Special Story : ଭୟଙ୍କର ଦୃଶ୍ୟ, ବିମାନ ଗିଅର ବକ୍ସରେ ବସି ଦିଲ୍ଲୀରୁ-ଲଣ୍ଡନ…. Video ଦେଖି ଛାତି ଥରି ଉଠିବ

ଆପଣ ସମସ୍ତେ ଆଫିଗାନିସ୍ତାନର ସ୍ଥିତି ବିଷୟରେ ଜାଣିଛନ୍ତି । ଧୀରେ ଧୀରେ ଏଠିକାର ସ୍ଥିତି ଆହୁରି ଭ-ୟ-ଙ୍କ-ର ହୋଇ ଆସୁଛି । ଆଫିଗାନିସ୍ତାନରୁ ଆମେରିକା ନିଜର ସୈନ୍ୟ ପ୍ର-ତ୍ୟା-ହା-ର କରିବା ପରେ ଆଫିଗାନିସ୍ତାନର ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । କହିଦେଉଛୁ କି କିଛି ଦିନ ତଳେ ଆଫିଗାନିସ୍ତାନର କାବୁଲ ଏୟାରପୋର୍ଟରୁ ଏକ ଭ-ୟ-ଙ୍କ-ର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏଥିରେ କିଛି ଆଫିଗାନବାସୀ ଆଫିଗାନିସ୍ତାନ ଛାଡିବା ପାଇଁ ବିମାନର ଚକ ଓ କକପିଟରେ ବସିଯାଇଥିଲେ ।

ଯାହାକି ଅତ୍ୟନ୍ତ ଭ-ୟ-ଙ୍କ-ର ସ୍ଥିତି ଥିଲା । କିନ୍ତୁ ପ୍ଳେନ ଆକାଶରେ ଥିବା ସମୟରେ ସେମାନେ ନିଜର ଭା-ର-ସା-ମ୍ୟ ହ-ରା-ଇ ତଳକୁ ଖସି ଯାଇଥିଲେ ଓ ଶେଷରେ ସେମାନଙ୍କର ମୃ-ତ୍ୟୁ ହୋଇଥିଲା । କିନ୍ତୁ ଏହା ତ କିଛି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ଭାରତୀୟ ବିମାନର ଲ୍ୟା-ଡି-ଙ୍ଗ ଗିଅରରେ ଲୁଚି ୬୭୦୦ କିମି ଯାତ୍ରା କରିଛନ୍ତି ।

୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇ ଭାଇ ପ୍ରଦୀପ ସୋନି ଓ ବିଜୟୀ ସୋନି ବ୍ରିଟିଶର ଏକ ବିମାନରେ ଲ୍ୟା-ଡି-ଙ୍ଗ ଗିଅରରେ ବସି ଦିଲ୍ଲୀ ରୁ ଲଣ୍ଡନ ଯାଇଥିଲେ । ଯାହା ବିଷୟରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ବିମାନ ଗିଅର ମଧ୍ୟରେ ରହି ଏତେ ଦୂର ଯିବା ଅସମ୍ଭବ । କିନ୍ତୁ ଦୁଇ ଭାଇ କେମିତି ଗଲେ । ସୂଚନା ଅନୁସାରେ ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁ ଥିଲେ । କିନ୍ତୁ ଲଣ୍ଡନ ଯିବା ପାଇଁ ଏହି ଦୁଇ ଭାଇଙ୍କ ପାଖରେ କୌଣସି ବି ପ୍ରକାରର ଆବଶ୍ୟକୀୟ କାଗଜ ପତ୍ର ସେମାନଙ୍କ ପାଖରେ ନ ଥିଲା ।

କିନ୍ତୁ ଲଣ୍ଡନ ଯିବା ନିଶାରେ ଦୁଇ ଭାଇ ଦିଲ୍ଲୀର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବେଶ କରି ବିମାନର ଲ୍ୟା-ଡି-ଙ୍ଗ ଗିଅରରେ ଲୁଚି ଯାଇଥିଲେ । ଅର୍ଥାତ ଲଣ୍ଡନ ଯିବା ଚକ୍କରରେ ଏମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । କିନ୍ତୁ ପ୍ଳେନ ଆକାଶରେ ଥିବା ସମୟରେ ଜଣେ ଭାଇର ମୃ-ତ୍ୟୁ ହୋଇଥିଲା । ଏହା ପରେ ଲଣ୍ଡନ ଏୟାରପୋର୍ଟରେ ଦୁଇ ଭାଇଙ୍କୁ ଉଦ୍ଧାର କରାଯାଇଥିଲା । ବଡ ଭାଇ ପ୍ରଦୀପ ସୋନି ବଞ୍ଚିଥିବା ସମୟରେ ଛୋଟ ଭାଇ ବିଜୟୀ ସୋନିର ଜୀବନ ଚାଲି ଯାଇଥିଲା ।

ଏହା ପରେ ଚିକିତ୍ସା ପାଇଁ ପ୍ରଦୀପଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୋସ ଆସିବା ପରେ ପ୍ରଦୀପ ସୋନି ଯାହା କହିଲେ ତାହା ବିଷୟରେ ଶୁଣି ସମସ୍ତ ଆଚମ୍ବିତ ହୋଇଯାଇଥିଲେ । ଏହି ଘଟଣା ବିଷୟରେ ଯେତେବେଳେ ଦିଲ୍ଲୀ ଏୟାରପୋର୍ଟକୁ କୁହାଗଲା ତେବେ ଦିଲ୍ଲୀ ଏୟାରପୋର୍ଟ ଏହା ଘଟଣାର ତ-ଦ-ନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । କାହିଁକି ଓ କେମିତି ଏହି ଦୁଇ ଭାଇ ବିମାନ ଗିଅର ବକ୍ସ ଭିତରକୁ ଗଲେ ଏହାର ରିପୋର୍ଟ ମ-ଗା-ଯା-ଇ-ଛି ।

Leave a Reply

Your email address will not be published. Required fields are marked *