ଭଗବାନ ଶିବଙ୍କ ଅଂଶ ହୋଇଥାନ୍ତି ଏହି ନାମର ଲୋକ, ପୁରା କରିଥାନ୍ତି ତାଙ୍କର ସବୁ ମନସ୍କାମନା

ଭଗବାନ ଶିବଙ୍କୁ ଦେବଙ୍କ ଦେବ କୁହାଯାଏ । ଏହା ସମସ୍ତେ ଜାଣିଛନ୍ତି କି ଭଗବାନ ଶିବଙ୍କୁ ଭୋଳାନାଥ ତାଙ୍କ ସ୍ଵଭାବ ର କାରଣରୁ କୁହାଯାଇଥାଏ । ଶିବ ଗୋଟିଏ ବେଲପତ୍ର ରେ ବି ପ୍ରସନ୍ନ ହୋଇଯାନ୍ତି ,ଆବଶ୍ୟକତା ହୋଇଥାଏ ମନର ସତ ନିଷ୍ଠା ଏବଂ ଆସ୍ଥାର । ଆପଣ କେତେକ ଲୋକଙ୍କୁ ଦେଖିଥିବେ ଯାହାର ନାମ ଭଗବାନଙ୍କ ନାମ ଉପରେ ହୋଇଥାଏ ,କେତେକ ଲୋକ ନିଜର ପିଲାଙ୍କ ନାମ ଭଗବାନଙ୍କ ନାମ ଉପରେ ରଖିଥାନ୍ତି ଯେମିତିକି ଭଗବାନ ସବୁବେଳେ ତାଙ୍କ ସହିତ ରହିବେ ଏବଂ ତାଙ୍କର ରକ୍ଷା କରିବେ ।

ଏହାଛଡା କିଛି ଏମିତି ନାମ ବିଷୟରେ କୁହାଯାଇଛି ,ଯାହାର ଜାତକ ସ୍ଵୟଂ ଭଗବାନ ଶିବଙ୍କର ଅଂଶ ହୋଇଥାଏ ,ତାଙ୍କ ଉପରେ ଶିବଙ୍କର ବିଶେଷ କୃପା ଥାଏ । ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ ,ଯାହା ଉପରେ ଶିବଙ୍କର କୃପା ସବୁବେଳେ ରହିଥାଏ ।

S ନାମର ଲୋକ

ଆପଣଙ୍କର ଲଗାତାର ପ୍ରୟାସରେ ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ରହିବ । ଆପଣଙ୍କୁ ଆପଣଙ୍କ ଜୀବନସାଥୀ ଙ୍କର ଭରପୁର ସହଯୋଗ ମିଳିବ । ଯେଉଁ ଲୋକଙ୍କ ନାମ ଇଂରାଜୀ ବର୍ଣମାଳା ର S ରୁ ଆରମ୍ଭ ହୋଇଥାଏ ସେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଉପରେ ଶିବଙ୍କର କୃପା ଦୃଷ୍ଟି ରହିଥାଏ ।

G ନାମ ଥିବା ଲୋକ

ତେବେ G ନାମର ଲୋକଙ୍କ ଉପରେ ଭଗବାନ ଭୋଲେନାଥ କୃପା ଦ୍ରୁଷ୍ଟି ରଖିଥାନ୍ତି । ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ରେ ଏହି ବ୍ୟକ୍ତିଙ୍କର ଅଟକି ଥିବା କାମ ଜଲ୍ଦି ପୂର୍ଣ ହେବ । ଏମିତି ବ୍ୟକ୍ତିଙ୍କ ଉପରେ ସବୁବେଳେ ଭଗବାନ ଭୋଳାନାଥ ଙ୍କର ଆଶୀର୍ବାଦ ରହିବ । ଯାହାଦ୍ୱାରା ଏମାନଙ୍କର ସବୁ ମନସ୍କାମନା ପୂର୍ଣ ହେବ ।

ଫ୍ରେଣ୍ଡ୍ସ ଆପଣଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥିଲେ ଗୋଟେ ଶେୟାର ନିଶ୍ଚୟ କରିବେ, ଆଗକୁ ଏହିଭଳି ଭିନ୍ନ ଭିନ୍ନ ପ୍ରକାରର ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *