ବନ୍ଧୁଗଣ ଭାରତୀୟ ନୌସେନାର ବଳ ଦୁଇ ଗୁଣା ବଢିବାକୁ ଯାଉଛି । ଦେଶକୁ ମିଳିବାକୁ ଯାଉଛି ପ୍ରଥମ ସ୍ଵେଦେଶୀ ଏୟାର କ୍ରାଫ୍ଟ କ୍ଯାରିୟର INS ଏୟାରକ୍ରାଫ୍ଟ । ସେପ୍ଟେମ୍ବର ୨ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଶାଳ ଏୟାରକ୍ରାଫ୍ଟକୁ ଅନାବରଣ କରିବେ । ଦୁଇଟି ଫୁଟବଲ ଫିଲ୍ଡ ଭଳିଆ ଆକାର, ୧୮ ମହଲା ଉଚ୍ଚ, ୨୪ ହଜାର କିଲୋୱାଟର ପାୱାର ରହିଛି ଏହି କ୍ରାଫ୍ଟର । ଏହି ବିଶାଳ ଏୟାରକ୍ରାଫ୍ଟ ଦେଖିବାକୁ ଯେମିତି ତାହା କାମ ବି ଠିକ ସେହିପରି । ସମୁଦ୍ରରେ ଶକ୍ତିକୁ ନାସ କରିବାର କ୍ଷମତା ରଖୁଥିବା ଏହି ଯୁଧ ପଦାକୁ ପାଖ ପଡୋଶୀ ଦେଖିଲେ ଭୟରେ ଥରିବେ ।
ଯୁଦ୍ଧ କରିବାକୁ ବି ଡରିବେ । INS ବିକ୍ରାନ୍ତ ରେ ଲମ୍ବ ୨୬୨ ମିଟର ଅର୍ଥାତ ଦୁଇଟି ଫୁଟବଲ ଗ୍ରାଉଣ୍ଡ ଠାରୁ ଏହାର ଲମ୍ବ ଅଧିକ । ଅଲମ୍ପିକର ୧୦ଟି ସ୍ଵୀମିଙ୍ଗଫୁଲ ଏହାର ରଣୱେ ଭିତରେ ରହିଯିବ । ଯେଉଁଠି ଭୟଙ୍କର ହେଲିକ୍ୟାପ୍ଟର ଓ ଫାଇଟର ଜ୍ୟାଟ ଆକାଶକୁ ଉଡାଣ କରିବେ । ଏହାର ଚଉଡା ୬୨ ମିଟର ହୋଇଥିବା ବେଳେ ଏହାର ଉଚ୍ଚତା ହେଉଛି ୫୦ ମିଟର । କୁହାଯାଏ ଯେଉଁ ଦେଶ ପାଖରେ ଏୟାରକ୍ରାଫ୍ଟ କ୍ଯାରିୟର ଅଛି ସେ ଦେଶକୁ ଯୁଦ୍ଧରେ ହରାଇବା ସହଜ ନୁହେଁ ।
ବିଶ୍ଵର କିଛି ହାତ ଗଣତି ଦେଶ ପାଖରେ ଏଭଳି କିଛି କ୍ରାଫ୍ଟ ରହିଥିବା ବେଳେ ଆମେରିକା ପାଖରେ ୧୧ଟି ଅଧିକ ଏୟାରକ୍ରାଫ୍ଟ କ୍ଯାରିୟର ରହିଛି । ଚାଈନା, ଫ୍ରାନ୍ସ, ଇଟାଲୀ ପାଖରେ ୨ଟି ଲେଖାଏଁ ଏୟାରକ୍ରାଫ୍ଟ କ୍ଯାରିୟର ରହିଥିବା ବେଳେ ହାତ ପାଖରେ ଏବି ଏୟାରକ୍ରାଫ୍ଟ କ୍ଯାରିୟର ବିକ୍ରମାଦିତ୍ୟ ସହ INS ଭିକରାନ୍ଟ ଯୋଡି ହେବାକୁ ଯାଉଛି । ୪୦୦୦ ଟନର ଏହି ସମୁଦ୍ରର ଶତ୍ରୁ ନାଶକ ବୋଲି ନୌସେନା ପାଇଁ ଏକ ବଡ ବଳ ବୋଲି କହିଲେ ଭୁଲ ହେବ ନାହି ।
ଭାରତର ୩ ପଟେ ସମୁଦ୍ର ରହିଥିବା ବେଳେ ଗୋଟିଏ ପଟେ ବିକ୍ରାନ୍ତ ଓ ଆଉ ଗୋଟେ ପରେ ବିକ୍ରମାଦିତ୍ୟ ସୁରକ୍ଷା କରିବେ । ଏହାର ସ୍ପିଡ ୨୮ ନଟସ ରହିଥିବା ବେଳେ ଏହା ଭିତରେ ୨୪୦୦ କମ୍ପାଉଣ୍ଡମେଣ୍ଟ, ୧୬୦୦ କ୍ରୀୟୁ, ୧୬ ବେଦ ବିଶିଷ୍ଟ ହସପିଟାଲ ରହିଛି । ୧୯୭୧ ଯୁଦ୍ଧରେ ପାକିସ୍ତାନକୁ ବିଜୟ ପାଇବାରେ ମୁଖ୍ୟ ଭୂମିକା ନିଭାଇଥିଲା INS ବିକ୍ରାନ୍ତ । ନୌସେନାର ଏହି ଦମଦାର ଏୟାରକ୍ରାଫ୍ଟ କ୍ଯାରିୟର ଏବେ ରିଟାର୍ଡ ହୋଇ ସାରିଛି । ଆଉ ତାର ସ୍ଥାନ ନେବାକୁ ଏବେ ଆସୁଛି ନୂଆ INS ବିକ୍ରାନ୍ତ ।
ତେବେ ୨୦୦୯ରୁ ନିର୍ମାଣ ହେଉଥିବା ଏହି ଏୟାରକ୍ରାଫ୍ଟ କ୍ଯାରିୟର ର ୭୬% ଉପକରଣ ସ୍ଵେଦେଶୀ ଅଟେ । ମୋ ସହ କେହି ଲଢିବାକୁ ଆସିଲେ ଉଁ ତାକୁ ପରାସ୍ତ କରିକି ହିଁ ରହିବି ଏହି ଆଦର୍ଶ ନେଇ ନୌସେନାରେ ସାମିଲ ହେବାକୁ ଯାଉଛି INS ବିକ୍ରାନ୍ତ । ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ INS ବିକ୍ରାନ୍ତ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।