ଭାରତର କରୋନା ଉପରେ ସବୁଠୁ ବଡ ଜିତ, ଦୁନିଆରେ ପ୍ରଥମ ଥର ବନିଲା ନୂଆ ରେକର୍ଡ- ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ବର୍ତ୍ତମାନ ଦେଶରେ କ-ରୋ-ନାର ଗତିରେ ରୋକ ଲାଗିଛି । କହିବାକୁ ଗଲେ କ-ରୋ-ନା ରୋ-ଗୀଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି ଓ ମୃ-ତ୍ୟୁ ସଂଖ୍ୟା ବି ବାଢୁଛି ।

ଏହା ସହିତ ରୋ-ଗୀକୁ ସଠିକ ରୂପରେ ଚିକିତ୍ସା ନ ମିଳିବା ଓ ଅକ୍ସିଜେନ ଅଭବା ଇତ୍ୟାଦି ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । କିନ୍ତୁ ଏହା ମଧ୍ୟରେ ଗୋଟିଏ ଆଶ୍ଵସ୍ତି କର ଖବର ବି ସାମ୍ନାକୁ ଆସୁଛି । କହିଦେଉଛୁ କି ଗତ କାଲିର ରିପୋର୍ଟ ଅନୁସାରେ କ-ରୋ-ନାରେ ସୁସ୍ଥ ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ଏକ ନୂଆ ରେକର୍ଡ କରି ଦେଇଛି । କ-ରୋ-ନାର ଦ୍ଵିତୀୟ ଲହର ମଧ୍ୟରେ ସମସ୍ତ ଭାରତୀୟଙ୍କ ପାଇଁ ଗୋଟିଏ ଭଲ ଖବର ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ସବୁଠୁ ଅଧିକ କ-ରୋ-ନା ରୋ-ଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗୋଟିଏ ଦିନ ମଧ୍ୟରେ ପାଖାପାଖି ୪.୫ ଲକ୍ଷ ରୋ-ଗୀ କ-ରୋ-ନାରୁ ମୁକ୍ତି ପାଇଛନ୍ତି । ଏହା ସହିତ ୨୬ ଟି ରାଜ୍ୟ ଏମିତି ଅଛନ୍ତି ଯେଉଁଠି ସବୁଦିନ କ-ରୋ-ନାରେ ସଂ-କ୍ର-ମ-ଣ ହେଉଥିବା ରୋ-ଗୀମାନଙ୍କ ଠାରୁ ଅଧିକ ସେହି ସ୍ଥାନରେ ସୁସ୍ଥ ହେଉଥିବା ରୋ-ଗୀମାନଙ୍କ ସଂଖ୍ୟା ଅଧିକ ଅଟେ । ୧୮ ମେ ସକାଳେ ସାମ୍ନାକୁ ଆସିଥିବା ସଂଖ୍ୟା ବି ଏହା ସଂକେତ ଦେଉଛି କି ସବୁଦିନ ସାମ୍ନାକୁ ଆସୁଥିବା ସଂଖ୍ୟା କମ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ୩ ମେରେ ଦେଶରେ ୮୧.୭ ପ୍ରତିଶତ ରୋ-ଗୀ ସୁସ୍ଥ ହୋଇଥିଲେ । ଯାହା ବର୍ତ୍ତମାନ ସମୟରେ ୮୫.୬ ହୋଇଯାଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୨୨ ହଜାର ରୋ-ଗୀ ସୁସ୍ଥ ହୋଇଛନ୍ତି । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ ରେକର୍ଡ ଅଟେ ସୁସ୍ଥ ରୋ-ଗୀଙ୍କୁ ନେଇ । କେରଲରେ ୯୯,୬୫୧ ରୋ-ଗୀ ସୁସ୍ଥ ହୋଇଛନ୍ତି । ଏହା ସହିତ ଦେଶରେ ସଂ-କ୍ର-ମ-ଣଙ୍କ ସଂଖ୍ୟା ବି ଧୀରେ ଧୀରେ କମ ହେବାରେ ଲାଗିଛି ।

କେବଳ ୮ ଟି ରାଜ୍ୟ ଏମିତି ଅଛନ୍ତି ଯେଉଁଠି ପ୍ରତିଦିନ ୧୦ ହଜାରରୁ ବି ଅଧିକ ସଂ-କ୍ର-ମି-ତଙ୍କ କେସ ସାମ୍ନାକୁ ଆସୁଛି । ୨୬ ଟି ରାଜ୍ୟ ଏମିତି ଅଛନ୍ତି ଯେଉଁଠି ସୁସ୍ଥ ରୋ-ଗୀଙ୍କ ସଂଖ୍ୟା ସଂ-କ୍ର-ମି-ତଙ୍କ ସଂଖ୍ୟା ଠାରୁ ଅଧିକ ଅଟେ । ଦେଶରେ ୮ ଟି ରାଜ୍ୟ ଏମିତି ଅଛି ଯେଉଁଠି ଏକ୍ଟିବ ମାମଲା ୧ ଲକ୍ଷରୁ ବି ଅଧିକ ଅଟେ । ୧୦ ଟି ରାଜ୍ୟରେ ଏକ୍ଟିବ ରୋ-ଗୀଙ୍କ ସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ମଝିରେ ଅଛି । ଯେତେବେଳେ କି ୧୮ ଟି ରାଜ୍ୟରେ ୫୦ ହଜାରରୁ ବି କମ ଏକ୍ଟିବ କେସ ଅଛି ।

୭ ମେ ଦେଶରେ ୪ ଲକ୍ଷ ୧୪ ହଜାର ପାଖାପାଖି ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୩ ହଜାର ମାମଲା ସାମ୍ନାକୁ ଆସିଛି । କିନ୍ତୁ ଏହା ମଧ୍ୟରେ ସବୁଠୁ ବଡ କଥା ହେଉଛି କି ୨ ଦିନ ହେବ ଏକ୍ଟିବ କେସ ୩ ଲକ୍ଷରୁ ବି କମ ସାମ୍ନାକୁ ଆସିଛି । ଗତ ୨୮ ଦିନରେ ସାମ୍ନାକୁ ଆସିଥିବା ଏହା ସବୁଠୁ କମ ମାମଲା ଅଟେ ।

Leave a Reply

Your email address will not be published. Required fields are marked *