ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ମା ଲକ୍ଷ୍ମୀ ଘରକୁ ଆସିବାର ସଙ୍କେତ 

ବନ୍ଧୁଗଣ ଆମ ଜୀବନରେ ଧନର କେତେ ମହତ୍ଵ ରହିଛି ଏହା କାହାକୁବୀ ଅଛପା ନହିଁ । ଧନର ଅଭାବରେ କୌଣସି ବ୍ୟକ୍ତି ଖୁସି ରହିନଥାଏ । ଏହା ମାତ୍ର କହିବାର କଥା ଅଟେକି ଧନ ଜୀବନର ସବୁ କିଛି ହୋଇନଥାଏ । ଧନ ଦ୍ଵାରା ସମ୍ପର୍କ ଓ ଖୁସି ଆମେ କେବେବି କିଣିପାରିବା ନହିଁ । ଧନ ଦ୍ଵାରା ଖୁସିତ କିଣିପାରିବା ନହିଁ କିନ୍ତୁ ଧନ ପାଖରେ ହେବ ଦ୍ଵାରା  ଖୁସି ଆପେ ଆପେ ପାଖକୁ ଆସିଯାଇଥାଏ । ଯଦି ଜୀବନରେ ଧନର ମହତ୍ଵ କିଛି ନଥାନ୍ତା ତେବେ କଣ ପାଇଁ ଲୋକ ରାତି ଦିନ ଏକାଠି କରି ଧନ କମାଇ ଥାନ୍ତେ ।


ଧନର କାମନା ପ୍ରତେକ ବ୍ୟକ୍ତି କରିଥାନ୍ତି ।  ପ୍ରତେକ ବ୍ୟକ୍ତି ଧନବାନ ହେବାର ସ୍ଵପ୍ନ ଦେଖିଥାନ୍ତି । ସମସ୍ତ ଲୋକ ଗୋଟେ ସୁଖ ପୂର୍ଣ ଜୀବନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ, ଏହା ଜୀବନର କାଟୁ ସତ୍ୟ ଅଟେକି ଯାହା ପାଖରେ ପଇସା ଥାଏ ତାର ହାତ ମୁଠାରେ ପୁରା ଦୁନିଆ ରହିଥାଏ । ଏବଂ ଗରିବ ସହିତ କେହି ନଥାନ୍ତି । ଶେଠୀ ପାଇଁ ପ୍ରତେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କର ଆରଧାନ କରିଥାନ୍ତି ଏବଂ ଧନ ସମପତିର କାମନା କରିଥାନ୍ତି ।  ମା ଲକ୍ଷ୍ମୀ ଏତିଇ ସହଜରେ କାହା ଉପରେ ସନ୍ତୁଷ୍ଟ ହୋଇ ନଥାନ୍ତି ।


ମା ଲକ୍ଷ୍ମୀଙ୍କୁ ଖୁସି କରିବା ବହୁତ କଠିନ କାମ ହୋଇଥାଏ । କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀଙ୍କର କୃପା ହୋଇଯାଇଥାଏ ସେ କେବେବି ଦୁଃଖୀ ରହିନଥାଏ । ମା ଲକ୍ଷ୍ମୀ ନିଜର ପ୍ରତେକ ଭକ୍ତ ଉପରେ କୌଣସି ନା କୌଣସି ଦିନ କୃପା କରିଥାନ୍ତି । ଆଉ ଆମର ଭକ୍ତିର ପ୍ରଶନ୍ନ ହୋଇକରି ଆମ ଘରେ ରହିବାକୁ ଆସିଥାନ୍ତି । ମ ଲକ୍ଷ୍ମୀ ଯେବେବି ଆମ ଘରକୁ ଆସିଥାନ୍ତି, ଆସିବା ପୂର୍ବରୁ କିଛି ଏମିତି ସଙ୍କେତ ଦେଇଥାନ୍ତି  । ଯାହା ଦ୍ଵାରା ଆମକୁ ପୂର୍ବରୁ ହିନ ଜଣା ଯାଇଥାଏ ଆଉ ଆମ ଦୁଃଖ ଆଉ  ଦରିଦ୍ରତାର ଦିନ ସମାପ୍ତ ହେବାର ଅଛି ।


ଘରେ କଳା ପିମ୍ପୁଡି ରହିବା ଶୁଭ ହୋଇଥାଏ, ଆଉ ସେ ବହୁତ ଶୁଭ ହୋଇଥାଏ କଳା ପିମ୍ପୁଡିକୁ ମା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ । ଘରେ ଯଦି କଳା ପିମ୍ପୁଡି ଗୋଲ ଆକାରରେ ବୁଲୁଥିବାର ଦେଖାଯାଏ ତେବେ ଏହା ବହୁତ ଶୁଭ ସଙ୍କେତ ବୋଲି କୁହାଯାଇଥାଏ । ଏହା ମା ଲକ୍ଷ୍ମୀ ଘରକୁ ଆସିବାର ସଙ୍କେତ ହୋଇଥାଏ । ଶେଠୀ ଲାଗି କଳା ପିମ୍ପୁଡି ଦେଖା ଦେଲେ ଟବକା ଉପରେ ହଳଦୀ ସିନ୍ଦୁର ପକାନ୍ତୁ । ଏବଂ ପ୍ରଣାମ କରନ୍ତୁ । ତାଙ୍କୁ ଖାଇବାକୁ ଅଟା କି ଚିନୀ ଦିନନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ କରଜରୁ ମୁକ୍ତି ମିଳିଥାଏ । ଘରେ ଧନର ବୃଦ୍ଧି ହୋଇଥାଏ ।

କଳା ପିମ୍ପୁଡିକୁ ଝାଡୁ ଦ୍ଵାରା ବିଲକୁଲ ବାହାରକୁ ବାହାର କରନ୍ତୁ ନହିଁ । ପିମ୍ପୁଡି ପରି ଝିଟିପିଟିକୁ ମଧ୍ୟ ମା ଲକ୍ଷ୍ମୀଙ୍କର ସଙ୍କେତ ମନାଯାଇଥାଏ । ଘରେ ଯଦି ହଠାତ ତିନୋଟି ଜାଗାରେ ଦେଖାଇଯାଇଥାଏ । ତେବେ ଏହାକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ହୋଇଥାଏ । ଯଦି ଝିଟିପିଟି ଜେନ ଅନ୍ୟ ଜଣର ପିଛା କରୁଥିବାର ଦେଖାଯାଏ ତେବେ ଏହାତେ ଘରର ଉନ୍ନତି ହୋଇଥାଏ । ଦୀପାବଳିରେ ତୁଲସୀ ଗଛରେ ଝିଟିପିଟିର ଦେଖାଦେବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ ।

ଏହା ଭରପୁର ଧନ ମିଳିବାର ସଙ୍କେତ ବୋଲି କୁହାଯାଇ ଥାଏ । ଶାସ୍ତ୍ରାରେ କିଛି ପକ୍ଷୀ ଆମ ଘରେ ବାସ କରିବା ଏବଂ ଘର ଆଖପାଖରେ ରହିବା ଅଶୁଭ ମନାଜାଇଥାଏ । ତ ଏମିତି କିଛି ପକ୍ଷୀ ଅଛନ୍ତି ଯାହା ଘରେ ରହିବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ଘରେ ଆସି ବସା ବନାଇଥାନ୍ତି ତେବେ ଏହା ବହୁତ ହିଁ ଶୁଭ ସଙ୍କେତ ବୋଲି କୁହଜାଇଥାଏ । ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ଦେଇଥାଏ ।

Leave a Reply

Your email address will not be published. Required fields are marked *