Interesting GK Questions: ଭାରତର କେଉଁ ରାଜ୍ୟରେ ରାବଣର ମନ୍ଦିର ଅଛି ? 99% ଲୋକଙ୍କୁ ଜଣା ନାହିଁ

ସିବିଲ ସର୍ଭିସ ପରିକ୍ଷାର ଇଣ୍ଟରଭିୟୁ ବହୁତ ହିଁ ଗୁରୁତ୍ଵପୂର୍ଣ ହୋଇଥାଏ । ଇଣ୍ଟରଭିୟୁ ହଲରେ ବସିଥିବା ଅଧିକାରୀ କ୍ୟାଣ୍ଡିଡେଟର ଉପସ୍ଥିତି ବୁଦ୍ଧିର ପରୀକ୍ଷା କରିବା ପାଇଁ କିଛି ଟ୍ରିକି ପ୍ରଶ୍ନ କରିଥାନ୍ତି । ଏହି ପ୍ରଶ୍ନକୁ ଶୁଣି ଇଣ୍ଟରଭିୟୁ ଦେବାକୁ ଆସିଥିବା କ୍ୟାଣ୍ଡିଡେଟ ନର୍ଭସ ହୋଇଯାଆନ୍ତି । ଏହା ପରେ ଅଧିକାରୀମାନେ ଅଫିସର ହେବାର ସକ୍ଷମ, ବୁଦ୍ଧି, ତର୍କ ଶକ୍ତିକୁ ମଧ୍ୟ ପରୀକ୍ଷା କରିଥାନ୍ତି । ଏହାର ଜବାବ ବହୁତ ଚତୁରାଇର ସହିତ ଦେବାକୁ ପଡିଥାଏ । ଆସନ୍ତୁ ଜାଣିବା ପ୍ରଶ୍ନ ଓ ଉତ୍ତର ବିଷୟରେ ।

ପ୍ରଶ୍ନ :- କେଉଁ ଜୀବ ପାଖରେ ୩୨ ଟି ମସ୍ତିଷ୍କ ଅଛି ?

ଉତ୍ତର :- ଲୀଚ ଜୀବ

ପ୍ରଶ୍ନ :- ସଂସାରରେ ସବୁଠୁ ଓଜନ ଧର ସାପ କିଏ ?

ଉତ୍ତର :- ଆନାକୁଣ୍ଡା

ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ସବୁଠୁ କମ ମୁସ୍ଲିମ ରୁହନ୍ତି ?

ଉତ୍ତର :- ସିକ୍କିମ

ପ୍ରଶ୍ନ :- କେଉଁ ଫଳରେ କେବେ ବି ଜୀବାଣୁ ଲାଗି ନ ଥାଏ ?

ଉତ୍ତର :- କଦଳୀରେ

ପ୍ରଶ୍ନ :- ରାବଣର ଅସଲ ନାଁ କଣ ଥିଲା ?

ଉତ୍ତର :- ଦଶଗ୍ରୀବ

ପ୍ରଶ୍ନ :- ଗାଈର ମୁହଁରେ କେତୋଟି ଦାନ୍ତ ଥାଏ ?

ଉତ୍ତର :- ୩୨ ଟି

ପ୍ରଶ୍ନ :- ସବୁଠୁ ପୁରୁଣା ବିଦ୍ୟାଳୟର ନାଁ କଣ ?

ଉତ୍ତର :- ନାଳନ୍ଦା ବିଶ୍ଵ ବିଦ୍ୟାଳୟ

ପ୍ରଶ୍ନ :- ସବୁଠୁ ଅଧିକ ଭାବୁକ କେଉଁ ପଶୁ ହୋଇଥାଏ ?

ଉତ୍ତର :- ହାତୀ

ପ୍ରଶ୍ନ :- ଗାନ୍ଧୀ ଜୟନ୍ତୀ କେଉଁ ତାରିଖରେ ପଡିଥାଏ ?

ଉତ୍ତର :- ୨ ଅକ୍ଟୋବର

ପ୍ରଶ୍ନ :- କେଉଁ ପକ୍ଷୀର ଆବାଜ ସବୁଠୁ ମଧୁର ହୋଇଥାଏ ?

ଉତ୍ତର :- ବୁଲବୁଲ

ପ୍ରଶ୍ନ :- ସବୁଠୁ ଅଧିକ ସୁନା କେଉଁ ଦେଶରେ ଲାଗିଥାଏ ?

ଉତ୍ତର :- ଭାରତରେ

ପ୍ରଶ୍ନ :- ଭାରତର କେଉଁ ରାଜ୍ୟର ଲୋକମାନେ ଅଧିକ ଇଣ୍ଟର୍ନେଟ ଚଳନ୍ତି ?

ଉତ୍ତର :- ମହାରାଷ୍ଟ୍ର

ପ୍ରଶ୍ନ :- କେଉଁ ସାଗରରେ ଗୋଟିଏ ହେଲେ ବି ମାଛ ନାହାନ୍ତି ?

ଉତ୍ତର :- ମୃତ ସାଗରରେ

ପ୍ରଶ୍ନ :- ଆମେରିକାରେ ଆଧାର କାର୍ଡ କାହାକୁ କୁହାଯାଏ ?

ଉତ୍ତର :- ଗ୍ରୀନ କାର୍ଡକୁ

ପ୍ରଶ୍ନ :- ଆଜାଦୀ ସମୟରେ ଭାରତରେ ମୋଟ କେତୋଟି ରାଜ୍ୟ ଥିଲା ?

ଉତ୍ତର :- ଗୋଟିଏ ହେଲେ ବି ନୁହେଁ

ପ୍ରଶ୍ନ :- ବିଶ୍ଵ ଅସୁସ୍ଥ ଦିବସ କେବେ ପାଳନ କରାଯାଇଛି ?

ଉତ୍ତର :- ୧୧ ଫେବ୍ରୁୟାରୀ

ପ୍ରଶ୍ନ :- କେଉଁ ଭାରତୀୟ ଫିଲ୍ମରେ ୭୧ ଟି ଗୀତ ଅଛି ?

ଉତ୍ତର :- ଇନ୍ଦ୍ରାସଭା

ପ୍ରଶ୍ନ :- ବୁଢିଆଣୀର ଜାଲ କାହା ଦ୍ଵାରା ତିଆରି ହୋଇଥାଏ ?

ଉତ୍ତର :- ପ୍ରୋଟିନ

ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ରାବଣର ମନ୍ଦିର ଅଛି ?

ଉତ୍ତର :- ରାଜସ୍ଥାନ

ପ୍ରଶ୍ନ :- କେଉଁ ଭିଟାମିନର ଅଭାବରେ ଚୁଟି ଧଳା ହୋଇଥାଏ ?

ଉତ୍ତର :- ଭିଟାମିନ ବି୩

ପ୍ରଶ୍ନ :- ଭାରତର ସବୁଠୁ ବଡ ବିଲଡିଙ୍ଗର ନାଁ କଣ ?

ଉତ୍ତର :- ରାଷ୍ଟ୍ରପତି ଭବନ

ପ୍ରଶ୍ନ :- ପୁରା ଦୁନିଆରେ ସବୁଠୁ ଅଧିକ କେଉଁ ଦେଶର ଲୋକମାନେ ଘୋଡା ପାଳନ କରିବାକୁ ପସନ୍ଦ କରନ୍ତି ?

ଉତ୍ତର :- ଆମେରିକା

ପ୍ରଶ୍ନ :- କେଉଁ ଦେଶରେ ସବୁଠୁ ଅଳ୍ପ ହାଇଟ ବାଲା ଲୋକମାନେ ରୁହନ୍ତି ?

ଉତ୍ତର :- ନେପାଲ

ପ୍ରଶ୍ନ :- କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ଲେମ୍ବୁ ଜୁସର ସେବନ କରନ୍ତି ?

ଉତ୍ତର :- ଭାରତ

ପ୍ରଶ୍ନ :- କେଉଁ ଦେଶର ଲୋକମାନେ ଭାରତ ଆସିବାକୁ ସବୁଠୁ ଅଧିକ ଭୟ କରିଥାନ୍ତି ?

ଉତ୍ତର :- ପାକିସ୍ତାନ

ପ୍ରଶ୍ନ :- କେଉଁ ଦେଶର ଝିଅମାନେ ସବୁଠୁ ଅଧିକ ଲମ୍ବା ହୋଇଥାନ୍ତି ?

ଉତ୍ତର :- ଆମେରିକା

ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମାଟିର ରାସ୍ତା ଅଛି ?

ଉତ୍ତର :- ଓଡିଶା ରାଜ୍ୟରେ

ପ୍ରଶ୍ନ :- ପୃଥିବୀର ସବୁଠୁ ଶକ୍ତିଶାଳୀ ପଶୁ କିଏ ?

ଉତ୍ତର :- Belgiam ବ୍ଲୁ

ପ୍ରଶ୍ନ :- କେଉଁ ପକ୍ଷୀ କେବଳ ବର୍ଷାର ପାଣି ପିଇଥାଏ ?

ଉତ୍ତର :- ଚାତକ ପକ୍ଷୀ

ପ୍ରଶ୍ନ :- ଦୁନିଆର ସବୁଠୁ ବଡ ଦେଶ କିଏ ?

ଉତ୍ତର :- ରୁସ

Leave a Reply

Your email address will not be published. Required fields are marked *