ଭାରତର Top 10 ଧନୀ ଅଭିନେତ୍ରୀ- Richest Actresses

ନମସ୍କାର ବନ୍ଧୁମାନେ ଆଜି ଆମେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ବିଷୟରେ କହୁଛୁ । ଆମେ ପ୍ରାୟତ Bollywood ଚଳଚ୍ଚିତ୍ର ବିଷୟରେ କହୁଛୁ, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନୁହେଁ । କିଏ ବା ଚଳଚ୍ଚିତ୍ର ପସନ୍ଦ କରନ୍ତି ନାହିଁ ଏବଂ କାହାର ବା ନିଜର ପ୍ରିୟ ହିରୋଇନ୍ ନାହାଁନ୍ତି । ବଲିଉଡରେ ପ୍ରତିବର୍ଷ ପ୍ରାୟ 1200 ଚଳଚ୍ଚିତ୍ର ନିର୍ମିତ ହୁଏ । ଚଳଚ୍ଚିତ୍ରର ଲୋକପ୍ରିୟତା ଦୃଷ୍ଟିରୁ ବଲିଉଡ ମଧ୍ୟ ହଲିଉଡ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ପରିନିତି ଚୋପଡା

ପରିଣିତିର ରିଲିଜ ହୋଇଥିବା କିଛି ବି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇନି କିନ୍ତୁ ବଲିଉଡରେ ସବୁଠୁ ଧନୀ ଅଭିନେତ୍ରିରେ ଦଶ ନମ୍ବରରେ ଅଛନ୍ତି । ପରିଣିତିର ଜନ୍ମ ଅମ୍ବାଲାର ହରିୟାନାରେ ୧୯୮୮ ରେ ହୋଇଥିଲା । ପାଠପଢା ଅମ୍ବାଲାରେ ସାରିଲା ପରେ ସେ ଲଣ୍ଡନ ଚାଲିଯାଇଥିଲେ । ବିଜନେସ ଇକୋନୋମିକ୍ସ ଓ ଫାଇନାନ୍ସରେ ଟ୍ରିପଲ ଡିଗ୍ରୀ ହାସିଲ କରିଛନ୍ତି । ୨୦୦୯ ରେ ୟେସରାଜ ଫିଲ୍ମ ସହିତ କାମ କରିଥିଲେ ୨୦୧୧ ରେ ଆକଟିଂ ଡେବ୍ୟୁ କରିଥିଲେ ।

ତାଙ୍କର ପ୍ରଥମ ଫିଲ୍ମ ଲେଡିସ ଭରସେସ ରିକୀ ଭେଲ, ସେ ଏହି ଫିଲ୍ମ ପାଇଁ ଡେବ୍ୟୁ ଆୱାର୍ଡ ମଧ୍ୟ ପାଇଥିଲେ । ଏହା ପରେ ଇସକ ଜାଦେ, ସୁଧ ଦେଶୀ ରୋମାନ୍ସ, ଦାବତ୍ଵ ଇସ୍କ, ହସି ତୋ ଫସି ରିଲିଜ ହୋଇଥିଲା । ପରିଣିତିଙ୍କର ମିଶି ସମ୍ପତି ୬୦ କୋଟି ଅଟେ ।

ସ୍ରୁତି ହାସନ

ସ୍ରୁତି ହସନ ଅଭିନେତ୍ରୀଙ୍କ ଲିଷ୍ଟରେ ୯ ନମ୍ବରରେ ଅଛନ୍ତି । ସାଉଥ ଫିଲ୍ମ ଇଣ୍ଡସଷ୍ଟ୍ରିରେ ଟଙ୍କାର ବହୁତ ଡିମାଣ୍ଡ ରହିଛି । ଶ୍ରୁତିଙ୍କ ଜନ୍ମ ୧୯୮୬ ରେ ଚେନ୍ନାଇରେ ହୋଇଥିଲା । ତାଙ୍କ ପିତା କମଲ ହସନ ଓ ମା ସାରିକା ଠାକୁର ଅଟନ୍ତି । କମଲ ହାସଲ ସାଉଥ ଫିଲ୍ମର ସୁପର ଷ୍ଟାର ଅଟନ୍ତି । ସ୍ରୁତି ହସନଙ୍କ ସମ୍ପତି ପାଖାପାଖି ୬୫ କୋଟି ଅଟେ ।

