କାଳ ସର୍ପ ଦୋଷ କଣ ଓ ଏହାର ଲକ୍ଷଣ କଣ ହୋଇଥାଏ ? କେମିତି ଏହା ବଦଳି ଦିଏ ଆପଣଙ୍କ ଭାଗ୍ୟ- Jyotish Shastra

ଆପଣ ମାନେ ଜାଣିଥିବେ କା-ଳ ସ-ର୍ପ ଦୋ-ଷ ଥିବାର ନାଁ ଶୁଣିଲେ ଲୋକ ମାନେ ଭୟ କରିଥାନ୍ତି । କୁଣ୍ଡଳୀ ରେ କା-ଳ ସ-ର୍ପ ଦୋ-ଷ ଥିଲେ କଣ ମଣିଷ ଜୀବନରେ କେବଳ ସମସ୍ୟା ଆସିଥାଏ ନା ଅନ୍ୟ କିଛି ହୋଇଥାଏ । ତେବେ ଆସନ୍ତୁ ଜାଣିବା କା-ଳ ସ-ର୍ପ ଦୋ-ଷ କଣ ହୋଇଥାଏ ଓ ଏହାର ଲକ୍ଷଣ କଣ ହୋଇଥାଏ । ଭୃଗୁ ସଂହିତା ଏମିତି ଏକ ଗ୍ରନ୍ଥ ହେଉଥିରେ ଜ୍ଯୋତିଷ ସମ୍ବଧୀୟ ଅନେକ କଥା ରହିଛି ଜହର ରଚନା ରୁଷୀ ଭୃଗୁ କରିଥିଲେ । ଏହି ଗ୍ରନ୍ଥରେ ସୂତ୍ର ଅଧାୟ ୫୫୮୩ରେ ପିତୃ ଦୋଷ ବିଷୟରେ ଲେଖା ଯାଇଛି । ଯାହାକୁ କା-ଳ ସ-ର୍ପ ଦୋ-ଷ ମଧ୍ୟ କୁହାଯାଏ ।

କୁଣ୍ଡଳୀରେ ଯେବେ ସବୁ ଗ୍ରହ ରାହୁ ଓ କେତୁ ମଧ୍ୟରେ ଆସିଥାଏ ତେବେ କା-ଳ ସ-ର୍ପ ଦୋ-ଷ ହୋଇଥାଏ । ଜ୍ଯୋତିଷରେ ଏହା ଅଶୁଭ ବୋଲି ମାନାଯାଏ । କିନ୍ତୁ ଅନେକ ସମୟରେ ଏହା ଭଲ ଫଳ ମଧ୍ୟ ପ୍ରଦାନ କରିଥାଏ । ଶାସ୍ତ୍ର ଅନୁସାରେ ରାହୁ ଓ କେତୁ ଛାଯା ଗ୍ରହ ଅଟନ୍ତି ଯାହା ଦ୍ଵାରା ଏହୁ ଦୁଇ ଗ୍ରହ ଉପରକୁ ରହିଥାନ୍ତି । ଯଦି ରାହୁ ଦ୍ବିତ୍ତୀୟ ଓ ଅଷ୍ଟମରେ ରହିଥାନ୍ତି ତେବେ କା-ଳ ସ-ର୍ପ ଦୋ-ଷ ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ସମସ୍ଯା ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁସାରେ କା-ଳ ସ-ର୍ପ ଦୋ-ଷ ବ୍ୟକ୍ତି ଜୀବନରେ ରହିଲେ ଅନେକ ପରିଶ୍ରମ କରି ମଧ୍ୟ ବ୍ୟକ୍ତି ସଫଳତା ପାଏନାହି ।

ବ୍ୟକ୍ତି ସର୍ବଦା ମାନସିକ ଚିନ୍ତାରେ ରହିବା ସହ ପରିବାରରେ ବିବାଦ ଲାଗି ରହିଥାଏ । ସର୍ପ ଦୋଷ ଯୋଗୁ ବ୍ୟକ୍ତି ସନ୍ତାନ ସୁଖ ପାଇବା କଷ୍ଟକର ହେବା ସହ ଶତ୍ରୁ ମାନଙ୍କର ଆଗମନ ହୋଇଥାଏ । ଏହା ଛଡା ବ୍ୟକ୍ତିର ବିବାହରେ ବିଳମ୍ବ ହେବା ସହ ଅନେକ ଦିନ ଧରି ରୋଗରେ ପୀଡିତ ହୋଇଥାଏ । ପୀଡିତ ବ୍ୟକ୍ତିର ଦୁର୍ଘଟଣା ହେବା ସହ ରୋଜଗାରରେ ସମସ୍ଯା ଆସିଥାଏ । ଯଦି ବ୍ୟକ୍ତିର କା-ଳ ସ-ର୍ପ ଦୋ-ଷ ହୋଇଥାଏ ତେବେ ବ୍ୟକ୍ତି କରୁଥିବା ମାଙ୍ଗଳିକ କାର୍ଯ୍ୟରେ ବ୍ଯବଧାନ ଆସିଥାଏ । ଗୋଟେ ବିଚାର ମନରେ ଆସିବା ବା ବେପାରରେ ହାନି ହେବା ବା ଘରେ କଳହ ଦେଖାଯିବା ଆଦି କାଳ ସର୍ପର ଲକ୍ଷଣ ହୋଇଥାଏ ।

ଏହି ଦୋଷକୁ ଦୂର କରିବା ପାଇଁ ଅନେକ ଉପାୟ ରହିଛି । ଏହି ଦୋଷ ଦୂର ଅକରିବା ପାଇଁ ଶିବ ମନ୍ଦିରରେ ପୂଜା କରିବା ସହ ନାଗ ପଞ୍ଚମୀ, ଶିବରାତ୍ରିରେ ଚାନ୍ଦି ବା ତମ୍ବା ନାଗ ନାଗୁଣୀ ଯୋଡା ଦାନ କରିବା ଉଚିତ । ନାଗ ଦେବତାଙ୍କ ସୁଗନ୍ଧିତ ପୁଷ୍ପ ସହ ଚନ୍ଦନରେ ପୂଜା କରିବା ଉଚିତ । ଯଦି କା-ଳ ସ-ର୍ପ ଦୋ-ଷର ଅନ୍ୟ ପାଖ ଦେଖିବାକୁ ଗଲେ ଏହା ଶୁଭ ଫଳ ପ୍ରଡାନ କରିଥାଏ । ବ୍ୟକ୍ତି ନିଜ କ୍ଷମତାର ସଠିକ ପ୍ରୟୋଗ କରିଥାଏ । ଏହା ବ୍ଯତୀତ ବ୍ୟକ୍ତି ନିଜର ଅଲଗା ପରିଚୟ ସୃଷ୍ଟି କରିବା ପାଇଁ ସକ୍ଷମ ହୋଇଥାଏ । ତେବେ ଏହା ଥିଲା କା-ଳ ସ-ର୍ପ ଦୋ-ଷର କାରଣ ଓ ଲକ୍ଷଣ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *