ବନ୍ଧୁଗଣ ଆମେ ଅନେକ ପ୍ରକାର ର ସ୍ଵପ୍ନ ରାତିରେ ଶୋଇବା ସମୟରେ ଦେଖିଥାଉ । କିଛି ସ୍ଵପ୍ନ ଭଲ ତ ଆଉ କିଛି ଖରାପ ହୋଇଥାଏ । କିନ୍ତୁ କଣ ଆପଣ କେବେ ଜାଣିଛନ୍ତି ସ୍ଵପ୍ନ ବିଷୟରେ କାହାକୁ କହିବା ଉଚିତ କି ନୁହେଁ । ଶାସ୍ତ୍ର ଅନୁଯାୟୀ ଏମିତି ଅନେକ ସ୍ଵପ୍ନ ଅଛି ଯାହା ବିଷୟରେ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ । କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ଆମ ଜୀବନରେ ଲାଭ ଦେଇଥାଏ ତ ଆଉ କିଛି ଜୀବନରେ ଭୟାବହ ସ୍ଥିତି ସୃଷ୍ଟି କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସ୍ଵପ୍ନ ଦେଖା ଯାଇଥାଏ ।
1- ଯଦି କୌଣସି ବ୍ୟକ୍ତି କୁ ସ୍ଵପ୍ନରେ ଭଗବାନ ଶିବଙ୍କ ଦର୍ଶନ ହୋଇଯାଏ ତେବେ ଏହା ଠାରୁ ସୌଭାଗ୍ଯର କଥା ଆଉ କିଛି ନାହି । ଏହି ସ୍ଵପ୍ନ ର ଅର୍ଥ ହୋଇଥାଏ କି ଇଶ୍ଵର ଆମ ସହ ଯୋଡି ହେବାକୁ ଚେଷ୍ଟା କରୁଛନ୍ତି । ଏମିତି ବି ହୋଇପାରେ ଇଶ୍ଵର ଆମ ସ୍ଵପ୍ନରେ ଆସି କିଛି ସନ୍ଦେଶ ଦେବାକୁ ଯାଉଛନ୍ତି ।
2- ଯଦି ବ୍ୟକ୍ତି ସ୍ଵପ୍ନରେ ଗଛଲଟା, ସୂର୍ଯ୍ୟ, ଚନ୍ଦ୍ରମା, ପଶୁପକ୍ଷୀ ଦେଖନ୍ତୁ ତେବେ ଭଲ ସମୟ ଆଗମନର ସୂଚନା ମିଳିଥାଏ । ଏହା ଈଶ୍ବରଙ୍କ ସଂକେତ ବୋଲି ମାନଯାଏ । ଏଭଳି ସ୍ଵପ୍ନ ଦେଖିଲେ କାହା ଆଗରେ ପ୍ରକାଶ କରିବା ଅନୁଚିତ ।
3- ଯଦି ସ୍ଵପ୍ନରେ ଶବ ଦେଖନ୍ତି ତେବେ ଜୀବନ ପାଇଁ ଶୁଭ ହୋଇଥାଏ । ଏହାର ଅର୍ଥ ଆଗାମୀ ଦିନରେ ବିନା ପରିଶ୍ରମରେ ଅଚାନକ ବହୁତ ସାରା ଧନ ମିଳିବାକୁ ଯାଉଛି । ଏହା ସହ ଅନେକ ସମସ୍ୟସର ସମାଧାନ ମିଳିଥାଏ । ଯଦି ସ୍ଵପ୍ନରେ ଶ୍ମଶାନ ଯିବାର ବା ମୃତ ବ୍ୟକ୍ତିଙ୍କୁ ଦେଖନ୍ତି ତେବେ ଲମ୍ବା ସମୟରୁ ରୋଗରେ ପୀଡ଼ିତ ଥିଲେ ଦୂର ହୋଇଥାଏ ।
4- ଯଦି ଆପଣ ସ୍ଵପ୍ନରେ ମାଛ ସହ ଜଡିତ କିଛି ଦେଖନ୍ତି ତେବେ ଧନ ପ୍ରାପ୍ତି ହେବାର ସୂଚନା ଦେଇଥାଏ । ସ୍ଵପ୍ନରେ ରଙ୍ଗ ବେରଙ୍ଗ ଛୋଟ ମାଛ ଦେଖାଯାଏ ତେବେ ଶୁଭ ସଙ୍କଟେ ହୋଇଥାଏ । ଏମିତି ସ୍ଵପ୍ନର ଅର୍ଥ ବ୍ୟକ୍ତିରର ଜୀବନ ସଫଳ ହେବା ସହ କୌଣସି ଅସୁବିଧାର ସମୁଖିନ୍ନ ହେବ ନାହି ।
5- ଆପଣ ଯଦି ସ୍ଵପ୍ନରେ ସାପ ଦେଖନ୍ତି ବହୁତ ଶୁଭ ମା ନାଯାଏ । ଏହା ଦ୍ଵାରା ବ୍ୟାପାରରେ ଫାଇଦା ମିଳିଥାଏ । ଏହା ସହ ଜୀବନରେ ଖୁଶିର ଆଗମନ ହୋଇଥାଏ । ସ୍ଵପ୍ନରେ ସାପ ଦେଖିଲେ ବ୍ୟବସାୟରେ ବା କୌଣସି କାମ କରୁଥିଲେ ସେଥିରେ ସଫଳତା ମିଳିଥାଏ । ଏହା ଉନ୍ନତିର ମାର୍ଗ ଦର୍ଶାଇଥାଏ । ଜୀବନରେ ଯେବେ ରାହୁଙ୍କ ଦଶା ଚାଲିଥାଏ ସେତେବେଳେ ସ୍ଵପ୍ନରେ ସାପ ଦେଖାଯାଏ ।
ଏହାର ଅର୍ଥ ରାହୁ ଆପଣଙ୍କୁ ଶୁଭ ବା ଅଶୁଭ ଫଳ ପ୍ରଦାନ କରିଥାନ୍ତି । ତେବେ ଏହା ଥିଲା ସେହି 5ଟି ସ୍ଵପ୍ନ ଯାହାକୁ ଦେଖିଲେ କଣ କଣ ଲାଭ ମିଳିଥାଏ ତାହା ଆମେ ଆପଣଙ୍କୁ ଜଣାଇଲୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।