ସୋନମ କପୁର

ବଲିଉଡର ଫ୍ୟାସନ ଦିଭା ସୋନାମ କପୁର ଫିଲ୍ମ ସହିତ ଫ୍ୟାସନକୁ ନେଇ ମଧ୍ୟ ଚର୍ଚାରେ ରହିଛନ୍ତି । ଧନୀ ଅଭିନେତ୍ରୀଙ୍କ ଲିଷ୍ଟରେ ସୋନାମ ୮ ନମ୍ବରରେ ଅଛନ୍ତି । ସୋନାମ କପୁର ବଲିଉଡ ସୁପର ଷ୍ଟାର ଅନିଲ କପୁରଙ୍କ ଝିଅ ଅଟେ । ସୋନମଙ୍କ କମାଇ ପାଖାପାଖି ୭୫ କୋଟି ଅଟେ ।

ଆଲିଆ ଭଟ୍ଟ

ଆଲିଆ ଭଟ ଭାରତ ସୁନ୍ଦର ଅଭିନେତ୍ରୀଙ୍କ ଭିତରୁ ଜଣେ ଅଟେ । ଫିଲ୍ମ ନିର୍ଦେଶକ ମହେଶ ଭଟର ଝିଅ ଅଟେ । ଆଲିଆର ଜନ୍ମ ୧୯୯୩ ରେ ହୋଇଥିଲା । ଆଲିଆର ପ୍ରଥମ ଫିଲ୍ମ ସଂଘର୍ଷ ଥିଲା, ଏହି ଫିଲ୍ମ ୧୯୯୯ ରେ ଆସିଥିଲା ଏଥିରେ ସେ ବାଳ କଳାକାର ଭାବେ ଅଭିନୟ କରିଥିଲେ । ଆଲିଆଙ୍କର ପାଖାପାଖି କମାଇ ୭୬ କୋଟି ଅଟେ ।

କଙ୍ଗନା ରନାବତ

ବଲିଉଡର କୁଇନ କଙ୍ଗନା ରନାବତ ବହୁତ ଷ୍ଟ୍ରଗଲ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଜନ୍ମ ମଧ୍ୟ ବର୍ଗ ପରିବାରରେ ୧୯୮୭ରେ ହିମାଚଲରେ ହୋଇଥିଲା । ଟଙ୍କାର ପଢା ଚଣ୍ଡିଗଡରେ ହୋଇଥିଲା, ସେ ମେଡିକାଲ କ୍ଷେତ୍ରରେ ପଢିବାକୁ ଚାହୁଁ ଥିଲେ । କଙ୍ଗନା ୨୦୦୬ ରେ ଗ୍ୟାଙ୍ଗଷ୍ଟାର ଫିଲ୍ମରେ ଡେବ୍ୟୁ କରିଥିଲେ । କଙ୍ଗନାର ପାଖାପାଖି ଆୟ ୧୦୦ କୋଟି ଅଟେ ।

ଏମାନଙ୍କ ବ୍ୟତିତି ଏହି ଲିଷ୍ଟ ରେ ଥିବା ଅନ୍ୟ ନାମ ଗୁଇକ ହେଲା ଅନୁଷ୍କା ଶର୍ମା, କଟରିନା କଇଫ, ପ୍ରିୟଙ୍କା ଚୋପଡା, କରିନା କପୂର, ଦୀପିକା ପାଦୁକୋଣ ।  ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *