ଭ୍ଲାଦିମିର ପୁଟିନଙ୍କ ଝିଅ କିଏ! ଯାହାଙ୍କୁ ପ୍ରଥମ କରୋନା ଭ୍ୟାକ୍ସିନ ଦିଆଯାଇଛି?

କରୋନା ଭାଇରସ ଦ୍ଵାରା ପୁରା ଦୁନିଆ ବର୍ତମାନ ଲଢିଚାଲିଛି, ତେବେ ବର୍ତମାନ ରୁସ ଦ୍ଵାରା ନିର୍ମିତ କରୋନା ଭ୍ୟାକ୍ସିନ ତିଆରି କରିଛନ୍ତି ଯାହାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅନୁମୋଦନ ଦେଇ ସାରିଛନ୍ତି, ତେବେ ରୁସ ପ୍ରେସିଡେନ୍ଟ ଭଲଦିମିର ଏହାକୁ ପ୍ରଥମେ ନିଜ ଝିଅକୁ ଭ୍ୟାକ୍ସିନ ଦେଇଛନ୍ତି, ତେବେ ଏହା ଦ୍ଵାରା ତାଙ୍କ ଦେଶରେ ପ୍ରଥମ ଭ୍ୟାକ୍ସିନ ନେଇଥିବା ବ୍ୟକ୍ତି ପ୍ରେସିଡେନ୍ଟଏନକେ ଝିଅ ଅଟନ୍ତି । ପ୍ରେସିଡେନ୍ଟ ଭଲାଦିମିର ନିଜ ପରିବାର ଓ ନିଜି ଜୀବନ ବିଷୟରେ ମିଡିଆରେ କିଛି କହିବା ବା ନିଜ ପରିବାର ବିଷୟରେ କିଛି କହିବା ପସନ୍ଦ କରନ୍ତି ନହିଁ, ତେବେ ଭଲାଦିମିରଙ୍କ ଦୁଇଟି ଝିଅ ଅଟନ୍ତି,

Image Courtesy: Google

ବଡ ଝିଅ ନାମ ମାରିଆ ପୂତିନା ଓ ୟେକେଟେରିନା ପୂତିନା ଅଟନ୍ତି, ତେବେ ୟେକେଟେରିନାଙ୍କୁ ଏହି ଭ୍ୟାକ୍ସିନ ଦିଆ ଯାଇଛି ଯିଏ ଭଲଦିମିରଙ୍କ ବଡ ଝିଅ ଅଟନ୍ତି, ୟେକେଟେରିନା ମୋସ୍କୋରେ ନିଜ ନା ବଦଳି ବହୁତ ବର୍ଷ ପାଠ ପାଢୀଥିଲେ । ୟେକେଟେରିନା ମ୍ୟାଥ ଓ ଫିଜିକ୍ସରେ ମାଷ୍ଟର୍ସ କରିଛନ୍ତି, ତେବେ ଏହା ଛଡା ୟେକେଟେରିନା ଜଣେ ଏକ୍ରୋବେଟିକ ଡ୍ୟାନ୍ସର ଅଟନ୍ତି ଓ ବହୁତ ଗୁଡେ ଚାମ୍ପିଅନଶିପରେ ଭାଗ ନେଇଛନ୍ତି ଓ ଜିତିଛନ୍ତି ।

Image Courtesy: Google

ତେବେ ୟେକେଟେରିନା ନିଜ ବାପା ମାଙ୍କ ନାମ ୟେକେଟେରିନା ବଦଳି କେଟେରିନା ତୀଖାନୋବା ନାରେ ମୋସ୍କୋରେ ବାସ କରୁଥିଲେ ତାଙ୍କୁ କେହି ଜାଣି ନଥିଲେ ଯେ ସେ ପ୍ରେସିଡେନ୍ଟଙ୍କ ଝିଅ ଅଟନ୍ତି । ୟେକେଟେରିନା ପ୍ରେସିଡେନ୍ଟଙ୍କ ସାନ ଝିଅ ଅଟନ୍ତି, ଯିଏ ଜଣେ ବ୍ଯାଙ୍କ ଅଫିସର ସହ ବିବାହ କରିଥିଲେ । ୟେକେଟେରିନା କିରିଲ ଶାମାଲୋଭ ସହ ୨୦୧୩ରେ ବିବାହ କରିଥିଲେ ଯିଏ ଗୋଟେ ବ୍ଯାଙ୍କରେ ଭଲ ପୋସ୍ଟରେ ନିଯୁକ୍ତ ଥିଲେ । ମାରୀଆ ପିତୋନୋବା ମଧ୍ୟ ରୁସ ଗୋଟେ ଜାଗାରେ ନିଜ ନା ବଦଳି ଗୋଟେ ଏନ୍ଡୋକ୍ରାଇନୋଲୋଜି ଡିପାର୍ଟମେଣ୍ଟ ରେ କାମ କରୁଛନ୍ତି ।

Image Courtesy: Google

ଖବର ଅନୁଯାଇ ମାରୀଆ ବହୁତ ବାହାର ଦେଶ ବୁଲା ବୁଲି କରନ୍ତି ଓ ତାଙ୍କର ବହୁତ ୟୁରୋପିଅ ସାଙ୍ଗ ମଧ୍ୟ ଅଛନ୍ତି । ଭଲଦିମିର ପ୍ରେସିଡେନ୍ଟ ପଦ ପାଇଁ ଠିଆ ହବା ଆଗରୁ ଗୋଟେ ଟିଭି ଶୋରେ କହିଥିଲେ ଯେ ସେ ନିଜ ପରିବାରକୁ ପୋଲିଟିକ୍ସରେ ଆଣିବାକୁ ଚାହୁଁ ନାହାନ୍ତି କାହିଁକିନା ଏହା ଦ୍ଵାରା ତାଙ୍କ ଝିଅଙ୍କ ଛୁଆ ସାମାନ୍ଯ ଛୁଆବେଳ ଦେଖି ପାରିବେ ନାହିଁ ଓ ଏହି କାରଣ ପାଇଁ ତାଙ୍କ ଦୁଇ ଝିଅ ନିଜ ନା ବଦଳି ନିଜ ନିଜ ଇଛା ସ୍ଥାନରେ କାମ କରୁଛନ୍ତି । ତେବେ ଭଲଦିମିର ଝିଅଙ୍କୁ ଏହି ଭ୍ୟାକ୍ସିନ ଦିଆ ଯାଇଛି ଓ ଏହାର କୌଣସି ସାଇଡ ଇଫେକ୍ଟ ହଉଛି ନାନାହିଁ ଏହା ଦେଖିବା ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *