିବା ପୁଅ ବାପାଙ୍କ ପଛେ ପଛେ ଶ୍ମଶାନ ପର୍ଯ୍ୟନ୍ତ ଚାଲିଗଲା । ଯେମିତି ଲାଗୁଥିଲା କି ବାପା ସାନ ପୁଅ ତାପସକୁ ଡାକୁଥିଲେ । ବାପାଙ୍କ ଆମ୍ବୁଲାନ୍ସ ଆଗରେ ଯାଉଥିଲା କିନ୍ତୁ ଏହି ସମୟରେ ତାପାସଙ୍କ ସ୍କୁଟିକୁ ଏକା କାର ଧକା ଦେଲା । ସେହି କାର ଅନ୍ୟ କେତେକ ବାଇକକୁ ବି ଧକା ଦେଇଛି ।

କିନ୍ତୁ ସବୁଠୁ ଦୁଃଖର କଥା ହେଉଛି କି ଏହି ଦୁର୍ଘଟଣା ପରେ ତାପସଙ୍କ ସ୍କୁଟି ପଛରେ ବସିଥିବା ଭଉଣୀ ଧକା କାରଣରୁ କିଛି ଫୁଟୁ ଉପରକୁ ଉଠି ତଳେ ପଡିଗଲେ । ତାପସ ବି ସେହି ସ୍ଥାନରେ ଗୁରୁତ୍ଵର ଦୁର୍ଘଟଣା ଶିକାର ହେଲେ । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ହସ୍ପିଟାଲରେ ତାପସଙ୍କ ମୃ-ତ୍ୟୁ ହୋଇଗଲା । ଯେତେବେଳେ ପରିବାର ସଦସ୍ୟ ତାପସଙ୍କ ମୃ-ତ୍ୟୁର ଖବର ଶୁଣିଲେ ତେବେ ପରିବାରରେ ଦୁଃଖର ଲହରୀ ଖେଳିଗଲା ।

ବାପା ପଛେ ପଛେ ପୁଅ ବି ଚାଲିଗଲା । ବର୍ତ୍ତମାନ ସେହି ପରିବାରରେ ସମସ୍ତଙ୍କ ଆଖିରେ ଲୁହ, କେବଳ ପରିବାର ଲୋକମାନେ ନୁହେଁ ଆଖପାଖର ପଡୋଶୀ ବି କାନ୍ଦୁଛନ୍ତି । ବାପା ଓ ପୁଅର ମୃ-ତ୍ୟୁ ଖବର ବିଷୟରେ ଜାଣିବା ପରେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି ।

https://www.facebook.com/KanakNews/videos/537933717233065

Leave a Reply

Your email address will not be published. Required fields are marked *