Interesting GK: ଭାରତର କେଉଁ ରାଜ୍ୟର ମହିଳାମାନେ ବିନା କପଡାରେ ରୁହନ୍ତି ? 99% ଲୋକଙ୍କୁ ଜଣା ନାହିଁ ଏହାର ଉତ୍ତର

ଇଣ୍ଟରଭିୟୁରେ ଏମିତି ବହୁତ ପ୍ରଶ୍ନ କରାଯାଏ ଯାହା ବହୁତ କଷ୍ଟକର ହୋଇଥାଏ ଓ ବେଳେ ବେଳେ ମୁଣ୍ଡ ବି ଖରାପ କରିଦିଏ । ସେଥିପାଇଁ ଆଜି ଆମେ ଇଣ୍ଟରଭିୟୁରେ ପ୍ରଶ୍ନ କରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇ ଆସିଛୁ ଯାହା ବହୁତ ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣମାନଙ୍କୁ ମଜା ଆସିବ ଓ ଆପଣ ନିଜର ବୁଦ୍ଧିକୁ ବିକଶିତ କରି ପାରିବେ । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନ ବିଷୟରେ ।

ପ୍ରଶ୍ନ – ରିଙ୍ଗଗିଟ କେଉଁ ଦେଶର ମୁଦ୍ରା ଅଟେ ?

ଉତ୍ତର – ମାଲେସିୟା

ପ୍ରଶ୍ନ – ବିଶ୍ଵର ସର୍ବାଧିକ ମତଦାତା ବାଲା ଦେଶ କିଏ ?

ଉତ୍ତର – ଭାରତ

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ଦେଶର ନାଁ କଣ ?

ଉତ୍ତର – ରୁସ

ପ୍ରଶ୍ନ – କେଉଁ ଜୀବର ହୃଦୟ ୧ ମିନିଟରେ ହଜାର ଥର ସ୍ପନ୍ଦନ କରିଥାଏ ?

ଉତ୍ତର – ଝିଟିପିଟି

ପ୍ରଶ୍ନ – ଅଷ୍ଟ୍ରେଲିୟାର ଖୋଜ କିଏ କରିଥିଲେ ?

ଉତ୍ତର – ଜେମ୍ସ କୁକ

ପ୍ରଶ୍ନ – ଦୁନିଆର ସବୁଠୁ ପୁରୁଣା ଖେଳ କଣ ଅଟେ ?

ଉତ୍ତର – ପୋଲୋ

ପ୍ରଶ୍ନ – କବାଡି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଭାରତରେ

ପ୍ରଶ୍ନ – ଫ୍ରିଜକୁ ଓଡ଼ିଆରେ କଣ କୁହନ୍ତି ?

ଉତ୍ତର – ଶୀତଗୃହ

ପ୍ରଶ୍ନ – ନେତ୍ରଦାନରେ ନେତ୍ରର କେଉଁ ଅଂସ ଭାଗ ଦାନ କରାଯାଏ ?

ଉତ୍ତର – କାର୍ନିୟା

ପ୍ରଶ୍ନ – ଏମିତି କେଉଁ ଦେଶ ଅଛି ଯେଉଁଠି କପଡାରେ ଖବର କାଗଜ ପ୍ରିଣ୍ଟ ହୋଇଥାଏ ?

ଉତ୍ତର – ସେପ୍ନ

ପ୍ରଶ୍ନ – କେଉଁ ସମୁଦ୍ରରେ ମାଛ ଦେଖା ଯାଆନ୍ତି ନାହିଁ ?

ଉତ୍ତର – ମୃତ ସାଗରରେ

ପ୍ରଶ୍ନ – କେଉଁ ପକ୍ଷୀ ବସା ତିଆରି କରେ ନାହିଁ ?

ଉତ୍ତର – କୋଇଲି

ପ୍ରଶ୍ନ – ଡିଜିଟାଲ ଇଣ୍ଡିଆର ଆରମ୍ଭ କେବେ ହୋଇଥିଲା ?

ଉତ୍ତର – ୨୧ ଅଗଷ୍ଟ, ୨୦୧୪

ପ୍ରଶ୍ନ – ଭାରତରେ ସବୁଠୁ ଅଧିକ ବର୍ଷା କେଉଁଠି ହୋଇଥାଏ ?

ଉତ୍ତର – ମାସିନରାମ

ପ୍ରଶ୍ନ – ସବୁଠୁ ବଡ ଗ୍ରହ କିଏ ?

ଉତ୍ତର – ବୃହସ୍ପତି

ପ୍ରଶ୍ନ – ସାତୋଟି ଟପୁର ନଗର କାହାକୁ କୁହାଯାଏ ?

ଉତ୍ତର – ମୁମ୍ବାଇକୁ

ପ୍ରଶ୍ନ – ଏଞ୍ଜେଲ ନାମକ ଝରଣା କେଉଁଠି ଅବସ୍ଥିତ ?

ଉତ୍ତର – ଦକ୍ଷିଣ ଆମେରିକା

ପ୍ରଶ୍ନ – କେଉଁ ସମ୍ଭିଧାନ ସଂଶୋଧନ ପଞ୍ଚାୟତ ରାଜ ଦ୍ଵାରା ସମ୍ବନ୍ଧିତ ଅଟେ ?

ଉତ୍ତର – ୭୩ ତମ

ପ୍ରଶ୍ନ – ବନସ୍ପତି ତେଲ ଗୁଡିକରୁ କୁତ୍ରିମ ଘିଅ ତିଆରି କରିବାରେ କାହାର ପ୍ରୟୋଗ କରାଯାଏ ?

ଉତ୍ତର – ନିକେଲ

ପ୍ରଶ୍ନ – ପୋମୋଲଜିରେ କାହାର ଅଧ୍ୟୟନ କରାଯାଏ ?

ଉତ୍ତର – ଫଳ ଗୁଡିକର

ପ୍ରଶ୍ନ – ଭାରତର ସବୁଠୁ ବଡ ଡେଲ୍ଟା କାହାକୁ କୁହାଯାଏ ?

ଉତ୍ତର – ସୁନନ୍ଦରବନର ଡେଲ୍ଟା

ପ୍ରଶ୍ନ – ବିଶ୍ବରେ ସବୁଠୁ କଡା ଆଇନ କେଉଁ ଦେଶର ଅଟେ ?

ଉତ୍ତର – ସାଉଦୀ ଆରବ

ପ୍ରଶ୍ନ – ଭାରତର କେଉଁ ରାଜ୍ୟର ମହିଳାମାନେ ୫ ଦିନ ପର୍ଯ୍ୟନ୍ତ ବିନା କପଡାରେ ରୁହନ୍ତି ?

ଉତ୍ତର – ହିମାଚଳ ପ୍ରଦେଶ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଖାଇବା ପାଇଁ କିଣି ଥାଉ କିନ୍ତୁ ତାକୁ ଖାଇ ପାରି ନ ଥାଉ ?

ଉତ୍ତର – ପ୍ଳେଟ

ପ୍ରଶ୍ନ – ସିବିଲ ସେବା ପ୍ରତିଯୋଗୀତା ଆରମ୍ଭ କରିଥିବା ପ୍ରଥମ ଦେଶ କିଏ ?

ଉତ୍ତର – ଚୀନ

Leave a Reply

Your email address will not be published. Required fields are marked *