ଭାଗ୍ୟ ଦେଲା ସାଥ, ଘର ବିକ୍ରି କରିବା ଆଗରୁ ମିଳିଲା 1 କୋଟି ଟଙ୍କା… ସମ୍ପୂର୍ଣ୍ଣ ଖବର ଜାଣି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । କଥାରେ ଅଛି ଯଦି ଭାଗ୍ଯର ସାଥ ମିଳିବ ତେବେ ଅସମ୍ଭବ ମନେ ହେଉଥିବା କାମ ବି ଅତି ସହଜରେ ହୋଇଯିବ । କେରଳ ମଞ୍ଜେଶ୍ଵର ପର୍ବର ବାସିନ୍ଦା ମହମଦ ବାଭା ନାମକ ଜଣେ ଯକ୍ତିଙ୍କ କ୍ଷେତ୍ରରେ ଏହା ସତ ହୋଇଛି । ଧାର ଟଙ୍କା ସୁଝି ନ ପରି ସେ ନିଜର ଘର ବିକ୍ରି କରିବାକୁ ଯାଉଥିଲେ । ହେଲେ ଭାଗ୍ୟ ସାଥ ଦେଲା । ତାଙ୍କ ପାଖକୁ ଆସିଲା କୋଟିଏ ଟଙ୍କା । ଏହି ଖବର ଏବେ ଗଣ ମାଧ୍ୟମରେ ଘୁରି ବୁଲୁଛି । କେରଳ ବାସିନ୍ଦା ମହମଦ ବାଭାଙ୍କ ପରିବାର କହିଲେ ଦୁଇ ଝିଅ ଓ ଗୋଟେ ପୁଅ ଅଛନ୍ତି । ଦୁଇ ଝିଅଙ୍କର ବିବାହ ଓ ପୁଅର ପାଠ ପଢା ପାଇଁ ସେ ଅନେକ ଟଙ୍କା ଧାର କରିଥିଲେ ।

୮ ଆସ ପୂର୍ବରୁ ୨୦୦୦ ସ୍କୋୟାର ଫୁଟ ର ଘରଟିଏ ବହୁତ କଷ୍ଟରେ କରିଥିଲେ । ବୟଙ୍କରୁ ୧୦ ଲକ୍ଷ ଟଙ୍କା ଓ ସମ୍ପର୍କୀୟଙ୍କ ଠାରୁ ୨୦ ଲକ୍ଷ ଟଙ୍କା କରଜ ଆଣିଥିଲେ । ଏହି ଟଙ୍କାରେ ଦୁଇ ଝିଅଙ୍କର ବାହାଘର କରାଇବା ସହ ଘର ତିଆରି କରିଥିଲେ । ହେଲେ ଠିକ ସମୟରେ ଟଙ୍କା ସୁଝି ପାରିଲା ନାହି । ତେଣୁ ବ୍ୟାଙ୍କ ରୁ ଆସିଲା ଘନ ଘନ ନୋଟିସ । ରାତି ପାହିଲେ ଘର ଆଗରେ ଛିଡା ହେଲେ ଲୋକେ ।

ଏହି ସାମସ୍ୟା ଉତପନ ହେବାରୁ କରିଥିବା ଘରକୁ ବିକିବାକୁ ନିସ୍ପତି ନେଲେ ମହମଦ । ଘର ବିକିବାକୁ ଅପ୍ସନ ହେଲା ଯାହା ୪୦ ଲକ୍ଷରେ ନିଲାମ ହୋଇଥିଲା । ଯେଉଁ ଲୋକ ଅପସନ ଜିତିଲେ ସେ ରାତିରେ ଟଙ୍କା ଆଣି ବାଭାଙ୍କୁ ଦେଇଥାନ୍ତେ । ମୁଣ୍ଡ ଉପରୁ ହାତ ହାତିବ ବୋଲି ଘୋର ଚିନ୍ତାରେ ଥିଲେ ବାଭା ଓ ତାଙ୍କ ସ୍ତ୍ରୀ । କିନ୍ତୁ ଭାଗ୍ୟ ସାଥ ଦେଲା ।

ଘରକୁ କିଣିଥିବା ଲୋକଙ୍କୁ ବାଭାଙ୍କା ସ୍ତ୍ରୀ ଅମିନା ଅପେକ୍ଷା କରିଥିବା ବେଳେ ବାଭା ଚିନ୍ତାଗ୍ରସ୍ତ ମନରେ ବଜାରକୁ ଯାଇଥିଲେ । ସେଠାରେ ଏକେ ଲଟେରୀ ଟିକେଟ କାଉଣ୍ଟର ତାଙ୍କ ନଜରକୁ ଆସିଥିଲା । ସେ କେରଳ ସରକାରଙ୍କର ୫୦-୫୦ ଲଟେରୀ ଟିକେଟ କିଣିଥିଲେ । ତେବେ ଏହି ଗୋଟିଏ ଟିକେଟ ନୁହେଁ ବରମ ୪ ମାସ ହେବ ସେ ଲଟେରୀ ଟିକେଟ କିଣିବା ଜାରି ରଖିଥିଲେ ।

ତାଙ୍କ ମନରେ ଆଶା ଥିଲା କେଉଁ ଦିନ ଲଟେରୀ ଲାଗିବା ଆଉ ଦୁଖର ଦିନ ଶେଷ ହେବ । ସତକୁ ସତ ବାଭାଙ୍କ ଗୁହାରି ଶୁଣିଥିଲେ ଭଗବାନ । ଯେଉଁ ଦିନ ଘର କିଣିଥିବା ପାର୍ଟି ପଇସା ଏଇ ଆସିବାର ଥିଲା ସେହିଦିନ ତାଙ୍କ ସହ ଚମତ୍କାର ହୋଇଥିଲା । ସେହିଦିନ ଦିନ ୩ଟା ବେଳେ ଲଟେରୀ ଉଠିଥିଲା ଆଉ ଏଥିରେ ଅବଭା ପାଇଥିଲେ ଜ୍ୟାକପଟରେ ୧କୋଟି ଟଙ୍କା ।

ତେବେ ଟ୍ୟାକ୍ସ ବାବଦରେ ଟଙ୍କା କରିଥିବା ବେଳେ ତାଙ୍କୁ ମିଳିଥିଲା ୬୩ଲକ୍ଷ ଟଙ୍କା । ଯାହା ଠାରୁ ଯାହା ରୁଣ ଆଣିଥିଲେ ସବୁ କିଛି ସୁଝି ବାଭା ଆଜି ଶାନ୍ତି ରେ ଅଛନ୍ତି । ଏଥିପାଇଁ ସେ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *