ଭାରତରେ ବିକା ଯାଉଥିବା 3 ସବୁଠୁ ଖତରନାକ Street Food

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବଞ୍ଚିବା ପାଇଁ ଖାଦ୍ୟ କେତେ ଆବଶ୍ୟକ ହୋଇଥାଏ, ତେବେ ଆଜିକା ସମୟରେ କେହି ବି ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦଉ ନାହାନ୍ତି ଯାହା କାରଣରୁ ଆପଣଙ୍କୁ ବହୁତ ପ୍ରକାର ରୋ-ଗ ଆଉ ସମସ୍ଯା ସାମ୍ନା କରିବାକୁ ପଡିଥାଏ କଣ ଆପଣ ଏହା ଜାଣିଛନ୍ତି ଯେ କିଛି ଖାଦ୍ୟ ଏମିତି ହୋଇଥାଏ ଯାହା ଖାଇବାକୁ ବହୁତ ସୁଆଦିଆ ଲାଗିଥାଏ କିନ୍ତୁ ଖାଇବା ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହବାକୁ ଲାଗିଥାଏ ଆଉ ଆପଣଙ୍କୁ ବହୁତ ପ୍ରକାର ରୋ-ଗର ସାମ୍ନା କରିବାକୁ ପଡିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭୟଙ୍କର ହୋଇଥାଏ । ସାଲାଡ : ବହୁତ ଲୋକ ଏହା ଭାବନ୍ତି ଯେ ସାଲାଡ ବହୁତ ଲାଭକାରୀ ହୋଇଥାଏ, ତେବେ ଜାଣି ରଖନ୍ତୁ ଘରେ ଯେଉଁ ସାଲାଡ ତିଆରି କରା ଯାଇଥାଏ ତାହା ଭଲ ହାତରେ ତିଆରି କରା ଯାଏ ଆଉ ଖାଇବା ତୁରନ୍ତ ଆଗରୁ ତିଆରି କରା ଯାଏ ।

କିନ୍ତୁ ଆପଣ ଯେଉଁ ସାଲାଡ ବାହାରେ ହୋଟେଲ ମାନଙ୍କ ରେ ଖାଇ ଥାନ୍ତି ତାହା ବହୁତ ସମୟ ଧରି ତିଆରି କରା ଯାଇଥାଏ ଆଉ ଏହାକୁ ବହୁତ ଖରାପ ଅବସ୍ତାରେ ତିଆରି କରି ରଖା ଯାଇଥାଏ । ବହୁତ ଲୋକଙ୍କର ଖାଇଲା ବେଳେ ପିଆଜ ଆଉ ଲେମ୍ବୁ ଆବଶ୍ୟକ ହୋଇଥାଏ ତେବେ ହୋଟେଲ ମାନଙ୍କରେ ଆପଣ ଏହା ଖାନ୍ତୁ ନାହିଁ ନଚେତ ଆପଣ ବହୁତ ଭୟଙ୍କର ରୋ-ଗର ଶିକାର ହୋଇ ପାରିବେ ।

ଗୁପ ଚୁପ :

ଗୁପ ଚୁପ ସମସ୍ତଙ୍କୁ ପ୍ରିୟ ହୋଇଥାଏ କିନ୍ତୁ ଯେଉଁ ହାତରେ ଗୁପ ଚୁପ ତିଆରି ହୋଇଥାଏ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ୟା-ନ୍ସ-ର ଭଳି କାମ କରିଥାଏ କିନ୍ତୁ ଲୋକ ମାନନ୍ତି ନାହିଁ ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ହଜମ କରିବାରେ ଅସୁବିଧା ହୋଇଥାଏ ପେଟ ଖରାପ ହୋଇଥାଏ ବହୁତ ପ୍ରକାର ରୋ-ଗ ମାଡି ବସିଥାଏ । ଗୁପ ଚୁପ ନ ଖାଇବା ପାଇଁ ଚେଷ୍ଟା କରନ୍ତୁ ଯଦି ବହୁତ ଇଛା ହେଉଛି ତେବେ ଘରେ ବନାଇ ସେବନ କରନ୍ତୁ ।

ମୋମୋ :

ଆଜିକା ସମୟରେ ଲୋକଙ୍କୁ ମୋମୋ ବହୁତ ପସନ୍ଦ ଆସୁଛି ତେବେ ମୋମୋ ରେ ବହୁତ ଶସ୍ତା ମଇଦା ବ୍ୟବହାର ହୋଇଥାଏ ଆଉ ଇଷ୍ଟ ମଧ୍ୟ ବ୍ୟବହାର କରା ଯାଇଥାଏ ଏହା ଛଡା ବହୁତ ଖରାପ ପରିବା ବା ଚିକନ ବ୍ୟବହାର କରା ଯାଇଥାଏ ଯାହା ଆମ ଶରୀର ପାଇଁ ବି-ସ ଭଳି କାମ କରିଥାଏ ଏହା ଛଡା ଚଟଣି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ ସେଥିପାଇଁ ବଞ୍ଚି ରୁହନ୍ତୁ ।

Leave a Reply

Your email address will not be published. Required fields are marked *