ଭାରତ ବନ୍ଦ ଆନ୍ଦୋଳନର ତାଜା ଖବର, ଦେଖନ୍ତୁ ଆନ୍ଦୋଳନକାରୀ ମାନଙ୍କ ଉତ୍ତେଜନା….ଦେଖନ୍ତୁ Video କଣ କହୁଛନ୍ତି

ଆଜି ଭୁବନେଶ୍ଵରରେ ଏକ ଅଶାନ୍ତ ବାତାବରଣ ଦେଖିବାକୁ ମିଳିଛି । କହିବାକୁ ଗଲେ ଆଜି ପୋ-ଲି-ସ ଓ ଆ-ନ୍ଦୋ-ଳ-ନ କାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କୃଷକମାନେ ଆଜି ଭାରତ ବନ୍ଦ ଡକରା ଦେଇ ଥିଲେ । ଏମିତିରେ ଏହାକୁ ସଫଳ କରିବା ପାଇଁ ଓଡିଶାର ରାଜଧାନୀ ଭୁବନେଶ୍ଵରର ମାଷ୍ଟରକାଣ୍ଟିନ ଛକରେ କଂଗ୍ରେସ, ଅନ୍ୟ କିଛି କର୍ମୀମାନେ ଓ କିଛି କୃଷକମାନେ ଆ-ନ୍ଦୋ-ଳ-ନ କରୁଥିଲେ ।

ମାଷ୍ଟରକାଣ୍ଟିନରୁ ବିଧାନସଭା ଅଭିମୁଖେ ଏକ ରାଲି ମଧ୍ୟ ବାହାରି ଥିଲା । ଆ-ନ୍ଦୋ-ଳ-ନକାରୀ ବିଧାନସଭା ନିକଟରେ ଥିବା ପୋ-ଲି-ସ ଅଫିସରମାନଙ୍କୁ ଭେଦ କରି ବିଧାନସଭା ଭିତରକୁ ପସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋ-ଲି-ସ ତାଙ୍କୁ ବାଧା ଦେଇ ଥିଲା ।

ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଗଲା ତେବେ ପୋ-ଲି-ସ ସମସ୍ତ ଆ-ନ୍ଦୋ-ଳ-ନକାରୀଙ୍କୁ ଅଟକ ରଖିଛି । ଯାହାର କିଛି ଦୃଶ୍ୟ ମଧ୍ୟ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ଆ-ନ୍ଦୋ-ଳ-ନରେ ବିଶେଷ କରି କଂଗ୍ରେସର ଛାତ୍ର ସଂଗଠନର ସଦସ୍ୟମାନେ ନଜର ଆସୁଛନ୍ତି । ଏହା ପୂର୍ବରୁ କଂଗ୍ରେସର କିଛି ବଡ ବଡ ନେତା ବି ଏହି ସ୍ଥାନକୁ ଆସି ଥିଲେ । କିଛି କୃଷକ ସଂଗଠନର ସଦସ୍ୟମାନେ ବି ଏହି ଆ-ନ୍ଦୋ-ଳ-ନରେ ସାମିଲ ହୋଇ ଥିଲେ ।

କହିଦେଉଛୁ କି ଆ-ନ୍ଦୋ-ଳ-ନକାରୀମାନଙ୍କ ଅ-ଭି-ଯୋ-ଗ ଅଟେ କି ସେମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆ-ନ୍ଦୋ-ଳ-ନ କରୁଛନ୍ତି । ତେବେ ସରକାର ଆସି ଆମ ସାମ୍ନାରେ ଜବାବ ରଖିଥାନ୍ତେ । କିନ୍ତୁ ଯେତେବେଳେ ଧାରଣ ସ୍ଥାନକୁ ରାଲି ଆସିଲା ସେହି ସମୟରେ ସରକାରଙ୍କ କୌଣସି ବି ପ୍ରତିନିଧ ସେହି ସ୍ଥାନକୁ ଆସି ନ ଥିଲେ । ସରକାର ନିଜର କୌଣସି ପ୍ରତିନିଧିଙ୍କୁ ନ ପଠାଇ ପୋ-ଲି-ସକୁ ପଠାଇ ଦେଲେ । ଯେଉଁ କାରଣରୁ ଏହି ସ୍ଥାନରେ ଏହିଭଳି କିଛି ପରିସ୍ଥିତି ଉପୁଜିଲା ।

କାହିଁକି ପୋ-ଲି-ସ ସହିତ ଧସ୍ତାଧସ୍ତି କରିବାକୁ ପଡିଲା ଓ ପୋ-ଲି-ସକୁ କାହିଁକି ବଳ ପ୍ରୟୋଗ କରିବାକୁ ପଡିଲା । କେନ୍ଦ୍ରମନ୍ତ୍ରୀ ଆଜି ସକାଳେ କହିଛନ୍ତି କି ସରକାର ଏଥିପ୍ରତି ସମ୍ବେଦନଶୀଳ ଅଛନ୍ତି । ଚାଷୀମାନଙ୍କ ସମସ୍ତ କଥାକୁ ଶୁଣା ଯାଉଛି ଓ ଚାଷୀମାନଙ୍କୁ ବାରମ୍ବାର ଆଲୋଚନା ପାଇଁ ବି ଡକା ଯାଉଛି ।

ରାଜ୍ୟ ବିଜେପିର କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତ ବି କହୁଛନ୍ତି କି ଆ-ନ୍ଦୋ-ଳ-ନ କଣ ପାଇଁ । ଅନ୍ୟ ପଟେ ଆ-ନ୍ଦୋ-ଳ-ନକାରୀମାନଙ୍କ କହିବା ଅଟେ କି କେବଳ ଆ-ନ୍ଦୋ-ଳ-ନକୁ ରୋକିବା ପାଇଁ ଏହିଭଳି ପ୍ରକାରର ପ୍ରତିଶ୍ରୁତି ଦିଆ ଯାଉଛି । ଯେତେବେଳେ ଆଲୋଚନାକୁ ଆମେ ଯାଉଛୁ ନା ହିଁ ସେଠି ଆମର ଦାବି ରଖା ଯାଉଛି ଓ ନା ହିଁ ତାକୁ ସଠିକ ରୂପରେ ଶୁଣୁଛନ୍ତି ସରକାର । ବର୍ତ୍ତମାନ ଦେଖିବାର ଅଛି କି ସରକାର ଆଗକୁ କୃଷି ଆଇନକୁ ନେଇ କଣ ନିଷ୍ପତି ନେଉଛନ୍ତି ।

Leave a Reply

Your email address will not be published. Required fields are marked *