ଭଲ ଲୋକଙ୍କ ସହ ହିଁ ଖରାପ କଣ ପାଇଁ ହୋଇଥାଏ ? Krishna Vani

ଆପଣ ମାନେ ଜାଣିଥିବେ ଯେ ଆମ ହିନ୍ଦୁ ଶାସ୍ତ୍ରରେ ବହୁତ କଥା କୁହା ଯାଇଛି ଆମ ମନ ଭିତରେ ଆସୁଥିବା ସବୁ ପ୍ରଶ୍ନ ଉତ୍ତର ଆପଣଙ୍କୁ ଏହି ଶାସ୍ତ୍ରରେ ମିଳିଥାଏ । ତେବେ ଭଲ ଲୋକଙ୍କ ଜୀବନରେ କିଛି ଅଣିଷ୍ଠ ହେଲେ ସମସ୍ତେ ଏହା ବିଚାର କରନ୍ତି ଯେ କଣ ପାପ କରିଥିଲି ଯାହା ଦ୍ଵାରା ଏହି ଦଣ୍ଡ ମତେ ପ୍ରାପ୍ତ ହେଲା । କିନ୍ତୁ ଖରାପ ଲୋକ ଖରାପ କାମ କଲେ ମଧ୍ୟ ଭଗବାନ ପାଖରେ ଗୁହାରି କରନ୍ତି ନାହିଁ । କଣ ଆପଣ ମାନେ ଜାଣିଛନ୍ତି ଶାସ୍ତ୍ର ଅନୁଯାଇ ଆମ କର୍ମର ଫଳ ଆମକୁ ଭୋଗିବାକୁ ପଡିଥାଏ ଏହି ଜନ୍ମରେ ନହେଲେ ଆର ଜନ୍ମ ରେ ଭୋଗିବାକୁ ପଡିଥାଏ ।

ଭଗବାନ ଶ୍ରୀ କୃଷ୍ଣ ମଣିଷ ଜୀବନ ସବୁ ପ୍ରଶ୍ନ ଉତ୍ତର ଦେଇଛନ୍ତି କାହିଁକିନା ତାଙ୍କୁ ପାଳନ କର୍ତା କୁହା ଯାଏ ସେହି ସଂସାର ପାଳନ କରନ୍ତି, ତେବେ ଆସନ୍ତୁ ଜାଣିବା ଭଲ ଲୋକଙ୍କ ସହ ଖରାପ କଣ ପାଇଁ ହୋଇଥାଏ ।

ଏହି ଉତ୍ତର ପାଇଁ ଗୋଟେ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗୋଟେ ସମୟ ଥିଲା ଗୋଟେ ଲୋକ ଭଗବାନ ବହୁତ ବଡ ଭକ୍ତ ଥିଲା ସେ ଭଗବାନଙ୍କୁ ନାମ ନକଲେ ଆଉ ଭୋଗ ନଦେଲେ ନିଜେ ଭୋଜନ କେବେ କରୁନଥିଲା । ସେ ସବୁ ଧାର୍ମିକ ଜାଗାରେ ଯାଉଥିଲ;ଆ ଦାନ ପୂଣ୍ୟ ସବୁ କିଛି କରୁଥିଲା ତଥାପି ସାଧାରାନ ଜୀବନ ବ୍ଯତୀତ କରୁଥିଲା । ଗୋଟେ ଥିଲା ଚୋର ସେ ମ-ଦ ପି ଏପଟ ସେପଟ ଜାଗାରେ ପଡି ରହୁଥିଲା ଆଉ ଭଗବାନ ବୋଲି କିଛି ଜାଣୁ ନଥିଲା । ସେହି ଚୋର ସବୁବେଳେ ନି-ଶାରେ ବୁଡି ର୍ହୁଥିଲା ତାକୁ ନି-ଶା ଆଉ କନ୍ୟା ଛଡା କିଛି ଦେଖା ଯାଉ ନଥିଲା ।

ଗୋଟେ ଦିନ ବହୁତ ଜୋର ବାତ୍ୟା ଆସିଲା ପବନ ବର୍ଷା ହେଲା ଚୋର ସେହି ସମ,ଆରେ ମନ୍ଦିର ବାଟ ଦେଇ ଯାଉଥିଲା ହଟାତ ତା ମନକୁ ପାପ ଛୁଇଁଲା ସେ ମନ୍ଦିର ଦାନ ପେଟି ସବୁ ଟଙ୍କା ଚୋରୀ କରି ନେଇ ଗଲା ଏହି ସମୟରେ ମନ୍ଦିର ପୂଜାରୀ ମନ୍ଦିରରେ ନଥିଲା । ଏହା ପରେ ସେହି ଭକ୍ତ ଜଣକ ଭଗବାନ ଦର୍ଶନ ପାଇ ଆସିଲା ଯାହା ପରେ ମନ୍ଦିର ପୂଜାରୀ ଦେଖିଲା ଯେ ଦାନ ପେଟି ଟଙ୍କା ନାହିଁ ।

ପୂଜାରୀ ଲୋକଙ୍କୁ ଡାକିଲା ଆଉ ସବୁ ଦୋଷ ଭକ୍ତ ଜଣକ ଉପରକୁ ଆସିଲା ସମସ୍ତେ ଭକ୍ତକୁ ବହୁତ ଖରାପ ଖରାପ କଥା କହିଲେ ଯାହା ପରେ ବଞ୍ଚିକି ଭକ୍ତ ମନ୍ଦିରରୁ ବାହାରି ଆସିଲା ହଟାତ ଗୋଟେ କାର ତାକୁ ମାଡ ହେଲା କିନ୍ତୁ ତାର କିଛି ଅଧିକ ଖ୍ଯାତି ହେଲା ନାହିଁ ସେହି କାରରୁ ଗୋଟେ ନାଲି ପେଟି ପଡିଲା ଯାହା ଚୋରକୁ ମ୍ଳିଲା ଏହାକୁ ଦେଖି ଚୋର ପାତିରୁ ବାହାରିଲା ଆଜି ଦିନ କେତେ ଭଲ ଅଛି ମନ୍ଦିର ଚୋରୀ କଲି କେହି ଜାଣିଲେ ନାହିଁ ଆଉ ଏବେ ଏହି ଧନ ପୋଟଳି ପାଇଲି ।

ଏହି କଥା ଶୁଣି ଭକ୍ତ ମନକୁ ବହୁତ ଆ-ଘା-ତ ଲାଗିଲା ଆଉ ସେ ଘରକୁ ଯାଇ ଭଗବାନ ସବୁ ଫଟୋ ବାହାର କରି ଦେଲା, ଯେତେବେଳେ ଭକ୍ତ ମୃ-ତ୍ୟୁ ପାଇ ଜାମ ପାଖକୁ ପହଞ୍ଚିଲା ତାର ଏହି ପ୍ରଶ୍ନ ଥିଲା ଯେ ଜୀବନ ସାରା ଭକ୍ତି କଲି ମୁଁ ଆଉ ମତେ ଅପମାନ ମିଳିଲା ଆଉ ଚୋରୀ କରୁଥିବା ଲୋକକୁ ଧନ ମିଳିଲା ଏହା କଣ ନ୍ୟାୟ । ଏହାର ଉତ୍ତର ଭଗବାନ ଶ୍ରୀ କୃଷ୍ଣ କହିଲେ ଆର ଜନ୍ମରେ ତମେ ବହୁତ ପାପ କରିଥିଲ ସେହି ଏକ୍ସିଡେଣ୍ଟରେ ତମେ ତମ ପ୍ରାଣ ହରାଇ ତାନ୍ତ କିନ୍ତୁ ତମ ପୂଣ୍ୟ କର୍ମ ତମକୁ ରକ୍ଷା କଲେ ଆଉ ସେହି କାର ଏକ୍ସିଡେଣ୍ଟରେ ସେହି ଚୋରକୁ ରାଜ ଯୋଗ ମିଳିବା କଥା କିନ୍ତୁ ତା ପାପ କର୍ମ ପାଇଁ ତାକୁ କେବଳ କିଛି ଧନ ପ୍ରାପ୍ତି ହେଲା ।

Leave a Reply

Your email address will not be published. Required fields are marked *