ଭଲ ସମୟ ଆସିବା ପୂର୍ବରୁ ଘରର ଆଖପାଖରେ ଆପେ ଆପେ ଉଠିଥାଏ ଏହି ସବୁ ଗଛ, ଭୁଲରେ ବି କାଟନ୍ତୁ ନାହିଁ- Sri Krishna

ବନ୍ଧୁଗଣ ଭଗବାନ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ଘରେ ଆପେ ଆପେ ଏହି ସବୁ ଗଛ ଉଠିଥାଏ ତାହା ଘରେ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏହା ଆମ ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ । ଯଦି ଏହି ଗଛ କୌଅନାସି ବ୍ଯକ୍ତିର ଘର ଆଗରେ ଆପେ ଆପେ ଉଠିଯାଏ ତେବେ ସେହି ବ୍ଯକ୍ତିର କଷ୍ଟ ଦୂର ହୋଇଥାଏ । ଏହି ଗଛକୁ ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ଶୁଭ ମାନା ଯାଇଛି । ଯେଉଁ ସ୍ଥାନରେ ଏହି ଗଛ ଉଠିଥାଏ ସେଠାରେ ପଜେଟିଭ ବାତାବରଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଭଲ ସମୟ ଆସିବା ପୂର୍ବରୁ ଘର ଆଗରେ କେଉଁ ଗଛ ଉଠିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ତୁଳସୀ ଗଛ : ତୁଳସୀ ଗଛ ଯେଉଁ ସ୍ଥାନରେ ରହିଥାଏ ସେଠାରେ ନେଗେଟିଭ ଶକ୍ତି ବାସ କରେ ନାହି । ତୁଳସୀରେ ସାକ୍ଷାତ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାର ନିତ୍ୟ ପୂଜା କରିବା ଦ୍ଵାରା ଓ ଜଳ ଅର୍ପିତ କରିଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଯଦି ତୁଳସୀ ଗଛ ଆପେ ଆପେ ଘରେ କେଉଁ ଜାଗାରେ ଉଠିଥାଏ ତେବେ ଶୁଭ ସଂକେତ ହୋଇଥାଏ । ମା ଲକ୍ଷ୍ମୀ ଘରକୁ ଆସିବାର ସଂକେତ ମିଳିଥାଏ । ଜୀବନରୁ ଦାରିଦ୍ରତା ନାସ ହୋଇ ଧନ ଜନିତ ସମସ୍ଯା ଦୂର ହେବ ।

୨- କଦଳୀ ଗଛ : ଭଗବାନ ବିଶୁଣୁ ଙ୍କ ପ୍ରତୀକ ହୋଇଥାଏ କଦଳୀ ଗଛ । ଏହି ଗଛ ଘରେ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଗୁରୁବାରରେ କଦଳୀ ଗଛର ପୂଜା କରିଲେ ଭଗବାନ ବିଶୁଣୁ ପ୍ରସନ୍ନ ହୋଇଥାନ୍ତି । ଯଦି ଅଚାନକ ଘରର ଆଖ ପାଖରେ କଦଳୀ ଗଛ ଉଠିଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହା ସହ ଘରେ କୌଣସି ବ୍ୟକ୍ତି ରୋଗୀ ଥିଲେ ତାଙ୍କ ରୋଗର ନାସ ହୋଇଥାଏ । ଏହି ଗଛ ଘର ଆଖପାଖରେ ରହିଲେ ସେଠାରେ ଅକାଳ ମୃତ୍ୟୁ ପ୍ରବେଶ କରେ ନାହି ।

୩- ଅଶୋକ ଗଛ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୋକ ଗଛ ଶୋକର ନାସ କରିଥାଏ । ଏହି ଗଛକୁ ଘରେ ଲଗାଇବା ଉଚିତ । ଏହି ଗଛ ବିବିଧ ପ୍ରକାରର ଶୁଭ ଅଶୁଭ ସଂକେତ ଦେଇଥାଏ । ଯଦି ଘର ଆଖପାଖରେ ମହଜୁଦ ଅଶୋକ ଗଛ ଶୁଖିଗଲେ ଘର ଉପରେ କାହାର ଖରାପ ନଜର ପଡିବାର ସୂଚନା ମିଳିଥାଏ । ନଜର ଦୋଷ ରୁ ବଞ୍ଚିବା ପାଇଁ ଘର ବାହାରେ ଲେମ୍ବୁ ଲଙ୍କା ଟାଙ୍ଗିବା ଉଚିତ । ମୁଖ୍ୟ ଦ୍ଵାରରେ ଘୋଡା ନାଲ ଲଗାଇବା ଉଚିତ । ଯଦି ଅଶୋକ ଗଛ ଆପେ ଆପେ ଘରେ ଉଠିଥାଏ ତେବେ ଦୁଖର ଅନ୍ତ ହେବାର ସୂଚକ ଦେଇଥାଏ ।

୪- ନିମ ଗଛ : ଇମ ଗଛ ବହୁତ ଶୁଭ ହୋଇଥାଏ । ଏହି ଗଛ ରୋଗର ନାସ କରିଥାଏ । ଏହି ଗଛ ଘର ଆଖପାଖରେ ଉଠିଗଲେ ଶୁଭ ସଂକେତ ଦେଇଥାଏ । ଏହାର ପାତ୍ର ନିତ୍ୟ ସେବନ କରିବା ଉଚିତ ଯାହା ଦ୍ଵାରା ସବୁ ପ୍ରକାରର ରୋଗ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *