ଭାରତରେ ପ୍ରଥମ ଥର ପାଇଁ ଅକ୍ଟୋବରରେ ଲଞ୍ଚ ହେବ ହାଇବ୍ରିଡ ଫ୍ଲାଇଙ୍ଗ କାର…. ଦେଖନ୍ତୁ କଣ ରହିଛି ଏହାର ବିଶେଷତ୍ଵ

ନମସ୍କାର ବନ୍ଧୁଗଣ । ଭାରତ ରେ ଚାଲିବ ଫ୍ଲାଇଙ୍ଗ କାର ଯାହା ରାସ୍ତାରେ ଗଡିବା ସହ ଆକାଶରେ ମଧ୍ୟ ଉଡିବ । ସୂଚନା ଅନୁସାରେ ଏହି ଫ୍ଲାଇଙ୍ଗ କାର ଆସନ୍ତା ଅକ୍ଟୋବର ମାସରେ ଲଞ୍ଚ ହେବାକୁ ଯାଉଛି । ଭାରତରେ ଏହି କାର କିଏ ଓ କାହିଁକି ତିଆରି କରିଛନ୍ତି ଆସନ୍ତୁ ସେହି ବିଷୟରେ ଜାଣିବା । ବିମାନ ଯେମିତି ଆକାଶରେ ଉଡୁଛି ଠିକ ସେମିତି ଆକାଶରେ ଉଡିବ କାର । କାରରେ ବସି ଆପଣ ମାନେ ଯେଉଁ ଜାଗାକୁ ଚାହିଁବେ ସେହି ଜାଗାକୁ ଯାଇ ପାରିବେ । ଆଉ ଅଳ୍ପ ଦିନ ଭିତରେ ଭାରତରେ ପ୍ରଥମ ଥର ପାଇଁ ଫ୍ଲାଇଙ୍ଗ କାର ଲଞ୍ଚ ହେବାକୁ ଯାଉଛି । ଭିନୋତା ଏରୋ ମୋଗଲିଟ କମ୍ପାନୀ ଭାରତରେ ଏହି ଉଡନ୍ତା ଆକାର ଲଞ୍ଚ କରିବାକୁ ଯାଉଛି ।

ଚେନ୍ନାଇର ଏହି ଷ୍ଟାଟ ଅଫ କମ୍ପାନୀ ଦ୍ଵାରା ହାଇବୃଦ ଫ୍ଲାଇଙ୍ଗ କାର ତିଆରି କରା ଯାଇଛି । ଭାରତର ପ୍ରଥମ ଫ୍ଲାଇଙ୍ଗ କାର ମଡ଼େଲର ସମୀକ୍ଷା କରା ଯାଇଥିଲା । ପେ ସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଜ ସିନଧ୍ୟା ଙ୍କୁ ଏହି କାରର ମଡେଲ ଦେଖା ଯାଇଥିଲା । ଜ୍ୟୋତିରାଜ ସିନଧ୍ୟା ପିରାଟ ଏବୋମୋଲିଟିର ଟିମକୁ ଭେଟି ଏହି ମଡେଲ ଗ୍ଲାଇଙ୍ଗ କାରକୁ ଯାଞ୍ଚ କରିଥିଲେ । ଏହା ଏସିଆର ପ୍ରଥମ ଫ୍ଲାଇଙ୍ଗ କାର ହେବ ବୋଲି ସିନଧ୍ୟା କହିବା ସହ ଏ ଉଡନ୍ତା କର ବ୍ୟବହାରିକ ଭାବେ ତିଆରି ହେବା ପରେ ଜରୁରୀ ମେଡିକାଲ ସେବା ପାଇଁ ସହାୟକ ବୋଲି କହିଛନ୍ତି ।

ଷ୍ଟାଟ ଅଫ କମ୍ପାନୀ ଭିରତ ଏରୋମୋବୋଲିଟି ନିଜର ଅଫିସିୟାଲ ୟୁଟୁବ ଚ୍ଯାନେଲରେ ହାଇବ୍ରିଡ କାରକୁ ଅପଲୋଡ କରିଛନ୍ତି । ଗତ ଅଗଷ୍ଟ ୧୪ରେ ଅପଲୋଡ ହୋଇଥିବା ଏହି ୩୬ ସେକେଣ୍ଡର ଭିଡିଓରେ କୁହା ଯାଇଛି ଆସନ୍ତା ଅକ୍ଟୋବର ୫ରେ ଫ୍ଲାଇଙ୍ଗ କାର ଟି ଲଣ୍ଡନ ରେ ଲଞ୍ଚ ହେବ । ଏହାର ମୂଲ୍ୟ କେତେ ରହିବ ତାହା ବିଷୟରେ କୌଣସି ସୂଚନା ଦିଆଯାଇ ଅନହି । ସାଧାରଣ ଆକାର ଦେଖିବାକୁ ଯେମିତି ଫ୍ଲାଇଙ୍ଗ କାର ମଧ୍ୟ ଦେଖିବାକୁ ସେମିତି ଅଟେ । କିନ୍ତୁ ଉଡନ୍ତା କାର ରେ ଦୁଇଟି ଇଞ୍ଜିନ ରହିଛି । ଏଥିରେ ପେଟ୍ରୋଲ, ଡିଜେଲ ସହ ଏକ ଇଲେକ୍ଟ୍ରିକ ମୋଟର ମଧ୍ୟ ରହିଛି ।

ମେଡ ଇନ ଇଣ୍ଡିଆ କାର ଉଭୟ ବିଦ୍ୟୁତ ଓ ବାୟୋ ଇନ୍ଧନରେ ଚାଲି ପାରିବ । ଯାହା ଦ୍ଵାରା ଏହାର ଉଡାଣ କ୍ଷମତା ବୃଦ୍ଧି ହୋଇ ପାରିବ । ଏହି କାର ତିଆରି କରିଥିବା କମ୍ପାନୀ ସିନଧ୍ୟାଙ୍କ ନିକଟରେ ଯେଉଁ ଉପସ୍ଥାପନା କରିଛି ତାହାର ମଡେଲ ଅନୁଯାୟୀ ଏଥିରେ ଦୁଇ ଜଣ ଯାତ୍ରୀ ବସି ପାରିବେ । ପୂର୍ବରୁ ଆମେରିକାର ଫେଡେରାଲ ଆଭିସନ ଆଡ୍ମିଷ୍ଟ୍ରେଶନ ଫ୍ଲାଇଙ୍ଗ କାର ଉଡାଇବାକୁ ଅନୁମତି ଦେଇ ସାରିଛି । ଅନେକ କମ୍ପାନୀ ଏହି ପ୍ରୋଜେକ୍ଟ ଉପରେ ବହୁତ ଜଲ୍ଦି କାର୍ଯ୍ୟ ଆରମ୍ଭ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *